29 C
Bhubaneswar
Friday, September 18, 2020

ନୂତନ ଶିକ୍ଷା ବର୍ଷର ଶୁଭାରମ୍ଭ ବିଷୟରେ ଘୋଷଣା

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭୁବନେଶ୍ୱର,୩୦ା୮: ଆମିଟି ବିଶ୍ୱବିଦ୍ୟାଳୟର ଆର୍ଆଇସିଏସ୍ ସ୍କୁଲ୍ ଅଫ୍ ବିଲଟ୍ ଏନର୍ଭାର୍ଣ୍ଣମେଂଟ୍ ପକ୍ଷରୁ ଏହାରନୋଏଡା ଓ ମୁମ୍ବାଇ କ୍ୟାମ୍ପସ୍ ପାଇଁ ଆସନ୍ତା ୨୦୨୦ ସେପ୍ଟେମ୍ବର୧ ଠାରୁ ଅନ୍ଲାଇନ୍ ମାଧ୍ୟମରେ ୨୦୨୦-୨୧ ଶିକ୍ଷା ବର୍ଷରଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି । ସେପ୍ଟେମ୍ବର ୧ରୁଶିକ୍ଷା ବର୍ଷ ଆରମ୍ଭ କରିବାକୁବିଶ୍ୱବିଦ୍ୟାଳୟ ପକ୍ଷରୁଘୋଷଣା କରାଯାଇଛି ।ଛାତ୍ରଛାତ୍ରୀମାନେ ପ୍ରତ୍ୟକ୍ଷଭାବେ ଶ୍ରେଣୀ ଗୃହରେପ୍ରବେଶ ନକରିବା ପର୍ଯ୍ୟନ୍ତଅନ୍ଲାଇନ୍ ମାଧ୍ୟମରେ ଶିକ୍ଷାଦାନ ଜାରି ରଖିବା ଲାଗି ଜାରିହୋଇଥିବା ସମସ୍ତ ପ୍ରକାରର ଦିଶାନିର୍ଦେଶକୁ ମାନିବା ପାଇଁଆର୍ଆସିଏସ୍ ଏସ୍ବିଇ ପ୍ରସ୍ତୁତ ହୋଇଯାଇଛି ।କ୍ୟାମ୍ପସ୍ ମଧ୍ୟକୁ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ଲାଗି ଅନୁଷ୍ଠାନପାଖରେ ସମସ୍ତ ଭିତିଭୂମି ରହିଛି । ମାତ୍ର ସରକାରଙ୍କ ନିର୍ଦେଶଯୋଗୁଁ ଏହା ଅନଲାଇନ୍ରେ ପାଠ ପଢ଼ାଇବାକୁ ଚାହୁଛି । ମହାମାରୀଆରମ୍ଭ ହେବା ପରଠାରୁ ଆର୍ଆଇସିଏସ୍ ଏସ୍ବିଇରଫାକଲ୍ଟିମାନେ ପୁରୁଣା ବ୍ୟାଚ୍ର ଛାତ୍ରଛାତ୍ରୀଙ୍କୁ ଅନ୍ଲାଇନ୍ମାଧ୍ୟମରେ ପାଠ ପଢ଼ାଉଛନ୍ତି । ଶିକ୍ଷାଦାନ ପ୍ରକ୍ରିୟାରେ ପ୍ରଗତିଆଣିବା ଲାଗି ପ୍ରଯୁକ୍ତି ସମାଧାନରେ କଂପାନି ବିପୁଳ ମାତ୍ରାରନିବେଶ କରିଛି । ବର୍ତମାନ ଯେଉଁଭଳି ପରିସ୍ଥିତି ରହିଛି, କେବେନୂତନ ଶିକ୍ଷା ବର୍ଷ ଆରମ୍ଭ ହେବ ତାହାକୁ ନେଇ ଛାତ୍ରଛାତ୍ରୀମାନେଉଦବିଗ୍ନ ରହିଛନ୍ତି । ଫେରିିଥିବା ବ୍ୟାଚ୍ର ଛାତ୍ରଛାତ୍ରୀଙ୍କ ପାଠପଢ଼ାସପ୍ତାହକ ପୂର୍ବରୁ ଆରମ୍ଭ ହୋଇସାରିଥିବା ବେଳେ ନୂଆ ବ୍ୟାଚ୍ରଛାତ୍ରଛାତ୍ରୀଙ୍କୁ ଆମନ୍ତ୍ରଣ କରିବା ଲାଗି ଆର୍ଆଇସିଏସ୍ ବିଏସ୍ଇପରିବାର ଉତ୍ସାହିତ ରହିଛି ।ନୂତନ ଅଧିବେଶନ ଆରମ୍ଭ ଅବସରରେ ଶ୍ରୀଯୁକ୍ତ ଅଶ୍ୱିନୀଅୱସ୍ତି, ପରିଚାଳନା ନିର୍ଦେଶକ, ଆର୍ଆଇସିଏସ୍ ସ୍କୁଲ୍ ଅଫ୍ବିଲଟ୍ ଏନର୍ଭାର୍ଣ୍ଣମେଂଟସ୍କହିଛନ୍ତି ଯେ, “ଆମରଅନଲାଇନ୍ କ୍ଲାସ୍ର ଗୁଣାତ୍ମକମାନକୁ ନେଇ ଜାରି ରହିଥିବାବ୍ୟାଚ୍ର ଛାତ୍ରଛାତ୍ରୀମାନେଉତ୍ସାହି ରହିଥିବା ଏବଂସେମାନଙ୍କର ଯେଉଁ ସମୟରେ ଆବଶ୍ୟକ ସେତେବେଳେଉପଲବ୍ଧ ହେବା ଓ ସାହାଯ୍ୟ କରିବା ଲାଗି ଫାକଲ୍ଟିମାନେପ୍ରସ୍ତୁତ ରହିଥିବା ଜାଣି ବହୁତ ଖୁସି ଲାଗୁଛି । ସରକାର ଯେତେଶୀଘ୍ର ନିରାପଦ ବୋଲି ଘୋଷଣା କରିବେ ଆମେ ସେତେ ଶୀଘ୍ରପାରମ୍ପରିକ ସାମ୍ନା ସାମ୍ନି ପାଠପଢ଼ା ଆଡ଼କୁ ଫେରିଯିବା ଲାଗିଚାହୁଛୁ । ତେଣୁ ଖୁବ୍ଶୀଘ୍ର ଆମେ କ୍ୟାମ୍ପସ୍ରେ ସାମ୍ନା ସାମ୍ନି ପାଠପଢ଼ାଆଡ଼କୁ ଗତି କରିବୁ ।’’ ନୂତନ ବ୍ୟାଚ୍ର ଘୋଷଣା କରାଯିବାସହ ନାମଲେଖା ପ୍ରକ୍ରି୍ରୟା ଶୀଘ୍ର ଶେଷ ହେବାକୁ ଯାଉଛି ଏବଂଏବେ ସୀମିତ ସିଟ୍ ଉପଲବ୍ଧ ରହିଛି । ବିଶ୍ୱ ସ୍ତରରେ ଗ୍ରହଣହେଉଥିବା ଡିଗ୍ରି ଉପରେ ଏଠାରେ ପାଠପଢ଼ା ହେଉଥିବାରୁ ସିଟ୍ଶୀଘ୍ର ପୂରଣ ହୋଇଯାଉଛି ଓ ଆଉ ମାତ୍ର କିଛି ହାତଗଣତି ସିଟ୍ଖାଲି ରହିଛି । ତେଣୁ ତୁରନ୍ତ ନିଜର ଆବେଦନ ପଠାଇବାକୁଅନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦିଆଯାଇଛି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...