24 C
Bhubaneswar
Tuesday, November 24, 2020

ଏଇଏସ୍ଏଲ୍ ପ୍ରଥମ ଆକାଶ ଛାତ୍ର ଆଲୁମନି ପୋର୍ଟାଲର ଶୁଭାରମ୍ଭ

Must read

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

ୂଆଦିଲ୍ଲୀ,୩୦ା୮: ଆକାଶ ଏଡୁକେସନାଲ୍ ସର୍ଭିସେସ୍ ଲିମିଟେଡ୍ (ଏଇଏସ୍ଏଲ୍),ଟେଷ୍ଟ ପ୍ରସ୍ତୁତି ସେବାରେ ଜାତୀୟ ଲିଡର ପ୍ରଥମ ଥର କରି ଆକାଶ ଛାତ୍ର ପୋର୍ଟାଲରଶୁଭାରମ୍ଭ କରିଛି ଯାହା ସାହାଯ୍ୟରେ ଆକାଶ କ୍ଲାସରୁମ ପ୍ରୋଗ୍ରାମର ସମସ୍ତ ପୂର୍ବତନଛାତ୍ରମାନେ ଇନ୍ଷ୍ଟିଚୁ୍ୟଟ୍, ଫାକଲ୍ଟି ଓ ବ୍ୟାଚମେଟମାନଙ୍କ ସହିତ ସଂଯୁକ୍ତ ହୋଇ ପାରିବେ ।ଏହି ପୋର୍ଟାଲ୍ ମାଧ୍ୟମରେ ଭୌଗୋଳିକ ସୀମା ନିର୍ବିଶେଷରେ ଏକ ଫଳପ୍ରଦ ଯୋଗାଯୋଗସ୍ଥାପନ ହୋଇ ପାରିବ । ଏହି ପୋର୍ଟାଲ୍ ଜରିଆରେ, ଆଲୁମିନି ମାନେ ଆକାଶ ଇନ୍ଷ୍ଟିଚୁ୍ୟଟ୍ସମ୍ବନ୍ଧରେ ନୁ୍ୟଜ୍ ଓ ଅପଡେଟ୍ ପାଇପାରିବେ ଏବଂ ଶିକ୍ଷା ଉଦ୍ୟୋଗ ସମ୍ବନ୍ଧରେ ପ୍ରମୁଖଘଟଣା ଗୁଡ଼ିକ ବିଷୟରେ ଅପଡେଟ୍ ରହିପାରିବେ । ଏହି ପୋର୍ଟାଲରେ ମଧ୍ୟ କେତେକସ୍ୱତନ୍ତ୍ର ବୈଶିଷ୍ଟ୍ୟ ରହିଛି ଯଥା ଜବ୍ ସର୍ଚ୍ଚ ୱିଣ୍ଡୋ, ଯେଉଁଠାରେ ଏଇଏସ୍ଏଲ୍ ଟିମ୍ ଅନୁଷ୍ଠାନମଧ୍ୟରେ ପ୍ରଯୁଜ୍ୟ ଜବ୍ ଓପନିଂକୁ ସେୟାର କରିବେ ଯଦ୍ୱାରା ଆଲୁମିନିମାନେ ପ୍ରଯୁଜ୍ୟ ସୁଯୋଗଲାଭ କରିପାରିବେ । ଏଥିରେ ମଧ୍ୟ ଏକ ସର୍ଚ୍ଚ ବୈଶିଷ୍ଟ୍ୟ ରହିଛି ଯାହା ସାହାଯ୍ୟରେ ଛାତ୍ରମାନେବ୍ୟାଚମେଟମାନଙ୍କୁ ଫିଲ୍ଟର କରି ତାଙ୍କର ଆବଶ୍ୟକୀୟ ସ୍ଥାନ, ପଦବୀ ଅନୁସାରେବ୍ୟାଚମେଟକୁ ଖୋଜି ପାରିବେ ଓ ଏହା ସାହାଯ୍ୟରେ ଆଲୁମନି ମାନେ ପରସ୍ପର ସହିତଯୋଗାଯୋଗରେ ରହିପାରିବେ ।ଏହି ପ୍ଲାଟଫର୍ମ ମଧ୍ୟ କେତେକ ସଫଳ କାହାଣୀକୁ ସାମନାକୁ ଆଣିବ ଯାହାକୁ ଆକାଶଛାତ୍ରମାନଙ୍କ ଦ୍ୱାରା ହାସଲ କରାଯାଇଛି । ଏହା ସାହାଯ୍ୟରେ ନୂତନ ଛାତ୍ରମାନଙ୍କରଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଏହି ପୋର୍ଟାଲରେ ବିଭିନ୍ନ ପ୍ରକାର ସୂଚନା ଯଥା ୱେବିନାର,କନ୍କ୍ଲେଭ, ଆଲୋଚନା ଫୋରମ୍ ସମ୍ବନ୍ଧିତ ସୂଚନାକୁ ଅପଲୋଡ୍ କରିବ ଯାହାକୁ ଛାତ୍ରମାନେତାଙ୍କର ସାଙ୍ଗସାଥୀମାନଙ୍କ ମଧ୍ୟରେ ସେୟାର କରିପାରିବେ । ଏହି ପୋର୍ଟାଲ୍ ମାଧ୍ୟମରେମଧ୍ୟ ଅନେକ କ୍ୟାମ୍ପେନ ଯଥା ଆଲୁମନି ମିଟ୍, ଆଲୁମନି ୱେବିନାର, ଆଲୁମନି ଆୱାର୍ଡ଼ଇତ୍ୟାଦି କରିବା ପାଇଁ ଏନାବଲ୍ କରାଯାଇଛି ଯାହା ସାହାଯ୍ୟରେ ଛାତ୍ର, ଫାକଲଟି ଓଅନୁଷ୍ଠାନ ସହିତ ସର୍ବଦା ପରସ୍ପର ସହିତ ସଂଯୁକ୍ତ ରହିପାରିବେ । ଏହି ପୋର୍ଟାଲର ଶୁଭାରମ୍ଭସମ୍ପର୍କରେ ସୂଚନା ଦେଇ ଶ୍ରୀ ଆକାଶ ଚୌଧୁରୀ, ଡାଇରେକ୍ଟର ଓ ସିଇଓ, ଆକାଶଏଡୁକେସନାଲ ସର୍ଭିସେସ୍ ଲିମିଟେଡ (ଏଇଏସ୍ଏଲ୍) କହିଛନ୍ତି ଯେ, “ଆକାଶ ଛାତ୍ରଆଲୁମନି ପୋର୍ଟାଲ୍ ଏକ ସ୍ୱତନ୍ତ୍ର ମାଧ୍ୟମ ଭାବରେ କାର୍ଯ୍ୟ କରିବ ଓ ସଫଳତା ହାସଲକରିିଥିବା ଆକାଶ ଛାତ୍ରମାନଙ୍କ ସହିତ ଆକାଶର ଅନ୍ୟ ଛାତ୍ରମାନେ ସଂଯୁକ୍ତ ହୋଇପାରିବେ ।

- Advertisement -ଏଇଏସ୍ଏଲ୍ ପ୍ରଥମ ଆକାଶ ଛାତ୍ର ଆଲୁମନି ପୋର୍ଟାଲର ଶୁଭାରମ୍ଭ

More articles

LEAVE A REPLY

Please enter your comment!
Please enter your name here

- Advertisement -ଏଇଏସ୍ଏଲ୍ ପ୍ରଥମ ଆକାଶ ଛାତ୍ର ଆଲୁମନି ପୋର୍ଟାଲର ଶୁଭାରମ୍ଭ

Latest article

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...