28 C
Bhubaneswar
Thursday, September 24, 2020

ବିରଳା ଟାୟାର୍ସ ଶ୍ରମିକ ଆନେ୍ଦାଳନକୁ ଏଆଇଟିୟସିର ସମର୍ଥନ

Must read

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ବାଲେଶ୍ୱର,୩୧ା୮(ନି.ପ୍ର): ବକେୟା ଦରମା ଓ ଅନ୍ୟାନ୍ୟ ଦାବି ନେଇ ଚଳିତଅଗଷ୍ଟମାସ ୧୮ ତାରିଖଠାରୁ ଧାରଣାରେ ବସିଥିବା ବିର୍ଲା ଟାୟାର୍ସ ଶ୍ରମିକଙ୍କ ପାଖରେଏଆଇଟିୟସିର କର୍ମକର୍ତ୍ତାମାନେ ଆଜି ପହଞ୍ଚିଥିଲେ । ଏ.ଆଇ.ଟି.ୟୁ.ସି. ସଂଗଠନରଏକ ପ୍ରତିନିଧିଦଳ କାରଖାନା ସମ୍ମୁଖରେ ଆନେ୍ଦାଳନରତ ଶ୍ରମିକମାନଙ୍କୁ ସାକ୍ଷାତ କରିସେମାନଙ୍କ ଦାବିକୁ ଦୃଢ଼ ସମର୍ଥନ ଜଣାଇଥିଲେ । ସୋମବାର ଦିନ କେନ୍ଦ୍ର ନିଦେ୍ର୍ଦଶାଳୟରଏକ ଟିମ୍ କାରଖାନା ପରିଦର୍ଶନ କରି କାରଖାନା କର୍ତ୍ତୃପକ୍ଷ ଓ ଶ୍ରମିକ ପ୍ରତିନିଧିମାନଙ୍କସହ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିବା ସଂପର୍କରେ ଶ୍ରମିକମାନେ ଏ.ଆଇ.ଟି.ୟୁ.ସି.ପ୍ରତିନିଧିଙ୍କୁ ଅବଗତ କରାଇଥିଲେ । ଗତ ଆଠମାସ ଧରି ଶ୍ରମିକମାନେ ନିଜର ବେତନପାଇନଥିବାରୁ ବହୁ ଦୁଃଖକଷ୍ଟରେ କାଳାତିପାତ କରୁଛନ୍ତି । ଅନ୍ୟପକ୍ଷରେ ଶ୍ରମିକମାନେକାରଖାନାରୁ ମାସିକ ବେତନ ବାବଦରେ ପାଉଥିବା ପ୍ରାୟ ଛଅକୋଟି ଟଙ୍କା ବାଲେଶ୍ୱରରବଜାର ଅର୍ଥନୀତିକୁ ସମୃଦ୍ଧ କରୁଥିଲା । କରୋନା ମହାମାରୀ ସଂକଟ ସମୟରେ ବିରଳାଟାୟାର୍ସ ମାଲିକ କାରଖାନା ବନ୍ଦ କରିବା ଓ ଶ୍ରମିକମାନଙ୍କ ପ୍ରାପ୍ୟ ପ୍ରଦାନ କରୁନଥିବାରୁଏ.ଆଇ.ଟି.ୟୁ.ସି. ତରଫରୁ ଉଦ୍ବେଗ ପ୍ରକାଶ ପାଇଛି । ତେଣୁ ଏହି ବିବାଦର ଏକସୁସମାଧାନ ପାଇଁ କେନ୍ଦ୍ରୀୟ ଶ୍ରମ ସଂସ୍ଥାର ଅଧିକାରୀମାନେ ସୋମବାର ଦିନନିଷ୍ପତ୍ତିନେବାକୁ ଏ.ଆଇ.ଟି.ୟୁ.ସି. ତରଫରୁ ନିବେଦନ କରାଯାଇଛି । ଆନେ୍ଦାଳନରତଶ୍ରମିକମାନଙ୍କୁ ରାଜ୍ୟ ଏ.ଆଇ.ଟି.ୟୁ.ସି.ର ଉପସଭାପତି ଗୌରାଙ୍ଗ ପାଣିଗ୍ରାହୀ, ଜିଲ୍ଲାକମିଟିର ସଭାପତି ଭାଗବତ ପ୍ରତିହାରୀ, ସଂପାଦକ ଶ୍ୟାମସୁନ୍ଦର ଜେନା ଓ ଉପଦେଷ୍ଟାନିରଞ୍ଜନ ପରିଡ଼ା ପ୍ରମୁଖ ସାକ୍ଷାତ କରି ଆଲୋଚନା କରିଥିଲେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ଗୌତମ ଗମ୍ଭୀର ଏମଏସ ଧୋନିଙ୍କ ମଧ୍ୟରେ ଝଗଡା ।

ନୁଆଦିଲ୍ଲୀ,୨୩/୯ ;ଏକ ବଡ଼ ଧରଣର ଗୋଡ଼ାଇବା ସମୟରେ ନିଜକୁ ବ୍ୟାଟିଂ ଅର୍ଡରରୁ ଓହ୍ଲାଇ ଆଗରୁ ଆଗେଇ ନଥିଲେ, ପୂର୍ବତନ ଭାରତ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀରଙ୍କୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସପ୍ତମ...