20.1 C
Bhubaneswar
Sunday, November 29, 2020

ଲଘୁ·ପ ବର୍ଷାରେ ପ୍ରଭାବିତ ଜାନୁଲତାଙ୍କ ପରିବାର

Must read

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ବାରିପଦା,୩୧ ।୮(ନି.ପ୍ର): ସମଗ୍ରରାଜ୍ୟରେ ଲଘୁ·ପ ଜନିତ ବର୍ଷା ଲାଗିରହିଥିବାବେଳେ ବାରିପଦା ପୌରାଞ୍ଚଳରୱାର୍ଡ ନଂ ୧ ତଥା ବୁଢିଖମାରୀ ଶାସନରେଲଘୁ·ପ ଜନିତ ବର୍ଷାର ପ୍ରଭାବରେ କୃତ୍ରିମବନ୍ୟା ସୃଷ୍ଟି ହୋଇଥିବାର ଦେଖିବାବୁମିଳିଛି । ବନ୍ୟାର ପ୍ରଭାବରେ ବୁଢୀଖମାରୀଶାସନର ବାସୀନ୍ଦା ଜାନୁଲତା ମହାନ୍ତିଙ୍କବାସଗୃହରେ ଆଣ୍ଠୁଏ ଲେଖାଏଁ ପାଣି ଠିଆହୋଇଯାଇଥିଲା । ଗତ ମଙ୍ଗଳବାରରାତିରେ ଲଘୁ·ପ ଜନିତ ବର୍ଷା ଲାଗିରହିଥିବା ବେଳେ ରାତି ୧୨ ଟାରୁଗୋଟାଏ ମଧ୍ୟରେ ବୁଢିଖମାରୀ ଶାସନରମଧ୍ୟ ଭାଗରେ ଥିବା ବିରାଟକାୟପୋଖରୀରୁ ପୋଖରୀ ଆଡି ଦେଇ କୃତ୍ରିମବନ୍ୟାପାଣି ପୌରପରିଷଦର ନାଳରେପ୍ରବେଶ କରିଥିଲା । ଲଘୁ·ପ ବର୍ଷାରପୂର୍ବାନୁମାନ ସୂଚନା ରାଜ୍ୟ ଏବଂକେନ୍ଦ୍ରୀୟ ପାଣିପାଗ ବିଭାଗ ତରଫରୁଦିଆଯାଇ ପ୍ରଶାସନକୁ ସତର୍କକରାଯାଇଥିଲେ ମଧ୍ୟ ବୁଢୀଖମାରୀ ଶାସନଅଞ୍ଚଳରେ ପ୍ରତ୍ୟେକ ବର୍ଷ ପୋଖରୀ ପାଣିନିଷ୍କାସିତ ହେଉଥିବା ନାଳ ପୋତି ହୋଇପଡିଥିଲେ ମଧ୍ୟ ସେଗୁଡିକର ପୁନରୁଦ୍ଧାରକିମ୍ବା ସଫେଇ କାର୍ଯ୍ୟ କରାଯାଇନଥିଲାଏବଂ ପାଣି ନିଷ୍କାସିତ ହେଉଥିବା ବାଟରେପୌରପରିଷଦ ତରଫରୁ ସ୍ଥାନୀୟ ଅଞ୍ଚଳରୁବାହାରୁ ଥିବା ସବୁ ଅଳିଆ ଆବର୍ଜନାସେଠାରେ ଗଦା କରାଯାଉଥିଲା । ନାଳରଅବସ୍ଥା ଏବଂ ଅଳିଆ ଆବର୍ଜନା ସହିତଗଦାରେ ଥିବା ପଲିଥିନ ସମଗ୍ର ନାଳକୁଅବରୋଧ କରି ସଂପୂର୍ଣ୍ଣ ଜାମକରିଦେଇଥିଲା । ଫଳରେ ନାଳ ଦେଇପ୍ରଭାହିତ ପାଣି ନାଳରେ ନିଷ୍କାସିତ ହୋଇନ ପାରି ସ୍ଥାନୀୟ ଅଞ୍ଚଳରେ ଥିବାବାସଗୃହରେ ପ୍ରବେଶ କରିଥିଲା । ରାତି୧୨ ଟାର ଗୋଟାଏ ମଧ୍ୟରେ ଜାନୁଲତାଙ୍କପରିବାରର ସଦସ୍ୟ ଶୋଇପଡିଥିବାବେଳେ ତାଙ୍କ ଘରେ ପାଣିପସିଯାଇଥିଲା । ପରିବାରର ସଦସ୍ୟ ପାଣିପଶିଯାଇଥିବାର ଜାଣିବା ବେଳକୁ ସଂପୂର୍ଣ୍ଣଘରେ ଆଣ୍ଠିଏ ଲେଖାଏ ପାଣି ଠିଆହୋଇଯାଇଥିଲା । ବାହାରେ ବର୍ଷା ଏବଂଘରେ ଅଳିଆ ଆବର୍ଜନା ଏବଂ ନାଳନର୍ଦ୍ଦମାର ଦୁର୍ଗନ୍ଧ ପାଣିରେ ସମସ୍ତଙ୍କୁ ରାତିସାରା ରହିବାକୁ ପଡିଥିଲା । ଏଭଳି ଘଟଣାପୂର୍ବରୁ କେବେ ଘଟିନଥିଲା । ଆବର୍ଜନାପାଣି ପଶି ତାଙ୍କର ବାସଗୃହରେ ଥିବାଅଧିକାଂଶ ଆସବାପତ୍ର ଦୈନନ୍ଦିନବ୍ୟବହାର ଜିନିଷପତ୍ର ଗୃହ ନିର୍ମାଣନିମନ୍ତେ ରହିଥିବା ସିମେଣ୍ଟ ବସ୍ତା,ପିଲାମାନଙ୍କର ପାଠ୍ୟପୁସ୍ତକ ସବୁ ନଷ୍ଟହୋଇଯାଇଥିବା ବେଳେ ପ୍ରବଳ ବର୍ଷାଏବଂ ଘରେ ପାଣି ଠିଆ ହୋଇ ରହିବାରୁମାଟି କାନ୍ଥ ଦୁର୍ବଳ ହୋଇ ଖସିପଡିବାସହିତ କେତେକାଂଶରେ ଟାଇଲ ର ·ଳମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ପୂର୍ବରୁକେବେହେଲେ ଏପରି ପରିସ୍ଥିତି ସୃଷ୍ଟିହୋଇ ନଥିବାରୁ ସଂପୃକ୍ତ ପରିବାରରସଦସ୍ୟଙ୍କ ଠାରୁ ପ୍ରକାଶ । ସଂପୃକ୍ତପରିବାରକୁ ପ୍ରଶାସନର ସହାୟତାକିମ୍ବା ସହଯୋଗ ମିଳିବା ତ ଦୂରରକଥା ଏ ସମ୍ବନ୍ଧରେ ପ୍ରଶାସନପାଖରେ କୌଣସି ସୂଚନା ନାହିଁ ।ରାଜ୍ୟ ସରକାରଙ୍କର ଲଘୁ·ପ ଜନିତପ୍ରସ୍ତୁତି ମୟୂରଭଞ୍ଜ ଜିଲ୍ଲାର ବାରିପଦାସହରରେ କାର୍ଯ୍ୟକାରୀ ହେଉନଥିବାସ୍ଥାନୀୟ ବାସିନ୍ଦା ଠାରୁ ପ୍ରକାଶ ।

- Advertisement -ଲଘୁ·ପ ବର୍ଷାରେ ପ୍ରଭାବିତ ଜାନୁଲତାଙ୍କ ପରିବାର

More articles

LEAVE A REPLY

Please enter your comment!
Please enter your name here

- Advertisement -ଲଘୁ·ପ ବର୍ଷାରେ ପ୍ରଭାବିତ ଜାନୁଲତାଙ୍କ ପରିବାର

Latest article

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଡିସେମ୍ବର ୧ ରୁ ଓଡିଶାର ମେଡିକାଲ କଲେଜଗୁଡ଼ିକ ଖୋଲିବ |

ଭୁବନେଶ୍ୱର: ଡିସେମ୍ବର ୧ ରୁ ମେଡିକାଲ କଲେଜ ଖୋଲିବା ଏବଂ ପରୀକ୍ଷା ପରିଚାଳନାରେ ସମାନତା ନିଶ୍ଚିତ କରିବାକୁ ଓଡିଶା ସରକାର ଶୁକ୍ରବାର ଦିନ ନିଷ୍ପତ୍ତି...