28 C
Bhubaneswar
Sunday, September 20, 2020

ଚୀନ୍କୁ ଘଉଡ଼ାଇଲେ ଭାରତୀୟ ଯବାନ

Must read

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ନୂଆଦିଲ୍ଲୀ,୩୧ା୮(ଏଜେନ୍ସି): ଚୀନରଧୋକାବାଜ ଇତିହାସକୁ ଦେଖି ଭାରତ ଲଦାଖସଂଲଗ୍ନ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେସୁରକ୍ଷା ବ୍ୟବସ୍ଥା ସୁଦୃଢ କରିଛି । ଡ୍ରାଗନରବିସ୍ତାରବାଦୀ ନୀତି ଏବଂ ଦୁଃସାହାସକୁ ଜବାବ ଦେବାପାଇଁ ଭାରତୀୟ ଯବାନ ଅହରାତ୍ର ସୀମାରେ ତୀକ୍ଷ୍ଣନଜର ରଖିଛନ୍ତି । ଏହା ମଧ୍ୟରେ ଚୀନ ଅଗଷ୍ଟ ୨୯-୩୦ ରାତିରେ ପୁଣି ଥରେ ଧୋକାରେ ଭାରତମାଟିରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି । ମାତ୍ରସତର୍କ ଭାରତୀୟ ଯବାନ ଚୀନ ସୈନିକଙ୍କୁ ଉଚିତଜବାବ ଦେଇ ପଛକୁ ଘଉଡାଇ ଦେଇଛନ୍ତି ।ଚୀନ ଚୁପ·ପ ରାତ୍ରର ଅନ୍ଧକାରରେ ଧୋକାଦେଇ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁପ୍ରସ୍ତୁତି କରିଥିଲା । ଡ୍ରାଗନ ସେନା ଟ୍ୟାଙ୍କ, ୨୦୦ସୈନିକ ଓ ଗୋଳା ବାରୁଦ ସହିତ ଭାରତୀୟ ସୀମାଦକ୍ଷିଣ ପାଙ୍ଗଙ୍ଗ ସୋ ହ୍ରଦର ଦକ୍ଷିଣ କ୍ଷେତ୍ରରେପଶିବାକୁ ଉଦ୍ୟମ କରିଥିଲା । ମାତ୍ର ଏଲଏସିରେସଜାଗ ଭାରତୀୟ ଯବାନ ଶତ୍ରୁ ସେନାକୁ ଘଉଡାଇଚୀନର ଉଦେ୍ଦଶ୍ୟକୁ ପଣ୍ଡ କରିଛନ୍ତି । କିନ୍ତୁ ଦୁଇଦେଶର ସୈନିକଙ୍କ ମଧ୍ୟରେ କୌଣସି ସଂଘର୍ଷ କିହାତାହାତି ହୋଇ ନାହିଁ ।ଚୀନ ସତ ମାନିବାକୁ ନାରାଜ ହୋଇଛି । ଏହିଘଟଣାକୁ ନେଇ ଚୀନର ବୈଦେଶିକ ମନ୍ତ୍ରଣାଳୟଏହି ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛ । ଚୀନବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଅନୁପ୍ରବେଶକୁଖଣ୍ଡନ କରିଛି । ଚୀନ କହିଛି ଯେ ସୀମାରେ ମୁତୟନଚୀନ ସୈନିକ ଏଲଏସି ଅତିକ୍ରମ କରି ନାହାନ୍ତି ।ଦୁଇ ଦେଶ ମଧ୍ୟରେ ଏହି ଘଟଣାକୁ ନେଇଅ ।ଲୋଚନା ଜାରି ରହିଛି । ଭାରତୀୟ ସେନାରବିବୃତି ବିଷୟରେ ପ୍ରତିକ୍ରିୟା ପ୍ରକାଶ କରି ଚୀନ୍ରବେଦେଶିକ ମନ୍ତ୍ରାଳୟ କହିଛି ଯେ, ପିପୁଲ୍ସ୍ଲିବରେସନ୍ ଅ ।ର୍ମିର ସେନିକମାନେ କଦାପି ବାସ୍ତବନିୟନ୍ତ୍ରଣ ରେଖା ଟପି ନାହାନ୍ତି । ମନ୍ତ୍ରାଳୟର ମୁଖପାତ୍ରଝାଓ ଲିଜିଅ ।ନ୍ କହିଛନ୍ତି, ଚୀନ୍ ସୀମାନ୍ତସେନିକମାନେ ସର୍ବଦା ବାସ୍ତବ ନିୟନ୍ତ୍ରଣ ରେଖାନୀତିର ଅନୁପାଳନ କରନ୍ତି । ସେମାନେ କଦାପିରେଖା ଟପନ୍ତି ନାହିଁ । କ୍ଷେତ୍ର ବିଶେଷରେ ଉପୁଜୁଥିବାସମସ୍ୟା ସଂକ୍ରାନ୍ତରେ ଦୁଇ ପକ୍ଷର ସୀମାନ୍ତସେନିକମାନେ ନିବିଡ଼ ଅ ।ଲୋଚନା କରନ୍ତି । ନୂତନସମସ୍ୟା ସମାଧାନ ନିମନ୍ତେ କେଣସି ବେଠକ·ଲିଛି କି, ବୋଲି ପ·ରା ଯିବାରୁ ସେ କହିଲେ,ମୁଁ କହୁଛି ଯେ, ଦୁଇ ପକ୍ଷ କୂଟନେତିକ ଓ ସାମରିକଚ୍ୟାନେଲ୍ ଜରିଅ ।ରେ ଉତ୍ତମ ଯୋଗସୂତ୍ର ରଖନ୍ତି ।ନିର୍ଦ୍ଦିଷ୍ଟ କେଣସି ବେଠକ କିଂବା ଅ ।ଲୋଚନାହେଉଥିଲେ ଅ ।ମେ ସମୟାନୁକ୍ରମେ ତା’ର ବିବୃତିଦେବୁ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ଉନ୍ନୟନ ବ୍ୟୟ ନୈରାଶ୍ୟ ଜନକ

ଭୁବନେଶ୍ୱର,୧୮ ।୯(ନି.ପ୍ର):ଉନ୍ନୟନ କାର୍ଯ୍ୟ ପାଇଁ ପାଣ୍ଠି ମହଜୁଦଥିବାବେଳେ ଅଧିକାଂଶ ବିଭାଗ କିନ୍ତୁ ଅର୍ଥଖର୍ଚ୍ଚ କରିପାରୁ ନାହାନ୍ତି । ଏଭଳିନୈରାଶ୍ୟଜନକ ବ୍ୟୟ ଏବେ ରାଜ୍ୟସରକାରଙ୍କୁ ଚିନ୍ତାରେ...