19 C
Bhubaneswar
Wednesday, November 25, 2020

ରାଉଣ୍ଡ ଟେବୁଲ୍ ଇଣ୍ଡିଆ – ଏକ ଉତ୍ତମ ବିଶ୍ୱକୁ ସକ୍ଷମ କରୁଛି

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ଭୁବନେଶ୍ୱର,୩୦ା୮ (ନି.ପ୍ର) :କୋଭିଡ଼ ଯୋଦ୍ଧାମାନଙ୍କ ଉଦ୍ୟମକୁସାହାଯ୍ୟ କରିବା ଏବଂ ମୌଳିକସୁବିଧାଗୁଡ଼ିକୁ ସୁନିଶ୍ଚିତ କରିବା ନିମନ୍ତେଆମେ ଏକ ରିଲିଫ୍ ପଦକ୍ଷେପ ସହିତଆଗକୁ ଆସିଥିଲୁ । ସମସ୍ତ ପ୍ରମୁଖଡ଼ାକ୍ତରଖାନା, ପୌର ନିଗମ, ପୋଲିସ୍କର୍ମଚାରୀ ଏବଂ ଜିଲ୍ଲାପାଳଙ୍କ ମାଧ୍ୟମରେଗରିବ ଲୋକମାନଙ୍କୁ ୭୦ ଲକ୍ଷ ମୂଲ୍ୟରଏନର୍ଜୀ ଡ଼୍ରିଙ୍କ୍, ଜୁସ୍ ଏବଂ ବଟର ମିଲ୍କବଂଟନ କରିବା ପାଇଁ ଆମେକୋକାକୋଲା ସହ ସହଭାଗୀତା କରିଛୁ ।ଆମେ ମଧ୍ୟ ବସ୍ତି ଅଂଚଳରେ ବଡ଼ଧରଣର ସାନିଟାଇଜେସନ୍ କରିବାରେଜଡିତ ରହିଛୁ । ଆମେ ଅନ୍ୟାନ୍ୟ ବିଭିନ୍ନଫିଲାନ୍ଥ୍ରୋପିକ ଉଦ୍ୟୋଗ ସହିତ ମଧ୍ୟଜଡ଼ିତ ଅଛୁ, ଯେଉଁଥିରେ ଗାଇ, ବୁଲାକୁକୁରମାନଙ୍କୁ ଖାଦ୍ୟ ଯୋଗାଇ ଦେବାପାଇଁ ସ୍ପିକ୍ ଫର୍ ଆନିମଲ୍ (ଏସଏଫଏ)ସହିତ ବାନ୍ଧି ହୋଇଛୁ । ଆମର ଅନ୍ୟାନ୍ୟମାନବିକ ପ୍ରୟାସରେ ଅଭାବୀ ଲୋକଙ୍କୁଶୁଖିଲା ରାସନ ବଂଟନ ଅନ୍ତର୍ଭୁକ୍ତ । ଆମେପୁନଃବ୍ୟବହାରଯୋଗ୍ୟ ୨ ପ୍ଲାଏ କଟନମାସ୍କ ମଧ୍ୟ ଦାନ କରିଛୁ, ଯେଉଁଥିରେବସ୍ତିର ଲୋକମାନଙ୍କ ପାଇଁ ତଥା ପୌରନିଗମ କର୍ମଚାରୀଙ୍କ ପାଇଁ ମାସ୍କର ସଠିକ୍ବ୍ୟବହାର ବିଷୟରେ ସଚେତନତା ସୃଷ୍ଟିକରାଯାଇଛି । ବସ୍ତିରେ ରହୁଥିବାମହିଳାମାନଙ୍କୁଲକ୍ଡ଼ାଉନରେ ସମୟରେଆମେ ସାନିଟାରୀ ପ୍ୟାଡ଼୍ମଧ୍ୟ ଦାନ କରିଛୁ । ଏହିଜଟିଳ ପରିସ୍ଥିତିରେ ରାଜ୍ୟରୁକ୍ଷୁଧା ଦୂର କରିବା ଲକ୍ଷ୍ୟରେଆମେ କରୋନା ଭାଇରସ୍ବିରୁଦ୍ଧରେ ଲଢ଼େଇ – କ୍ଷୁଧାମୁକ୍ତ ଅଭିଯାନର ନେତୃତ୍ୱନେଇଛୁ । ଏହି ଅଭିଯାନରଏକ ଅଂଶ ଭାବରେ, ଆମେଲାଇଭ୍ କିଚେନ୍ ସ୍ଥାପନକରିଛୁ । ଉପରୋକ୍ତ କାର୍ଯ୍ୟଭୁବନେଶ୍ୱର ରାଉଣ୍ଡଟେବୁଲ୍ ୫୩ ଏବଂଭୁବନେଶ୍ୱର ମିଡ଼୍ ଟାଉନ୍ରାଉଣ୍ଡ ଟେବୁଲ୍ ୯୩ ଦ୍ୱାରା ଭୁବନେଶ୍ୱରଏବଂ କଟକରେ ରାଉଣ୍ଡ ଟେବୁଲ୍ ଇଣ୍ଡିଆପକ୍ଷରୁ କରାଯାଇଛି । ଡ଼ିଶାରେ ବାତ୍ୟା ଫନି ସମୟରେଆମେ ବୃହତ ପରିମାଣର ପୁନର୍ବାସ,ପୁନରୁଦ୍ଧାର ଏବଂ ଅତ୍ୟାବଶ୍ୟକ ସାମଗ୍ରୀ,ରାସନ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧାପ୍ରଦାନ କରିଥିଲୁ । ପ୍ରବଳ ପବନ ଯୋଗୁଁବିଦୁ୍ୟତ ଭିତିଭୂମି ଗୁରୁତର ଭାବରେକ୍ଷତିଗ୍ରସ୍ତ ହୋଇଥିବାରୁ ନିରନ୍ତର ଜଳଯୋଗାଣକୁ ସୁନିଶ୍ଚିତ କରିବା ପାଇଁଭୁବନେଶ୍ୱରର ସବୁଠାରୁ ବଡ଼ ବସ୍ତିମଧ୍ୟରୁ ସାଲିଆସାହିରେ ଆମେ ଏକ ଡ଼ିଜିସେଟ ଦାନ କରିଛୁ । ମଶା ଘଉଡ଼ାଇବା,ଓଆରଏସ, ଗ୍ଲୁକୋଜ, ମହମବତୀ,ଦିଆସିଲି, ସୋଲାର ଲ୍ୟାମ୍ପ, ପ୍ଲାଷ୍ଟିୀକକଭର / ତାରପଲିନ୍, ମେଡ଼ିସିନ,ସାନିଟାରୀ ଏବଂ ସ୍ୱଚ୍ଛତା ଉତ୍ପାଦ ସହିତରିଲିଫ୍ ସାମଗ୍ରୀ ବଂଟନ କରାଯାଇଥିଲା ।ଆମେ ବସ୍ତି ଅଂଚଳରେ ମେଡ଼ିକାଲ କ୍ୟାମ୍ପଆୟୋଜନ କରିଥିଲୁ ଏବଂ ଘୂର୍ଣ୍ଣିବଳୟପରେ ମହାମାରୀରୁ ନିଜକୁ ଦୂରେଇରଖିବା ପାଇଁ ଲୋକମାନଙ୍କ ମଧ୍ୟରେସଚେତନତା ସୃଷ୍ଟି କରିଥିଲୁ ।

- Advertisement -ରାଉଣ୍ଡ ଟେବୁଲ୍ ଇଣ୍ଡିଆ – ଏକ ଉତ୍ତମ ବିଶ୍ୱକୁ ସକ୍ଷମ କରୁଛି

More articles

LEAVE A REPLY

Please enter your comment!
Please enter your name here

- Advertisement -ରାଉଣ୍ଡ ଟେବୁଲ୍ ଇଣ୍ଡିଆ – ଏକ ଉତ୍ତମ ବିଶ୍ୱକୁ ସକ୍ଷମ କରୁଛି

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...