34 C
Bhubaneswar
Friday, September 18, 2020

କେନ୍ଦ୍ରାପଡାରେ ବନ୍ୟା ପରିସ୍ଥିତି ଭୟଙ୍କର

Must read

ଲୁଟ୍ ପରେ ଲୁଟ୍ ଉଦ୍ୟମ ଜାରି ରହିଛି

ପିପିଲି,୧୭ ।୯(ନି.ପ୍ର): ପୁରୀଭୁବନେଶ୍ୱର ୩୧୬ ନମ୍ବର ଜାତୀୟରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । ପ୍ରତ୍ୟକ ଦିନ ଲୁଟେରାମାନେ ଦିନ ହେଉ କି ରାତି ଲୁଟ କରିଚାଲିଛନ୍ତି...

ମାକୁ ହତ୍ୟା କଲେ ଦୁଇ ନାବାଳକ ପୁଅ

ମାକୁ ହତ୍ୟାୁବନେଶ୍ୱର,୧୭ା୯(ନି.ପ୍ର.): ରାଜଧାନୀଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତସୁନ୍ଦରପଦା ଅଞ୍ଚଳରେ ମା'କୁ ଦୁଇ ନାବାଳକ ପୁଅପିଟିପିଟି ହତ୍ୟା କରିଥିବା ଭଳି ଏକ ଅଭାବନୀୟଘଟଣା ଗୁରୁବାର ଜଣାପଡ଼ିଛି...

ହାତୀ ମୃତୁ୍ୟ ନେଇ କେନ୍ଦ୍ର ଚିନ୍ତିତ

ଭୁବନେଶ୍ୱର,୧୭ା୯(ନି.ପ୍ର.): ରାଜ୍ୟରେଅଧିକରୁ ଅଧିକ ସଂଖ୍ୟକ ହାତୀ ଅପମୃତୁ୍ୟର ଶିକାରହେଉଥିବା ଯୋଗୁଁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଅତ୍ୟନ୍ତ ଚିନ୍ତିତା କେନ୍ଦ୍ର ସରକାର ହାତୀମାନଙ୍କ ସୁରକ୍ଷା ପାଇଁଅଧିକରୁ ଅଧିକ ପାଣ୍ଠି ରାଜ୍ୟ ସରକାରଙ୍କୁଯୋଗାଉଥିବାବେଳେ ଦନ୍ତା...

ଡରାଉଛି ସେପ୍ଟେମ୍ବର

ଭୁବନେଶ୍ୱର,୧୭ା୯(ନି.ପ୍ର.):ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ଜଣ କରୋନା ଅ ।କ୍ରାନ୍ତ ମୃତ୍ୟୁବରଣକରିଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣମହିଳା ଥିବାବେଳେ ୧୦ ଜଣ ପୁରୁଷଅଛନ୍ତି...

କେନ୍ଦ୍ରାପଡା,୩୦ା୮ (ନି.ପ୍ର) : ଜିଲ୍ଲାରେ ଲଘୁଚାପ ବର୍ଷାର ତାଣ୍ଡବ ଯୋଗୁଁତଳିଆ ଅଂଚଳ ଗୁଡିକ ବର୍ଷାପାଣିରେ ବୁଡିଯାଇ ନାହିଁନଥିବା ଅବସ୍ଥା ସୃଷ୍ଟିହୋଇଥିବା ବେଳେ ଏବେ ହୀରାକୁଦ ଜଳଭଣ୍ଡାରରୁ ମହାନଦୀରେ ବନ୍ୟା ପାଣିଛଡାଯିବା ପରେ ଏହି ଜିଲ୍ଲାଦେଇପ୍ରବାହିତ ଲୁଣା, କରାଣ୍ଡିଆ,ଚିତୋ୍ରତ୍ପଳା, ବିରୂପା, ବ୍ରାହ୍ମଣୀପ୍ରଭୃତି ନଦୀର ଜଳସ୍ତରବୃଦ୍ଧିପାଇଛି । ନଦୀ ଗୁଡିକରଅନେକ ସ୍ଥାନରେ ବିପଦସଙ୍କେତର ନିକଟରେ ତଃ ଅନ୍ୟକେଉଁଠି ବିପଦ ସଙ୍କେତ ଉପରେବନ୍ୟା ଜଳ ପ୍ରବାହିତ ହେଉଥିବାଖବର ମିଳିଛି । ଜିଲ୍ଲା ବନ୍ୟାନିୟନ୍ତ୍ରଣ କକ୍ଷର ସୂଚନା ଅନୁଯାଇ ଶନିବାର ଅପରାହ୍ନ ୩ଟା ସୁଦ୍ଧା କେନ୍ଦ୍ରାପଡାଜଳସେଚନ ଡିଭିଜନ ଅଧିନ ଲୁଣା ନଦୀର ପୁବଂଶ ଠାରେ ବିପଦ ସଙ୍କେତ ସ୍ତର୩୫.୬୦ଫୁଟ ଥିବା ବେଳେ ସେଠାରେ ୩୫.୨୮ଫୁଟ ଜଳ ପ୍ରବାହିତହେଉଥିବା ବେଳେ ଦାନପୁର ଠାରେ ବିପଦ ସଙ୍କେତ ସ୍ତର ୩୩.୧୦ ଥିବାବେଳେ ସେଠାରେ ୩୨.୫୫ଫୁଟ,ବସପୁର ଠାରେ ବିପଦ ସଙ୍କେତ ସ୍ତର୨୯.୭୦ଥିବା ବେଳେ ସେଠାରେ ବିପଦ ସଙ୍କେତ ଉପରେ ୩୦ଫୁଟ,ମାର୍ଶାଘାଇଠାରେ ବିପଦ ସଙ୍କେତ ସ୍ତର ୨୧.୮୦ ଥିବା ବେଳେ ସେଠାରେ ମଧ୍ୟ ବିପଦସଙ୍କେତ ଉପରେ ୨୨ଫୁଟ ଜଳ ପ୍ରବାହିତ ହେଉଥିବା ସୂଚନା ଦିଆଯାଇଛି ।ସେହିଭଳି ଚିତ୍ରୋତ୍ପଳା ନଦୀର ପାଟକୁରାଠାରେ ବିପଦ ସଙ୍କେତ ସ୍ତର୨୨.୪୦ଫୁଟ ଥିବା ବେଳେସେଠାରେ ୨୧.୫୦ଫୁଟ ଜଳପ୍ରବାହିତ ହେଉଥିବା ବେଳେ ବ୍ରାହ୍ମଣୀନଦୀର ଇନ୍ଦୁପୁର ଠାରେ ବିପଦ ସଙ୍କେତସ୍ତର ୮.୮୪ମିଟର ଥିବା ବେଳେସେଠାରେ ୮.୨୩ ଫୁଟ ପ୍ରବାହିତହେଉଛି ଓ ଅଳଭା ଠାରେ ବିପଦସଙ୍କେତ ସ୍ତର ୬.୦୫ ମିଟର ଥିବାବେଳେ ସେଠାରେ ୪.୯୯ମିଟର ଓ ବିରୂପା ନଦୀର ଗୋପାଳପୁର ଠାରେବିପଦ ସଙ୍କେତ ସ୍ତର ୧୧.୧୯ ଥିବା ବେଳେ ସେଠାରେ ୧୦.୦୫ ବନ୍ୟାଜଳ ପ୍ରବାହିତ ହେଉଛି । ଏହିସବୁ ସ୍ଥାନରେ ୮ଟି ଘଳିଆ ପଡିଥିବା ସୂଚନାପ୍ରଦାନ କରାଯାଇଛି । ବେଣୀପୁର ଠାରେ ଏକ ଘାଇ ହୋଇ ଥିବା ମଧ୍ୟ ସୂଚନାମିଳିଛି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଲୁଟ୍ ପରେ ଲୁଟ୍ ଉଦ୍ୟମ ଜାରି ରହିଛି

ପିପିଲି,୧୭ ।୯(ନି.ପ୍ର): ପୁରୀଭୁବନେଶ୍ୱର ୩୧୬ ନମ୍ବର ଜାତୀୟରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । ପ୍ରତ୍ୟକ ଦିନ ଲୁଟେରାମାନେ ଦିନ ହେଉ କି ରାତି ଲୁଟ କରିଚାଲିଛନ୍ତି...

ମାକୁ ହତ୍ୟା କଲେ ଦୁଇ ନାବାଳକ ପୁଅ

ମାକୁ ହତ୍ୟାୁବନେଶ୍ୱର,୧୭ା୯(ନି.ପ୍ର.): ରାଜଧାନୀଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତସୁନ୍ଦରପଦା ଅଞ୍ଚଳରେ ମା'କୁ ଦୁଇ ନାବାଳକ ପୁଅପିଟିପିଟି ହତ୍ୟା କରିଥିବା ଭଳି ଏକ ଅଭାବନୀୟଘଟଣା ଗୁରୁବାର ଜଣାପଡ଼ିଛି...

ହାତୀ ମୃତୁ୍ୟ ନେଇ କେନ୍ଦ୍ର ଚିନ୍ତିତ

ଭୁବନେଶ୍ୱର,୧୭ା୯(ନି.ପ୍ର.): ରାଜ୍ୟରେଅଧିକରୁ ଅଧିକ ସଂଖ୍ୟକ ହାତୀ ଅପମୃତୁ୍ୟର ଶିକାରହେଉଥିବା ଯୋଗୁଁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଅତ୍ୟନ୍ତ ଚିନ୍ତିତା କେନ୍ଦ୍ର ସରକାର ହାତୀମାନଙ୍କ ସୁରକ୍ଷା ପାଇଁଅଧିକରୁ ଅଧିକ ପାଣ୍ଠି ରାଜ୍ୟ ସରକାରଙ୍କୁଯୋଗାଉଥିବାବେଳେ ଦନ୍ତା...

ଡରାଉଛି ସେପ୍ଟେମ୍ବର

ଭୁବନେଶ୍ୱର,୧୭ା୯(ନି.ପ୍ର.):ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ଜଣ କରୋନା ଅ ।କ୍ରାନ୍ତ ମୃତ୍ୟୁବରଣକରିଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣମହିଳା ଥିବାବେଳେ ୧୦ ଜଣ ପୁରୁଷଅଛନ୍ତି...

କରୋନା ଚିକିତ୍ସାରେ ମାଇଲଖୁଣ୍ଟ

ଭୁବନେଶ୍ୱର,୧୭ା୯(ନି.ପ୍ର.):ପ୍ଲାଜମା ଥେରାପିରେ ନୁତନ ମାଇଲଖୁଣ୍ଟସ୍ଥାପନ କଲା ଓଡ଼ିଶା । ରାଜ୍ୟରେ୧୦୦୦ରୁ ଅଧିକ ରୋଗୀଙ୍କୁ ପ୍ଲାଜମାଥେରାପି ଜରିଅ ।ରେ ଚିକିତ୍ସାକରାଯାଇଛି । ଟ୍ୱିଟ କରି ରାଜ୍ୟ...