28 C
Bhubaneswar
Saturday, September 19, 2020

ନୂଆ ଡିଜାଇନ ପଦ୍ଧତି ପ୍ରକାଶ କଲା ନିସାନ ଇଣ୍ଡିଆ

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭୁବନେଶ୍ୱର,୩୦ା୮ (ନି.ପ୍ର) : ନିଶାନ ଇଣ୍ଡିଆ ପକ୍ଷରୁ ଏହାର ନୂତନ ବି-ଏସୟୁଭି, ନିସାନ ମ୍ୟାଗନାଇଟ କନସେପ୍ଟ ପ୍ରସ୍ୁତି ପାଇଁ ନିଆଯାଇଥିବା ଡିଜାଇନପଦ୍ଧତିକୁ ପ୍ରକାଶ କରାଯାଇଛି । ଏହା ସହିତ ଏହାରଇଂଟେରିୟର ଏବଂ ଏକ୍ସଟେରିୟରର ନୂତନ ଡିଜାଇନକୁମଧ୍ୟ ପ୍ରକାଶ କରାଯାଇଛି । ଭାରତ ଓ ରପ୍ତାନୀ ଦେଶଗୁଡ଼ିକପାଇଁ ପ୍ରସ୍ତୁତ ନିସାନ ପରିବାରର ଏହି ସଦ୍ୟତମ କାରଏହାର ବିଶ୍ୱସ୍ତରୀୟ ଏସୟୁଭି ପରମ୍ପରାକୁ ଭବିଷ୍ୟତରେଆହୁରି ଆଗକୁ ନେଇଯିବ । ନିସାନ ମ୍ୟାଗନାଇଟକନସେପ୍ଟର ଭୂସମାନ୍ତର ଯନ୍ତ୍ର ପ୍ୟାନେଲ ଯୋଗୁଁ ଏହାରଇଂଟେରିୟର ଯଥେଷ୍ଟ ପ୍ରଶସ୍ତ ଓ ସୁଦୀର୍ଘ ରହିଛି ।ଏହାପରେ ଏହାର ଏୟାର ଭେଂଟିଲେଟରର ଏକ ପୃଥକଆକାର ଓ କ୍ଲିଫ ବିଭାଗ ରହିଛି, ଯାହାକି ଏହାକୁ ଏକସ୍ପୋର୍ଟି ଲୁକ ଦେବା ସହ ଏସୟୁଭିର ଅଭିଜ୍ଞତାକୁ ମଧ୍ୟ ଆହୁରି ବଢ଼ାଇଦେଉଛି ।ଏଥିରେ ମଧ୍ୟ ଏକ ସ୍ପୋର୍ଟି ମୋନୋ-ଫର୍ମ ଆକୃତିର ସିଟ ଅନ୍ତର୍ଭୁକ୍ତ ଯାହାକି ଅଧିକଆରାମ ପ୍ରଦାନ କରିଥାଏ , ଯେବେକି କାରର ପଛପାଖରେ ଥିବା ସିଟଗୁଡ଼ିକ ସୁଦୃଢ଼ପ୍ୟାଟର୍ଣ୍ଣ ଓ ସମୃଦ୍ଧ ଗଦି କାରର ବିଳାସପୂର୍ଣ୍ଣତାକୁ ଆହୁରି ବଢ଼ାଇଦେଉଛି । ସାମଗ୍ରୀକଭାବେ କାରଟିର ବୋଲ୍ଡ ଡିଜାଇନ ଏବଂ ରଙ୍ଗ ଯୋଗୁଁ ଏହି ନିସାନ ମ୍ୟାଗନାଇଟକନସେପ୍ଟ ଏକ ଦୃଷ୍ଟି ଆକର୍ଷଣକାରୀ ହେବ ଏବଂଭାରତୀୟ ରାସ୍ତାଗଗୁଡ଼ିକରେ ଯାନଗୁଡ଼ିକର ଭିଡ଼ ମଧ୍ୟରେପୃଥକ ହୋଇ ବାହାରିବ । ଟାକୁମି ୟୋନେୟାମା,ଡିଜାଇନ ମ୍ୟାନେଜର, ନିସାନ ମୋଟର କର୍ପୋରେସନକହିଛନ୍ତି ଯେ, “ନିସାନ ମ୍ୟାଗନାଇଟ କନସେପପ୍ଟନିସାନର ମହତ୍ୱକୁ ପ୍ରତ୍ୟେକ ଉପାୟରେ ଧାରଣ କରିଥାଏା ଏଥିରେ ଆମେ ଜାପାନର ଜ୍ଞାନ ଓ ସୌନ୍ଦର୍ଯ୍ୟରଅନୁସରଣ କରିଛୁ । ଆମେ ଆମର ଏହି ନୂତନ ସୃଷ୍ଟିକୁପରିଚିତ କରାଇ ବେଶ ଆନନ୍ଦିତ ଏବଂ ଆମର ଭାରତୀୟଗ୍ରାହକମାନେ ଏହାକୁ ବେଶ ପସନ୍ଦ କରିବେ ବୋଲିଆମେ ଆଶା ରଖିଛୁ ।” ସେହିଭଳି ରାକେଶ ଶ୍ରୀବାସ୍ତବ, ପରିଚାଳନା ନିଦେ୍ର୍ଦଶକ,ନିସାନ ମୋଟର ଇଣ୍ଡିଆ କହିଛନ୍ତି ଯେ, “ ନିସାନ ମ୍ୟାଗନାଇଟ କନସେପ୍ଟକୁ ଭାରତୀୟଗ୍ରାହକଙ୍କ ଆବଶ୍ୟକତା ଓ ଉଚ୍ଚାକାଂକ୍ଷାକୁ ଧ୍ୟାନରେ ରଖି ଜାପାନରେ ଡିଜାଇନ କରାଯାଇଛ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...