29 C
Bhubaneswar
Thursday, September 24, 2020

ଆଜିକାଲି’ ସମ୍ପାଦିକାଙ୍କ ଦେହାନ୍ତ

Must read

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ଭୁବନେଶ୍ୱର, ୩୦ା୮: ଉତ୍ତରଓଡ଼ିଶାରୁ ପ୍ରକାଶପାଉଥିବା ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ଆଜିକାଲି’ରସମ୍ପାଦିକା ବିଜୟଲକ୍ଷ୍ମୀ ମହାନ୍ତି କରୋନାରେଆକ୍ରାନ୍ତ ହୋଇ ମୃତୁ୍ୟବରଣ କରିଛନ୍ତି ।କଟକର ଅଶ୍ୱିନୀ ହସପିଟାଲରେ ଗତ ୨୬ତାରିଖ ଅପରାହ୍ନ ୨ଟାରେ ତାଙ୍କର ମୃତୁ୍ୟହୋଇଥିଲା । ତାଙ୍କର ଗୋଟିଏ ପୁଅ ନିର୍ମାଲ୍ୟମହାନ୍ତି ଓ ଝିଅ ସୌଭାଗ୍ୟଲକ୍ଷ୍ମୀ ମହାନ୍ତିଅଛନ୍ତି । ମୃତୁ୍ୟ ଶଯ୍ୟା ନିକଟରେ ଜ୍ୱାଇଁରାଜେନ୍ଦ୍ର ପ…ନାୟକ ଉପସ୍ଥିତ ଥିଲେ ।ମୃତୁ୍ୟବେଳକୁ ବିଜୟଲକ୍ଷ୍ମୀଙ୍କୁ ୬୫ବର୍ଷବୟସ ହୋଇଥିଲା । ସେ ଗତ ଗୋଟିଏସପ୍ତାହ ଧରି କରୋନାରେ ଆକ୍ରାନ୍ତ ହୋଇ ହୋମ୍ଆଇସୋଲେସନରେ ରହି ଚିକିତ୍ସିତ ହେଉଥିଲେ । ପରେସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ କଟକର ଅଶ୍ୱିନୀ ହସପିଟାଲରେଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତନହେବାରୁ ଶେଷରେ ମୃତୁ୍ୟବରଣ କରିଥିଲେ । ବିଜୟଲକ୍ଷ୍ମୀଜଣେ ମେଳାପୀ ଓ ବନ୍ଧୁବତ୍ସଳ ମହିଳାଭାବେ ପରିଚିତଥିଲେ । ବାଲେଶ୍ୱର ମହିଳା କଲେଜରେ ଗ୍ରନ୍ଥାଗାର ଭାବେଦକ୍ଷତାର ସହିତ କାର୍ଯ୍ୟକରି ବେଶ ସୁନାମ ଅର୍ଜନକରିଥିଲେ । ତିନିବର୍ଷ ପୂର୍ବେ ସେ ଚାକିରୀରୁ ଅବସରନେଇଥିଲେ । ତାଙ୍କ ସ୍ୱାମୀ ସ୍ୱର୍ଗତ ବିସ୍ମୟ ମହାନ୍ତିଙ୍କମୃତୁ୍ୟପରେ ବିଜୟଲକ୍ଷ୍ମୀ ‘ଆଜିକାଲି’ରସଂପାଦିକା ଦାୟିତ୍ୱ ନିର୍ବାହ କରୁଥିଲେ ।ଚାନ୍ଦିପୁର ବେଳାଭୂମି ମହୋତ୍ସବ କମିଟିରପ୍ରତିଷ୍ଠାତା ସାଧାରଣ ସଂପାଦକ ଥାଇସ୍ୱାମୀଙ୍କ ମୃତୁ୍ୟପରେ ସେ ମଧ୍ୟ ଏହିକମିଟିର ସଂପାଦିକା ଦାୟିତ୍ୱତୁଲାଉଥିଲେ । ତାଙ୍କ ମୃତୁ୍ୟରେ ସମଗ୍ରଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।ତାଙ୍କର ବିୟୋଗ ଖବର ପାଇବେଳାଭୂମି ମହୋତ୍ସବ କମିଟିର ସଭାପତି ତଥା ପୂର୍ବତନବିଧାୟକ ଜୀବନ ପ୍ରଦୀପ ଦାସ, ସାଧାରଣ ସଂପାଦକତଥା ବରିଷ୍ଠ ଆଇନଜୀବୀ ହରେକୃଷ୍ଣ ଦାସ, ‘ଆଜିକାଲି’ରପ୍ରକାଶକ କିଶୋର ଦାସ ଓ ପରିଚାଳନା ସଂପାଦକଲକ୍ଷ୍ମୀକାନ୍ତ ମହାନ୍ତି ଏବଂ ବରିଷ୍ଠ ସାମ୍ବାଦିକ ଗଙ୍ଗାଧର ରାଉତଓ ରାମନାରାୟଣ ଶତପଥୀ ପ୍ରମୁଖ ଗଭୀର ଶୋକପ୍ରକାଶକରିଛନ୍ତି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ଗୌତମ ଗମ୍ଭୀର ଏମଏସ ଧୋନିଙ୍କ ମଧ୍ୟରେ ଝଗଡା ।

ନୁଆଦିଲ୍ଲୀ,୨୩/୯ ;ଏକ ବଡ଼ ଧରଣର ଗୋଡ଼ାଇବା ସମୟରେ ନିଜକୁ ବ୍ୟାଟିଂ ଅର୍ଡରରୁ ଓହ୍ଲାଇ ଆଗରୁ ଆଗେଇ ନଥିଲେ, ପୂର୍ବତନ ଭାରତ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀରଙ୍କୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସପ୍ତମ...