29 C
Bhubaneswar
Friday, September 18, 2020

ଭୁବନେଶ୍ୱରରେ ହେବ ଦୁର୍ଗା ପୂଜା

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭୁବନେଶ୍ୱର,୩୧ା୮(ନି.ପ୍ର.):ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନମଣ୍ଡପରେ ମା’ ଦୁର୍ଗାଙ୍କ ପୂଜା ହେବ ବୋଲିପୂଜା କମିଟି କର୍ମକର୍ତ୍ତାମାନଙ୍କ ସହଅ ।ଲୋଚନା ପରେ କମିଶନେରେଟପୋଲିସ ପକ୍ଷରୁ କୁହାଯାଇଛି । ବୈଠକରନିଷ୍ପତ୍ତି ଅନୁସାରେ, ମଣ୍ଡପରେ ମୂର୍ତ୍ତିରଉଚ୍ଚତା ୪ରୁ ୫ ଫୁଟ ମଧ୍ୟରେରହିବ ।ପୂଜାରେ କୌଣସି ପ୍ରକାର ଅ ।ଡମ୍ବରହେବନାହିଁ କି ଡାକବାଜି ଯନ୍ତ୍ରର ବ୍ୟବହାରହୋଇପାରିବନି ।ତେବେ ରାବଣପୋଡ଼ି ଅନୁଷ୍ଠିତହେବନାହିଁ କିମ୍ବା କୌଣସି ମଣ୍ଡପରେତୋରଣ ନିର୍ମାଣ କରାଯାଇପାରିବନି ।ଲୋକମାନଙ୍କୁ ମଣ୍ଡପ ନ ଅ ।ସି ଘରେ ପୂଜାକରିବାକୁ କୁହାଯାଇଛ । ମଣ୍ଡପରେ ମନ୍ତ୍ରପାଠସମୟରେ ମାଇକ ବାଜିବ କି ନାହିଁ ସେସମ୍ପର୍କରେ ପରେ ନିଷ୍ପତ୍ତି ନିଅ ।ଯିବ ।ପୂଜାରେ ପୂଜା କମିଟିର ମାତ୍ର ୧୦ ଜଣସଦସ୍ୟଙ୍କୁ ଉପସ୍ଥିତ ରହିବାକୁ ଅନୁମତିଦିଅ ।ଯିବ ।କମିଟି ପକ୍ଷରୁ ପୂଜା ପାଇଁ ଲୋକଙ୍କଠାରୁ ଘର ଘର ବୁଲି ·ନ୍ଦା ଅ ।ଦାୟକରାଯାଇପାରିବନି । ଯଦି କେହି ସ୍ୱଇଚ୍ଛାରେପୂଜା ପାଇଁ ·ନ୍ଦା ଦେଉଥାନ୍ତି ତାହା ଗ୍ରହଣକରାଯାଇପାରିବ ସେହିପରି କୌଣସିପ୍ରକାର ଭସାଣ ଉତ୍ସବକୁ ମଧ୍ୟ ଅନୁମତିମିଳିବନାହିଁ । କେବଳ ମୂର୍ତ୍ତି ବିସର୍ଜନକରିବାକୁ ଅନୁମତି ଦିଅ ।ଯିବ ବୋଲିପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀକହିଛନ୍ତି ।ସେପଟେ କଟକ ସହରର ବାଲୁବଜାରପୂଜା କମିଟିକୁ ମଣ୍ଡପରେ ଦୁର୍ଗାପୂଜାକରିବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି ।ରାଜ୍ୟ ଓ କେନ୍ଦ୍ର ସରକାର ଲାଗୁ କରିଥିବାକରୋନା କଟକଣାକୁ ମାନି ଏହି ପୂଜା ଉତ୍ସବକରିବାକୁ ହାଇକୋର୍ଟ କହିଛନ୍ତି ।ଏଥିସହମଣ୍ଡପ ନିକଟରେ ଯେପରି ଲୋକଙ୍କ ଅଯଥାଭିଡ଼ ନ ହେବ ଦୃଷ୍ଟି ଦେବାକୁ ମଧ୍ୟ କହିଛନ୍ତି ।ଏହି ଅବସରରେ ମଣ୍ଡପରେ ଦୁର୍ଗାପୂଜାକରିବାକୁ ଜିଲ୍ଲାପାଳ ଘୋଷଣା କରିଥିବାନେଇ ବାଲୁବଜାର ପୂଜା କମିଟି ପକ୍ଷରୁହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା ।ଏଥିସହ କରୋନା କଟକଣାର ନିୟମମଧ୍ୟରେ ମଣ୍ଡପରେ ପୂଜା କରିବାକୁ କମିଟିପକ୍ଷରୁ ହାଇକୋର୍ଟଙ୍କ ନିକଟରେ ପ୍ରତିଶ୍ରୁତିଦିଅ ।ଯାଇଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...