20.1 C
Bhubaneswar
Sunday, November 29, 2020

ଆମ ସହର ଆପ୍ ଓ ସ୍ୱଚ୍ଛ ସହର ଓଡିଶା ୱେବ୍ ଆପ୍ ଶୁଭାରମ୍ଭ

Must read

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଭୁବନେଶ୍ୱର,୩୧ା୮(ନି.ପ୍ର.): ଅ ।ଜି ସ୍ୱାୟତଶାସନ ଦିବସ ଅବସରରେ ଲୋକସେବା ଭବନରେଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପ…ନାୟକ “ଅ ।ମ ସହର’ଓ “ସ୍ୱଚ୍ଛ ସହର ଓଡ଼ିଶା’ ନାମକ ଦୁଇଟି ନାଗରିକକେନ୍ଦ୍ରିକମୋବାଇଲ୍ ଫୋନ୍ ଅ ।ପ୍ଲିକେସନର ଶୁଭାରମ୍ଭ କରିଛନ୍ତି ।ଏହି ଅ ।ପ୍ ଦୁଇଟି ଲଞ୍ଚ୍ ହେବା ଫଳରେ ନଗରାଞ୍ଚଳପେର ସଂସ୍ଥାଗୁଡ଼ିକ ଅନ୍ଲାଇନ୍ ଯୋଗେ “ୟୁଟିଲାଇଜେସନ୍ସାର୍ଟିଫିକେଟ୍’ ଦାଖଲ କରିପାରିବେ । ଫଳରେଅର୍ଥନେତିକ ପରି·ଳନା କାର୍ଯ୍ୟ ଉତ୍ତମରୂପେକରାଯାଇପାରିବ ।ଅ ।ଜି ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଅ ।ରେ ଲୋକସେବାଭବନରେ ରାଜ୍ୟସ୍ତରୀୟ ସ୍ୱାୟତ ଶାସନ ଦିବସ ପାଳନହୋଇଥିଲା । ବିଶେଷକରି, ମହାମାରୀ ସମୟରେନଗରାଞ୍ଚଳରେ ବାସ କରୁଥିବା ଲୋକମାନଙ୍କର ବର୍ଦ୍ଧିଷ୍ଣୁଅ ।କା„ା ପୂରଣ କରିବାକୁ ନଗରାଞ୍ଚଳ ପେରପାଳିକାମାନେଉତ୍ସର୍ଗୀକୃତ ଭାବେ କାମ କରିବାକୁ ଏଥିରେ ଦେଇଥିବାବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।କଠିନ ଓ ତରଳ ବର୍ଜ୍ୟବସ୍ତୁ ପରି·ଳନାରେସହରାଞ୍ଚଳର ପେରପାଳିକାମାନଙ୍କର ଉଦ୍ୟମକୁ ମୁଖ୍ୟମନ୍ତ୍ରୀପ୍ରଶଂସା କରିଥିଲେ । ମହାମାରୀ ସମୟରେ ପରିମଳଯୋଦ୍ଧାମାନଙ୍କର ନିରନ୍ତର ଏବଂ ଉତ୍ସର୍ଗୀକୃତ ଉଦ୍ୟମକୁ ମଧ୍ୟସେ ପ୍ରଶଂସା କରିଛନ୍ତି ।ନଗରାଞ୍ଚଳ ପରିମଳରେ ସ୍ୱୟଂ ସହାୟକ ଗୋଷ୍ଠୀରମହିଳାମାନଙ୍କ ଭୂମିକାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ,ରାଜ୍ୟ ସରକାରଙ୍କର ସଫଳତାର ମନ୍ତ୍ର ମଧ୍ୟରୁ ମହିଳାସଶକ୍ତିକରଣ ଅନ୍ୟତମ । ମିସନ ଶକ୍ତି ସଦସ୍ୟାମାନଙ୍କୁ ରାଜ୍ୟପରିମଳ ସମାଧାନର ଓତଃପ୍ରୋତ ଭାବେ ବର୍ଣ୍ଣନା କରିସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସେ ପ୍ରଶଂସା କରିଥିଲେ ।ଏଥିସହ ରାଜ୍ୟର କେତେକ ନଗରାଞ୍ଚଳପେରପାଳିକାରେ ୧୦୦ଟି “ଫଙ୍କ୍ସନାଲ୍ ମାଇକ୍ରୋ କମ୍ପୋଜିଟ୍ସେଣ୍ଟର୍’ ଏବଂ ୫୦ଟି “ଫଙ୍କ୍ସନାଲ୍ ମ୍ୟାଟେରିଅ ।ଲ୍ରିକଭରି ଫ୍ୟାସିଲିଟିଜ୍’କୁ ମୁଖ୍ୟମନ୍ତ୍ରୀ ଉତ୍ସର୍ଗ କରିଛନ୍ତି ।ଏହାଛଡ଼ା ସେ ୫୧ ମଳ ଟ୍ରିଟମେଣ୍ଟ୍ ପ୍ଲାଣ୍ଟ୍ ପ୍ରତିଷ୍ଠା ନିମନ୍ତେଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ବ୍ୟବସ୍ଥା ଯେମିତି ନିଶ୍ଚିତଭାବେ ସମସ୍ତ ସହର ଓ ନଗରରେ ବ୍ୟାପକ କରାଯାଇପାରିବ ସେଥିପ୍ରତି ଗୁରୁôବାରୋପ କରିଛନ୍ତି ।ପରିମଳ ବ୍ୟବସ୍ଥାର ପରି·ଳନା ଦାୟିତ୍ୱକୁଗୋଷ୍ଠୀଭିତ୍ତିକ ସଙ୍ଗଠନ ଉପରେ ନ୍ୟସ୍ତ କରିବାକୁ ରାଜ୍ୟବରାବର ଉଦ୍ୟମ କରୁଥିବା ବେଳେ ମୁଖ୍ୟମନ୍ତ୍ରୀରାଉରକେଲା, ଅନଗୁଳ, ବାଲେଶ୍ୱର ଏବଂ ଢେଙ୍କାନାଳପେରପାଳିକାରେ ଥିବା ମିସନ ଶକ୍ତି ଗ୍ରୁପ୍କୁ ·ରୋଟି”ସେପ୍ଟେଜ୍ ଟ୍ରିଟମେଣ୍ଟ୍ ପ୍ଲାଣ୍ଟ୍’ ·ଳନା ଓ ତତ୍ତ୍ୱାବଧାନ ଦାୟିତ୍ୱହସ୍ତାନ୍ତର କରିଛନ୍ତି । ସ୍ୱଚ୍ଛ ସର୍ବେକ୍ଷଣ -୨୦୨୦ରେ ଶ୍ରେଷ୍ଠତାପ୍ରଦର୍ଶନକାରୀ ପୋରସଂସ୍ଥା , ବ୍ରହ୍ମପୁର ମହାନଗର ନିଗମ, ପାରାଦୀପ ,ଯୋଡା , ବଡବିଲ ୍ ,ଢେଙ୍କାନାଳ ,ରାଜଗାଙ୍ଗପୁର , ବ୍ୟାସନଗର , ଚୌଦ୍ୱାର ମ୍ୟୁନିସପାଲିଚିଏବଂ କୋଟପାଡ ଏନ.ଏ.ସିକୁ ମାନ୍ୟବର ମୁଖ୍ୟମନ୍ତ୍ରୀସମ୍ମାନିତ କରିଥିଲେ । ସହର ଗୁଡିକୁ ଅଧିକ ପରିସ୍କାରପରିଚ୍ଛନ କରିବାରେ ଆମର ପୌର ସଂସ୍ଥାମାନଙ୍କ ଦ୍ୱାରାମିଳୁଥିବା ସଫଳତା ପାଇଁ ଗର୍ବିତ ହେବା ସହ ମାନ୍ୟବରମୁଖ୍ୟମନ୍ତ୍ରୀ କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନାକ୍ଷେତ୍ରରେ ଗ୍ରହଣ କରାଯାଇଥିବା ପ୍ରୟାସକୁ ପ୍ରଶଂସାକରିଥିଲେ । କୋଭିଡ୍-୧୯ ମହାମାରୀ ସମୟରେନିରନ୍ତର ତଥା ନିଷ୍ଠାପର ଉଦ୍ୟମ ପାଇଁ ସେ ପରିମଳଯୋଦ୍ଧାମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।ପ୍ରାରମ୍ଭରେଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବଜି.ମାଥିଭାଥନନ୍ ସ୍ୱାଗତ ଭାଷଣ ପ୍ରଦାନ କରି ସ୍ୱାୟତଶାସନ ଦିବସ ପାଳନର ତାତ୍ପର୍ଯ୍ୟ ଉପରେଆଲୋକପାତ କରିଥିଲେ । ଶେଷରେ ପୌର ପ୍ରଶାସକସଂଗ୍ରାମଜିତ୍ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -ଆମ ସହର ଆପ୍ ଓ ସ୍ୱଚ୍ଛ ସହର ଓଡିଶା ୱେବ୍ ଆପ୍ ଶୁଭାରମ୍ଭ

More articles

LEAVE A REPLY

Please enter your comment!
Please enter your name here

- Advertisement -ଆମ ସହର ଆପ୍ ଓ ସ୍ୱଚ୍ଛ ସହର ଓଡିଶା ୱେବ୍ ଆପ୍ ଶୁଭାରମ୍ଭ

Latest article

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଡିସେମ୍ବର ୧ ରୁ ଓଡିଶାର ମେଡିକାଲ କଲେଜଗୁଡ଼ିକ ଖୋଲିବ |

ଭୁବନେଶ୍ୱର: ଡିସେମ୍ବର ୧ ରୁ ମେଡିକାଲ କଲେଜ ଖୋଲିବା ଏବଂ ପରୀକ୍ଷା ପରିଚାଳନାରେ ସମାନତା ନିଶ୍ଚିତ କରିବାକୁ ଓଡିଶା ସରକାର ଶୁକ୍ରବାର ଦିନ ନିଷ୍ପତ୍ତି...