18 C
Bhubaneswar
Wednesday, November 25, 2020

ଜିଲ୍ଲାରେ ହୁ ହୁ ହୋଇ ବଢୁଛି କରୋନା ପଜିିଟିଭ୍ ସଂଖ୍ୟା

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ରାୟଗଡା,୩୦ା୮ (ନି.ପ୍ର) : ରାୟଗଡା ଜିଲ୍ଲାରେଆଜି ସର୍ବାଧିକ ୪୯୫ କରୋନା ପଜିିଟିଭ୍ ଚିହ୍ନଟହୋଇଥିବା ବେଳେ ଜିଲ୍ଲାରେ ଥିବା ରାୟଗଡା ଏବଂଗୁଣପୁରରୁ ୨୧୮ ଜଣ ଚିହ୍ନଟ ହୋଇଛନ୍ତି । ଜେଲରୁପିଜିଟିଭ୍ ଚିହ୍ନଟ ହୋଇଥିବାରୁ ପ୍ରଶାସନ ପାଇଁ ଚିନ୍ତାରକାରଣ ହୋଇଛି । ପ୍ରଶାସନତରଫରୁ ରାୟଗଡା ଏବଂ ଗୁଣପୁରଜେଲକୁ କୋଭିଡ ସେଂଟରକରାଯାଇ ସ୍ୱତନ୍ତ୍ର ଡାକ୍ତର ଦଳସହାୟତାରେ ଚିକିତ୍ସା କରାଯିବବୋଲି ଜିଲ୍ଲାପାଳ ପ୍ରମୋଦ କୁମାରବେହେରା ସୂଚନା ଦେଇଛନ୍ତି ।ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା୪୯୫ ଆକ୍ରାନ୍ତଙ୍କ ମଧ୍ୟରୁ ୩୭୬ପୁରୁଷ ଏବଂ ୧୧୯ ଜଣ ମହିଳାଅଛନ୍ତି । ସମସ୍ତ ଆକ୍ରାନ୍ତ ଘରୋଇ ସଙ୍ଗରୋଧରୁ ଚିହ୍ନଟହୋଇଥିବା ବେଳେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କସଂସ୍ପର୍ଶରେ ଆସି ୪୯୫ ଜଣ ଆକ୍ରାନ୍ତ ହୋଇଛନ୍ତି । ଏଥିସହ ୧୦ ଜଣ କରୋନା ଯୋଦ୍ଧା କରୋନା ସଂକ୍ରମଣରଶୀକାର ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ସମସ୍ତଆକ୍ରାନ୍ତ ମଧ୍ୟରୁ ରାୟଗଡା ପୌରାଞ୍ଚଳରୁ ୧୯୧ ଜଣଚିହ୍ନଟ ହୋଇଥିଲା । ସେ ମଧ୍ୟରୁ ୧୫୭ ଜଣ ଜିଲ୍ଲାକାରାଗାରର ବିଚାରଧିନ କଏଦୀଙ୍କ ସମେତ ୫ ଜଣକର୍ମଚାରୀଙ୍କୁ କରୋନା ପଜିଟିଭ ଚିହ୍ନଟ ହେଇଛନ୍ତି ।ସେହିପରି ରାୟଗଡ଼ା ଗ୍ରାମାଚଂଳରୁ ୭, ଗୁଣପୁରପୌରାଚଂଳରୁ ୬୨, ଗୁଣପୁର ଗ୍ରାମାଚଂଳରୁ ୯୮,କାଶିପୁରରୁ ୧୮, ମୁନିଗୁଡାରୁ ୩, ଗୁଡ଼ାରୀରୁ ୩୦ ଏବଂବିଷମ କଟକରୁ ୮୫ ଜଣେ ଚିହ୍ନଟ ହୋଇଛନ୍ତି । ବର୍ତମାନଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨୧୫ ରେପହଂଚିଥିବା ବେଳେ ସୁସ୍ଥ ହୋଇ ୨୨୭୮ ଜଣ ଘରକୁଫେରିଛନ୍ତି ଏବଂ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨ରେ ପହଂଚିଛି । ୧୯୧୬ ଜଣ ଜିଲ୍ଲାରେ ଥିବା ବିଭିନ୍ନକୋଭିଡ କେୟାର ସେଂଟରରେ ଚିକିତ୍ସିତ ହେଉଥିବା ସହଘରୋଇ ସଙ୍ଗରୋଧ ରହି ଚିକିତ୍ସିତ ହେଉଛନ୍ତି । ତେବେଦିନକୁ ଦିନ କରୋନା ଯୋଦ୍ଧା ସଂକ୍ରମଣର ଶୀକାରହେଉଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି ।ବର୍ତମାନ ସୁଦ୍ଧା ଜିଲ୍ଲାରୁ ୪୭୪ ଜଣ କୋରନା ଯୋଦ୍ଧାସଂକ୍ରମଣ ଶୀକାର ହୋଇଥିବା ବେଳେ ୩୫୪ ସୁସ୍ଥହୋଇଛନ୍ତି ଏବଂ ୧୨୦ ଜଣ ଚିକିତ୍ସାଧିନ ଅବସ୍ଥାରେଅଛନ୍ତି । ପୂର୍ବରୁ ସ୍ୱାସ୍ଥ୍ୟ ଏବଂ ପୋଲିସବିଭାଗର କର୍ମଚାରୀ ମାନେ କରୋନାସଂକ୍ରମଣର ଶୀକାର ହୋଇଥିବାବେଳେ ବର୍ତମାନ ଅନ୍ୟ ବିଭାଗରକର୍ମଚାରୀ ମାନେ ମଧ୍ୟ ସଂକ୍ରମିତହେଉଛନ୍ତି୍ । ବର୍ତମାନ ଜିଲ୍ଲାରେଟେଷ୍ଟିଂର ପରିମାଣ ବଢାଯାଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟାଅଧିକ ଚିହ୍ନଟ ହେଉଛନ୍ତି ତେଣୁଏଥିର କୌଣସି ପ୍ରକାର ଭୟଭୀୟନ ହେବାରୁ ପାଇଁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।

- Advertisement -ଜିଲ୍ଲାରେ ହୁ ହୁ ହୋଇ ବଢୁଛି କରୋନା ପଜିିଟିଭ୍ ସଂଖ୍ୟା

More articles

LEAVE A REPLY

Please enter your comment!
Please enter your name here

- Advertisement -ଜିଲ୍ଲାରେ ହୁ ହୁ ହୋଇ ବଢୁଛି କରୋନା ପଜିିଟିଭ୍ ସଂଖ୍ୟା

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...