18 C
Bhubaneswar
Wednesday, November 25, 2020

ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ବ୍ରହ୍ମପୁର,୩୦ା୮(ନି.ପ୍ର.): ଜାତୀୟକ୍ରୀଡା ଦିବସ ଅବସରରେ ରାଜ୍ୟ ସରକାରଙ୍କପକ୍ଷରୁ ଲୋକସେବା ଭବନ ଠାରେ ବିଜୁପଚ୍ଚନାୟକ କ୍ରୀଡା ଓ ସାହାସିକତା ପୁରସ୍କାରପ୍ରଦାନ କରାଯାଇଛି । ଓଡିଶାର ମାନ୍ୟବରମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପ…ନାୟକ ଅ ।ଜିଅପରାହ୍ନରେ ଭିଡିଓ କନଫରେନ୍ସିଂ ଜରିଅ ।ରେରାଜ୍ୟର କ୍ରୀଡାବିô ମାନଙ୍କୁ ଉତସାହିତ କରିବାସକାଶେ ଏହି ପୁରସ୍କାର ପ୍ରଦାନ କରାଯାଇଥିବାପ୍ରକାଶ କରିଥିଲେ । ରାଜ୍ୟର ସମସ୍ତ ଜିଲ୍ଲାରେରହିଥିବା କ୍ରୀଡାବିô ମାନଙ୍କୁ ଭିଡିଓ କନଫରେନ୍ସିଂଜରିଅ ।ରେ ଉତ୍ସାହିତ କରାଯାଇଛି । ଏହିଅବସରରେ ଉପସ୍ଥିତ ଥିବା ଗଞ୍ଜାମ ଜିଲ୍ଲାରକ୍ରୀଡାବିô ମାନଙ୍କୁ ଉତ୍ସାହିତ କରିବା ସକାଶେଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରିସେମାନେ ଜିଲ୍ଲାର ସୁନାମ ଅର୍ଜନ କରନ୍ତୁ ବୋଲିକହିଥିଲେ ।

ଭୁବନେଶ୍ୱର ଠାରେ ଅନୁଷ୍ଠିତଖେଲୋ ଇଣ୍ଡିଅ । ୟୁଥ୍ ଗେମ୍ସ-୨୦୨୦ପୁରସ୍କୃତ ହୋଇଥିବା ଭାରଉତ୍ତୋଳନରେଗଞ୍ଜାମ ଜିଲ୍ଲାର କୁଲଦୀପ୍ ସାହୁ ସ୍ୱର୍ଣ୍ଣ ପଦକହାସଲ କରିଥିବା ବେଳେ, ମୁନା ନାୟକ ରୌପ୍ୟପଦକ ଓ ବନୀତା ଘଡେଇ ବ୍ରୋଞ୍ଜ ପଦକପାଇଥଲେୟ ସେହିପରି ଗୌହାଟି ଠାରେଅନୁଷ୍ଠିତ ଖେଲୋଇଣ୍ଡିଅ । ୟୁଥ୍ ଗେମ୍ସ-୨୦୨୦ ଭାରଉତ୍ତୋଳନରେ ମନୋଜ ସାହୁରୌପ୍ୟ ପଦକ ପାଇଥିଲେ ।ସେମାନଙ୍କୁଅ ।ଜିର ଦିନରେ ଉତ୍ସାହିତ କରାଯାଇ ରାଜ୍ୟସକରାକଙ୍କ ପକ୍ଷରୁ ଅ ।ର୍ଥିକ ସହାୟତା ପ୍ରଦାନକରାଯାଇଛି ।

ସ୍ୱର୍ଣ୍ଣ ପଦକ ନିମନ୍ତେ ୪୦ ହଜାରଟଙ୍କା, ରୌପ୍ୟ ପଦକ ନିମନ୍ତେ ୨୭ ହଜାରଟଙ୍କା ଏବଂ ବ୍ରୋଞ୍ଜ ପଦକ ହାସଲ କରିଥିବାକ୍ରୀଡାବିô ମାନଙ୍କୁ ୧୭ ହଜାର ଟଙ୍କାର ଅର୍ଥରାଶିସେମାନଙ୍କ ଜମାଖାତାକୁ ପଠାଯାଇଥିଲା । ଏହିକାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅମୀୟକୁମାର ସାହୁ, ଓଡିଶା ଭାରଉତ୍ତୋଳନ ସଂଘରସମ୍ପାଦକ ନାରାୟଣ ସାହୁ, ଯୁଗ୍ମ ସଂପାଦକରମେଶ ଚନ୍ଦ୍ର ପାଢୀ, ପ୍ରଦୀପ କୁମାର ସାହୁ,ଭାରଉତ୍ତୋଳନ କ୍ରୀଡାବିô ତଥା ଡି.ଏସ୍.ପି. କେ.ରବି କୁମାର, ସୁନ୍ଦର ସ୍ୱାସ୍ଥ୍ୟରେ ଏସିଅ ।ନ୍ଚମ୍ପିଅ ।ନ୍ ପୋଲିସ୍ କର୍ମ·ରୀ ବଲ୍ଲାଲ ଖାଁଉପସ୍ଥିତ ଥିଲେ । ଜିଲ୍ଲା କ୍ରୀଡା ଅଧିକାରୀପ୍ରଶାନ୍ତ କୁମାର ସାହୁ କାର୍ଯ୍ୟକ୍ରମ ପରି·ଳନାକରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କଅଧିକାରୀ ରବି ନାରାୟଣ ବେହେରାଉପସ୍ଥିତ ଥିଲେ ।

- Advertisement -ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ

More articles

LEAVE A REPLY

Please enter your comment!
Please enter your name here

- Advertisement -ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...