26 C
Bhubaneswar
Sunday, September 27, 2020

ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଟପିଲା

Must read

ଆଗେଇ ପାରୁନି ବସଷ୍ଟାଣ୍ଡ ନବୀକରଣ କାମ ।

ଭୁବନେଶ୍ୱର,୨୫ ।୯: ବହୁପ୍ରତୀକ୍ଷିତ ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣକାର୍ଯ୍ୟ ଆଗେଇ ପାରୁନି । ବିଭିନ୍ନ ସମସ୍ୟା ନେଇ ନବୀକରଣ କାର୍ଯ୍ୟବାଧାପ୍ରାପ୍ତ ହେଉଛି । ବିଶେଷ କରି...

ଗଞ୍ଜାମରୁ ସୁରତକୁ ଯାଉଛି ଗଞ୍ଜେଇ ।

ବ୍ରହ୍ମପୁର,୨୫ ।୯: ଗଞ୍ଜାମରୁ ସୂତାକଳରେ କାମ କରିବା ଲାଗି କେବଳଶ୍ ରମିକମାନେ ସୁରତ ଯାଉନାହାନ୍ତି; ଏଠାରୁ ଗଞ୍ଜେଇ ମଧ୍ୟ ଚୋରା ଚାଲାଣ ହେଉଛି ।ଏକ ଟ୍ରକ୍ରେ ସୁରତକୁ ଗଞ୍ଜେଇ ଚାଲାଣବେଳେ...

ପିଆଜ କେଜି ୬୦ରୁ ୧୦୦ ଛୁଇଁବ!

ଭୁବନେଶ୍ୱର,୨୫ ।୯ : ପିଆଜ ଦରରେ ନିଆଁ ଲାଗି ଯାଇଛି । ଖୁଚୁରା ବେପାରିମାନେ ପିଆଜ କିଲୋପ୍ରତି ୬୦ ଟଙ୍କାରେ ବିକିଲେଣି । ଲୋକେ...

ଖଣି ପୁନରୁଦ୍ଧାରରେ କରୋନା ସାଜିଛି ବାଧକ ।

ଭୁବନେଶ୍ୱର,୨୫ ।୯; ଅଚଳ ହୋଇପଡିଥିବା ଖଣିଜ ବ୍ଲକର ପୁନରୁଦ୍ଧାର ସହିତ ରାଜ୍ୟରେ ଖଣି କାର୍ଯ୍ୟଚଳାଇବା ପାଇଁ ସରକାର ପ୍ରସ୍ତୁତ ହେଉଥିବା ବେଳେ କରୋନା ମହାମାରୀଏ...

ଭୁବନେଶ୍ୱର ୩୦ା୮(ନି.ପ୍ର.): ରାଜ୍ୟରେ ହୁ ହୁ ହୋଇ ବଢି ·ଲିଛିକରୋନା ଅ ।କ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୩୦୧୪ କରୋନାପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାସଂକ୍ରମିତଙ୍କ ସଂଖ୍ୟା ୧୦୦୯୩୪ରେ ପହଞ୍ଚିଛି । ସେହିପରି ରାଜ୍ୟରେ୧୨ କରୋନା ସଂକ୍ରମିତଙ୍କ ମୃତୁ୍ୟ ଘଟିଛି । ମୋଟ ମୃତ୍ୟୁ ସଂଖ୍ୟା ୪୮୨କୁବୃଦ୍ଧି ପାଇଥିବା ଜଣାପଡିଛି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୬୮ଜଣ କ୍ୱାରେଣ୍ଟାଇନ୍ରେରହିଥିବା ବେଳେ ୧୧୪୬ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ତେବେ ଚିହ୍ନଟହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୫ଜଣ, ବାଲେଶ୍ୱରଜିଲ୍ଲାରୁ ୧୩୮ଜଣ, ବରଗଡ଼ ଜିଲ୍ଲାରୁ ୧୨୪ଜଣ, ଭଦ୍ରକ ଜିଲ୍ଲାରୁ ୪୦ଜଣ,ବଲାଙ୍ଗୀର ଜିଲ୍ଲାରୁ ୩୫ଜଣ, କଟକ ଜିଲ୍ଲାରୁ ୩୩୭ଜଣ, ଦେଓଗଡ଼ ଜିଲ୍ଲାରୁ୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୯ଜଣ, ଗଜପତି ଜିଲ୍ଲାରୁ ୯ଜଣ, ଗଞ୍ଜାମଜିଲ୍ଲାରୁ ୨୧୬ଜଣ, ଜଗତସିଂହପୁର ଜିଲ୍ଲାରୁ ୬୬ଜଣ, ଯାଜପୁର ଜିଲ୍ଲାରୁ୩୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୫ଜଣ, କଳାହାଣ୍ଡି ଜିଲ୍ଲାରୁ ୪୦ଜଣ, କନ୍ଧମାଳଜିଲ୍ଲାରୁ ୬୦ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୪ଜଣ, କେନ୍ଦୁଝର ଜିଲ୍ଲାରୁ ୬୮ଜଣ,ଖୋର୍ଦ୍ଧା ଜିଲ୍ଲାରୁ ୬୮୪ଜଣ, କୋରାପୁଟ ଜିଲ୍ଲାରୁ ୧୨୦ଜଣ,ମାଲକାନଗିରି ଜିଲ୍ଲାରୁ ୪୯ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୯୨ଜଣ,ନବରଙ୍ଗପୁର ଜିଲ୍ଲାରୁ ୩୮ଜଣ, ନୟାଗଡ ଜିଲ୍ଲାରୁ ୨୯ଜଣ,ନୂଅ ।ପଡ଼ା ଜିଲ୍ଲାରୁ ୭ଜଣ, ପୁରୀ ଜିଲ୍ଲାରୁ ୧୧୮ଜଣ, ରାୟଗଡ଼ାଜିଲ୍ଲାରୁ ୧୦୪ଜଣ, ସମ୍ବଲପୁର ଜିଲ୍ଲାରୁ ୧୦୨, ସୋନପୁରଜିଲ୍ଲାରୁ ୪୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୧ଜଣ ରହିଛନ୍ତି ।୧୨ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୪ ଜଣ, ଖୋର୍ଦ୍ଧା,କଟକ, ଯାଜପୁର, ମାଲକାନଗିରି, ନବରଙ୍ଗପୁର, ପୁରୀ, ରାୟଗଡା,ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଆଗେଇ ପାରୁନି ବସଷ୍ଟାଣ୍ଡ ନବୀକରଣ କାମ ।

ଭୁବନେଶ୍ୱର,୨୫ ।୯: ବହୁପ୍ରତୀକ୍ଷିତ ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣକାର୍ଯ୍ୟ ଆଗେଇ ପାରୁନି । ବିଭିନ୍ନ ସମସ୍ୟା ନେଇ ନବୀକରଣ କାର୍ଯ୍ୟବାଧାପ୍ରାପ୍ତ ହେଉଛି । ବିଶେଷ କରି...

ଗଞ୍ଜାମରୁ ସୁରତକୁ ଯାଉଛି ଗଞ୍ଜେଇ ।

ବ୍ରହ୍ମପୁର,୨୫ ।୯: ଗଞ୍ଜାମରୁ ସୂତାକଳରେ କାମ କରିବା ଲାଗି କେବଳଶ୍ ରମିକମାନେ ସୁରତ ଯାଉନାହାନ୍ତି; ଏଠାରୁ ଗଞ୍ଜେଇ ମଧ୍ୟ ଚୋରା ଚାଲାଣ ହେଉଛି ।ଏକ ଟ୍ରକ୍ରେ ସୁରତକୁ ଗଞ୍ଜେଇ ଚାଲାଣବେଳେ...

ପିଆଜ କେଜି ୬୦ରୁ ୧୦୦ ଛୁଇଁବ!

ଭୁବନେଶ୍ୱର,୨୫ ।୯ : ପିଆଜ ଦରରେ ନିଆଁ ଲାଗି ଯାଇଛି । ଖୁଚୁରା ବେପାରିମାନେ ପିଆଜ କିଲୋପ୍ରତି ୬୦ ଟଙ୍କାରେ ବିକିଲେଣି । ଲୋକେ...

ଖଣି ପୁନରୁଦ୍ଧାରରେ କରୋନା ସାଜିଛି ବାଧକ ।

ଭୁବନେଶ୍ୱର,୨୫ ।୯; ଅଚଳ ହୋଇପଡିଥିବା ଖଣିଜ ବ୍ଲକର ପୁନରୁଦ୍ଧାର ସହିତ ରାଜ୍ୟରେ ଖଣି କାର୍ଯ୍ୟଚଳାଇବା ପାଇଁ ସରକାର ପ୍ରସ୍ତୁତ ହେଉଥିବା ବେଳେ କରୋନା ମହାମାରୀଏ...

ସୌର ପାର୍କ ପ୍ରତିଷ୍ଠା ବିଳମ୍ବ ହେଉଛି ।

ଭୁବନେଶ୍ୱର,୨୫ ।୯: ଓଡିଶାରେ ସୌର ପାର୍କ ପ୍ରତିଷ୍ଠାର ପର୍ଯ୍ୟାପ୍ତ ସୁଯୋଗ ଥିବାବେଳେ ଏଥିରେ କିନ୍ତୁ ବିଳମ୍ବ ହେବାରେ ଲାଗିଛି । ଦେଶର ଅନ୍ୟ ରାଜ୍ୟଗୁଡିକ...