26 C
Bhubaneswar
Sunday, September 20, 2020

୨୦୨୦ରେ ୪ଟି ସ୍ୱର୍ଣ୍ଣ ପୁରସ୍କାର ହାସଲ କଲା ବେଦାନ୍ତ

Must read

ଦିନକରେ ଚିହ୍ନଟ ୧୩୩ପଜିଟିଭ୍

ବାଲେଶ୍ୱର, ୧୯/୯ (ନିପ୍ର): ଓଡ଼ିଶାରେବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କପାଇଁ ଉଦ୍ବେଗର ବିଷୟ ହୋଇଛି ।ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତାଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେପହଞ୍ଚିବା...

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ଭୁବନେଶ୍ୱର, ୩୦ା୮ (ନି.ପ୍ର) :ବେଦାନ୍ତ ଗ୍ରୁପ ୍ସିଏସ୍ଆର ୍ହେଲଥ୍ ଇମ୍ପାକ୍ଟଆୱାର୍ଡ-୨୦୨୦ରେ ୪ଟି ସ୍ୱର୍ଣ ପୁରସ୍କାରହାସଲ କରିଛି ।ଏହି ପୁରସ୍କାରଇଂଟିଗ୍ରେଟେଡ୍ ହେଲଥ୍ ଆଣ୍ଡ୍ ୱେଲବିଙ୍ଗ୍କାଉନସିଲ୍ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ।କୋଭିଡ୍-୧୯ ମହାମାରୀ ବିରୋଧରେଲଢ଼େଇ କ୍ଷେତ୍ରରେ ବେଦାନ୍ତ ଆଲୁମିନାଲାଞ୍ଜିଗଡ଼, ହିନ୍ଦୁସ୍ତାନ ଜିଙ୍କ୍ ଲିମିଟେଡ ,ବେଦାନ୍ତର ଫ୍ଲାଗ୍ଶିପ୍ ନନ୍ଦଘର ଏବଂବେଦାନ୍ତ ଗ୍ରୁପ୍ ପକ୍ଷରୁ ହୋଇଥିବା ବେଦାନ୍ତକେୟାର ଅନ୍ତର୍ଗତ ଉଲ୍ଲେଖନୀୟ କାର୍ଯ୍ୟପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।ମହାମାରୀ ବିରୋଧରେ ଲଢ଼େଇ ପାଇଁଏହି ପ୍ରୋଜେକ୍ଟ ବେଦାନ୍ତ ଗ୍ରୁପ୍ଚେୟାରମ୍ୟାନ୍ ଅନୀଲ ଅଗ୍ରୱାଲଙ୍କ ଦ୍ୱାରାଆରମ୍ଭ କରାଯାଇଥିଲା । ଏହି ପୁରସ୍କାରକର୍ମଚାରୀ, ସମାଜ ଏବଂ ଦେଶ ପ୍ରତିଥିବା ବେଦାନ୍ତର ପ୍ରତିଶ୍ରୁତିବଦ୍ଧତାକୁସୂଚିତକରୁଛି । ମହାମାରୀ ସମୟରେପ୍ରବାସୀ ଶ୍ରମିକ, ଦିନ ମଜୁରିଆ ଏବଂବୁଲା ପ୍ରାଣୀଙ୍କ ପାଇଁ ବେଦାନ୍ତ ପକ୍ଷରୁକରାଯାଇଥିବା ସହାୟତାକାର୍ଯ୍ୟକୁବିଚାରକମଣ୍ଡଳୀ ବେଶ୍ ପସନ୍ଦକରିଥିଲେ । ଏହି ଅବସରରେ ବେଦାନ୍ତଆଲୁମିନାଏବଂ ପାୱାରର ସିଇଓ ତଥାବେଦାନ୍ତ ସିଏସ୍ଆର୍ ପ୍ରୟାସରଗ୍ରୁପ୍ ଆଙ୍କରଅଜୟ କପୁର ୪ଟି ପୁରସ୍କାର ପାଇଥିବାରୁଆମେ ବହୁତ ଆନନ୍ଦିତ । ବେଦାନ୍ତକେୟାର ସିଏସ୍ଆର୍ କାର୍ଯ୍ୟକ୍ରମଠାରୁ ମଧ୍ୟଅଧିକକିଛି କାର୍ଯ୍ୟସମ୍ପାଦନ କରିଛି । ଆମେବିଚାରକମଣ୍ଡଳୀର ନିଷ୍ପତିକୁବେଶ୍ ପସନ୍ଦକରୁଛୁ । ଏହି ଅବସରରେ ନନ୍ଦଘରପ୍ରକଳ୍ପର ସିଇଓ ରିତୁଝିଙ୍ଗୋନ କହି ଏହିପୁରସ୍କାର ଆମ ନନ୍ଦଘର ପ୍ରକଳ୍ପର କୋଭିଡ୍ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ସକ୍ଷମହୋଇଛି । ଆମେ ସମସ୍ତଙ୍କ ଘରେ ସେବାପହଂଚାଇବା ଜାରିରଖିଛୁ । ଇଂଟିଗ୍ରେଟେଡ୍ହେଲଥ୍ ଆଣ୍ଡ୍ ୱେଲବିଙ୍ଗ୍ କାଉନସିଲ୍ସ୍ୱାସ୍ଥ୍ୟସମ୍ପର୍କରେ ଜାତୀୟସ୍ତରରେସଚେତନତା ସୃଷ୍ଟିକ୍ଷେତ୍ରରେ ପରିଚିତିହାସଲ କରିପାରିଛି ।ବେଦାନ୍ତ ଗ୍ରୁପ୍ କୋଭିଡ୍ ରିଲିଫ୍ପ୍ରୟାସ କ୍ଷେତ୍ରରେ ପୁରସ୍କାର ହାସଲକରିଛି । ସେହିପରି ହିନ୍ଦୁସ୍ତାନ ଜିଙ୍କ୍ଲିମିଟେଡ୍ କୋଭିଡ୍-୧୯ ପ୍ରତିକ୍ରିୟାପାଇଁପୁରସ୍କାର ହାସଲ କରିଛି । ବେଦାନ୍ତଆଲୁମିନା ଲାଞ୍ଜିଗଡ଼ କୋଭିଡ୍ ସ୍ୱଦେଶୀପ୍ରତିକ୍ରିୟା ପ୍ରକଳ୍ପର ଏବଂ ନନ୍ଦଘର ହେଲଥ୍ସିଏସ୍ଆର୍ ପ୍ରୋଜେକ୍ଟ ବର୍ଗରେ ପୁରସ୍କାରହାସଲ କରିଛି । ପ୍ରଥମ କର୍ପୋରେଟ୍ ଗ୍ରୁପ୍ଭାବେ ବେଦାନ୍ତ ପିଏମ ୍କେୟାର୍ସଫଣ୍ଡକୁସହାୟତା ପ୍ରଦାନ ପାଇଁ ଘୋଷଣାକରିଥିଲା ।ଇତି ମଧ୍ୟରେ ବେଦାନ୍ତ କେୟାର୍ସ୭ଟି ରାଜ୍ୟର ୨୮୦ଟି ଗାଁର ୧୫ ଲକ୍ଷରୁଅଧିକ ହିତାଧିକାରୀଙ୍କୁ ସହାୟତା ପ୍ରଦାନକରିସାରିଛି । ସେହିପରି ମିଲ୍ସ୍ ଫର ଅଲ୍କାର୍ଯ୍ୟକ୍ରମରେ ୧୨ ଲକ୍ଷରୁ ଅଧିକ ଦିନମଜୁରିଆଙ୍କୁ ଖାଦ୍ୟ ଯୋଗାଇଦିଆଯାଇଛି । ୧୨ ଲକ୍ଷ ୭୦ ହଜାରରୁଅଧିକ ବୁଲା ପ୍ରାଣୀଙ୍କୁ ଖାଦ୍ୟ ପ୍ରଦାନକରାଯାଇଛି ।ଏହାସହିତ ମାସ୍କ୍,ସାନିଟାଇଜର, ଗ୍ଲୋଭସ୍ ଆଦି ବଂଟନକରାଯାଇଛି ।ଟେକ୍ସଟାଇଲ ୍ମନ୍ତ୍ରଣାଳୟସହିତ ମିଳିତ ହୋଇ ବେଦାନ୍ତ ପକ୍ଷରୁ୨୩ ମେସିନ୍ ପର୍ସନାଲ ପ୍ରୋକ୍ଟେଟିଭ୍ଇକୁ୍ୟପମେଂଟସ୍ ପ୍ରସ୍ତୁତି ପାଇଁ ଯୋଗାଇଦିଆଯାଇଛି ।ହିନ୍ଦୁସ୍ତାନ ଜିଙ୍କ୍ ଲିମିଟେଡ୍ ପକ୍ଷରୁକୋଭିଡ୍-୧୯ ସଙ୍କଟ ସମୟରେରାଜସ୍ଥାନର ୬ଟି ଜିଲ୍ଲାରେ ସଚେତନତାସୃଷ୍ଟିକରାଯାଇଛି ।ଏହାର ଫୁଡ୍ବ୍ୟାଙ୍କପ୍ରୟାସରେ ୧୪,୦୦୦ କିଗ୍ରା ଖାଦ୍ୟଶସ୍ୟବଂଟନ କରାଯାଇଛି ।ଏହା ସହିତସାନିଟାଇଜର, ପିପିଇଏବଂ ପ୍ୟାକ୍ଖାଦ୍ୟମଧ୍ୟ ବଂଟନ କରାଯାଇଛି ।ବେଦାନ୍ତ ଆଲୁମିନା ଲାଞ୍ଜିଗଡ଼ ପକ୍ଷରୁମାସ୍କ୍, ସାବୁନ ଆଦି ଲୋକଙ୍କୁ ଯୋଗାଇଦିଆଯାଇଛି । ୮୩ ମହିଳାସ୍ୱୟଂସହାୟକସ ଦସ୍ୟଙ୍କୁ ମାସ୍କ୍ତିଆରିସମ୍ପର୍କରେ ତାଲିମ ପ୍ରଦାନ କରାଯାଇଛି ।ଏକ ମାସ ମଧ୍ୟରେ ସେମାନେ ୧.୨ ଲକ୍ଷମାସ୍କ୍ ତିଆରି କରିପାରିଛନ୍ତି । ୭୬ଟି ଗାଁରେସିଏସ୍ଆର୍ ଟିମ୍ ପକ୍ଷରୁ ଆବଶ୍ୟକ ତାଲିମ୍ପ୍ରଦାନ କରାଯାଇଛି । ନନ୍ଦଘର ପ୍ରୋଜେକ୍ଟପକ୍ଷରୁ ପ୍ରାଥମିକ ସ୍ୱାସ୍ଥ୍ୟସେବା ମହିଳା ଏବଂଶିଶୁଙ୍କୁ ଯୋଗାଇ ଦିଆଯାଇଛି ।ମହିଳାଙ୍କୁଶିକ୍ଷା ପ୍ରଦାନ, ସେମାନଙ୍କର ଦକ୍ଷତାବିକାଶଆଦି କାର୍ଯ୍ୟକ୍ରମ ହାତକୁନିଆଯାଇଛି ।ଭ୍ରାମ୍ୟମାଣ ସ୍ୱାସ୍ଥ୍ୟଶିବିରସହାୟତାରେ ଡାକ୍ତରଙ୍କ ଦ୍ୱାରା ମାଗଣାପରାମର୍ଶ, ପରୀକ୍ଷା, ଏବଂ ଔଷଧ ଯୋଗାଇଦିଆଯାଉଛି ।ଏହା ସହିତ ଲୋକଙ୍କମଧ୍ୟରେ ସଚେତନତା ସୃଷ୍ଟିର ପ୍ରୟାସକରାଯାଉଛି । ବେଦାନ୍ତ ‘ଦେଶ କିଜରୁରତୋଁ କେଲିଏ’ କୁ ଭଲ ଭାବେହୃଦୟଙ୍ଗମ କରି ବିଭିନ୍ନ କାର୍ଯ୍ୟ ହାତକୁନେଇଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଦିନକରେ ଚିହ୍ନଟ ୧୩୩ପଜିଟିଭ୍

ବାଲେଶ୍ୱର, ୧୯/୯ (ନିପ୍ର): ଓଡ଼ିଶାରେବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କପାଇଁ ଉଦ୍ବେଗର ବିଷୟ ହୋଇଛି ।ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତାଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେପହଞ୍ଚିବା...

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...