29 C
Bhubaneswar
Friday, September 18, 2020

ସଙ୍କଟ ସମୟରେ ଲୋକଙ୍କ ସାଥିରେ ରୁହ

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭୁବନେଶ୍ୱର,୩୦ା୮(ନି.ପ୍ର.): ବିଧାୟକମାନଙ୍କୁନିଜ ଦାୟିତ୍ୱ ତୁଲାଇବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନପ…ନାୟକ । ବିଜୁ ଜନତା ଦଳର ବିଧାୟକମାନଙ୍କୁଭିଡିଓ କନଫରେନ୍ସିଂ ଜରିଅ ।ରେ ସମ୍ବୋଧନ କରିମୁଖ୍ୟମନ୍ତ୍ରୀ ନବୀନ ପ…ନାୟକ କରୋନା ସଙ୍କଟସମୟରେ ସେମାନଙ୍କ ଦାୟିତ୍ୱ ନିର୍ବାହ କରିବାକୁପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀ କହିଛନ୍ତି କରୋନା ସଂକ୍ରମଣରେଭାରତ ଅ ।ଜି ସାରା ବିଶ୍ୱରେ ସବୁଠାରୁ ଉପରେ ଅଛି । ଅ ।ମ ଦେଶରେ ପ୍ରତି ଦୁଇ ଦିନରେ ଏକ ଲକ୍ଷରୁଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ଅ ।ମ ରାଜ୍ୟଓଡିଶା ମଧ୍ୟ କରୋନାର କଡା ମୁକାବିଲା କରୁଛି ।ଅ ।ମର କୋଭିଡ ଯୋଦ୍ଧାମାନଙ୍କର ତ୍ୟାଗ ଓ ପରିଶ୍ରମଏବଂ ଅ ।ପଣମାନଙ୍କ ସହଯୋଗ ଯୋଗୁଁ ରାଜ୍ୟରେଅ ।ରୋଗ୍ୟ ହାର ବଢୁଛି ଓ ମୃତ୍ୟୁ ହାର ସବୁଠାରୁ କମ୍ଅଛି ।ଏହି ସଂକଟ ସମୟରେ ବିଧାୟକମାନଙ୍କୁ ଲୋକଙ୍କସାଥିରେ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।କୋଭିଡ ଯୋଦ୍ଧାମାନଙ୍କ ସାଥିରେ ରୁହନ୍ତୁ । ସେମାନଙ୍କକାମକୁ ପ୍ରଶଂସା କରନ୍ତୁ । ସେମାନଙ୍କ ସୁଖ ଦୁଃଖରେସାମିଲ ହୁଅନ୍ତୁ । ମୃତ କୋଭିଡ ରୋଗୀଙ୍କ ଶବ ସଂସ୍କାରକ୍ଷେତ୍ରରେ କେତେକ ଅସୁବିଧା ହେଉଛି ।ଏଥିପାଇଁଲୋକଙ୍କୁ ବୁଝାନ୍ତୁ ଏବଂ ମୃତଦେହ ସଂସ୍କାରରେସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ଅ ।ଜିଠାରୁ ଗଞ୍ଜାମରେ ୫ଟି କୋଭିଡ ଗୃହ ବନ୍ଦକରାଗଲା । ସେଠାରେ ପରିସ୍ଥିତିରେ ଉନ୍ନତି ଅ ।ସିଛି ।କିନ୍ତୁ ଖୋର୍ଦ୍ଧା ଓ କଟକରେ ପରି·ଳନା କରିବା ପାଇଁଅ ।ମକୁ ଅଧିକ ପରିଶ୍ରମ କରିବାକୁ ହେବ । ନିଜେଯତ୍ନବାନ ରହି ଲୋକଙ୍କୁ ସଚେତନ କରିବାକୁ ବିଧାମାନଙ୍କୁଅ ।ହ୍ୱାନ ଦେଇଛନ୍ତି ।କୋଭିଡ୍ ଯୋଗୁଁ ଅନ୍ୟ ରାଜ୍ୟରେଥିବା ୧୦ ଲକ୍ଷ ଭାଇଭଉଣୀ ଓଡିଶା ଫେରିଛନ୍ତି ୟସେମାନଙ୍କ ମଧ୍ୟରୁ କେହି ବି ଯୋଗ୍ୟ ଲୋକ ଯେପରିଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବ ନାହିଁ, ସେଥିପ୍ରତି ଧ୍ୟାନଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେହିପରିଅନ୍ୟ ରାଜ୍ୟରୁ ଅ ।ସୁଥିବା ଭାଇଭଉଣୀ ମାନେ ଯେପରିନିର୍ମାଣ ଶ୍ରମିକ ଯୋଜନା ପାଇଁ ସୁବିଧାରେ ପଞ୍ଜିକରଣକରିପାରିବେ, ସେଥିରେ ସହଯୋଗ କରିବାକୁ କହିଛନ୍ତି ।ଲଘୁ·ପ ବର୍ଷାରେ ରାଜ୍ୟରେ ବନ୍ୟା ଅ ।ସିଛି ୟଲୋକଙ୍କ ଏ ଅସୁବିଧା ସମୟରେ ଲୋକଙ୍କ ସାଥିରେରୁହନ୍ତୁ ।ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ରାଜ୍ୟସରକାର ସବୁ ସହଯୋଗ ଯୋଗାଇ ଦେବେ । ବର୍ତ୍ତମାନକେବଳ ସାରା ଓଡିଶା ନୁହେଁ, ସାରା ଭାରତର ଅର୍ଥନୀତିଅ ।ହ୍ୱାନମୂଳକ ସମୟ ଦେଇ ଗତିକରୁଛି । ତଥାପି ଲୋକଙ୍କ କଲ୍ୟାଣପାଇଁ ବିଧାୟକ ପାଣ୍ଠିକୁ ଅ ।ଉ ୧କୋଟି ଟଙ୍କା ଦେବା ପାଇଁ ସେ ନିଦେ୍ର୍ଦଶଦେଇଛନ୍ତି ବୋଲି କହିଛନ୍ତି ।ଏହିଟଙ୍କାରେ ସ୍ୱୟଂ ସହାୟକ ଗୋଷ୍ଠୀରୁମାସ୍କ ମଧ୍ୟ କିଣା ଯାଇ ପାରିବ ।ଏହାଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀରମା ମାନେ ରୋଜଗାର ପାଇବେ ଏବଂଲୋକମାନେ ମଧ୍ୟ ନିରାପଦ ରହିବେ ।କୋଭିଡ ଏବଂ ବନ୍ୟା ପରିସ୍ଥିତିରେପିଲାଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ନିଟ୍ଓ ଜେଇଇ ପରୀକ୍ଷା ଘୁଞ୍ଚାଇବା ପାଇଁସେ କେନ୍ଦ୍ର ସରକାରଙ୍କୁ ଅନୁରୋଧକରିଥିଲେ ବୋଲି କହିଛନ୍ତି । କିନ୍ତୁତାହା ହେଲା ନାହିଁ । ବର୍ତ୍ତମାନ ଅ ।ମପାଖରେ ୪୮ ଘଣ୍ଟାରୁ କମ୍ ସମୟରହିଛି । ପିଲାମାନେ ଅ ।ମ ଦେଶରଭବିଷ୍ୟତ ଓଡ଼ିଶାର ଭବିଷ୍ୟତ ।ସେମାନେ ଅ ।ମ ପରିବାରର ଓସେମାନଙ୍କ ସୁରକ୍ଷା ଅ ।ମ ଦାୟିତ୍ୱ । ତେଣୁ ପିଲାମାନେ ଯେପରିଭଲରେ ଭଲରେ ପରୀକ୍ଷା ଦେବେ,ସେଥିପାଇଁ ରାଜ୍ୟ ସରକାର ମାଗଣାରେପରିବହନ ଓ ରହିବାର ବ୍ୟବସ୍ଥାକରିଛନ୍ତିୟ ନିଜ ନିଜ ଅଞ୍ଚଳରପିଲାମାନେ ଯେପରି ସୁବିଧାରେପରୀକ୍ଷା ଦେବେ, ସେଥିରେ ପୁରାସହଯୋଗ କରିବାକୁ ବିଧାୟକମାନଙ୍କୁପରାମର୍ଶ ଦେଇଛନ୍ତି ।ମୁଖ୍ୟମନ୍ତ୍ରୀଅ ।ହୁରି କହିଛନ୍ତି ଯେ, ମୁଁ ସବୁବେଳେକହି ଅ ।ସିଛି ଯେ, ସାଢେ ·ରି କୋଟିଓଡିଶାବାସୀ ହେଉଛନ୍ତି ମୋ ପରିବାର । ସେମାନଙ୍କ କଲ୍ୟାଣ ଅ ।ମ ଦାୟିତ୍ୱ ।”ଓଡିଶା – ମୋ ପରିବାର’କାର୍ଯ୍ୟକ୍ରମରେ ଏ ସମୟରେ ପିଲାଙ୍କୁସବୁ ସହଯୋଗ ଯୋଗାଇ ଦିଅ ।ଯିବ ।ସେହିପରି ଅଧିକ ରକ୍ତଦାନ କ୍ୟାମ୍ପପାଇଁ କାମ କରିବା ଦରକାର ବୋଲିମୁଖ୍ୟମନ୍ତ୍ରୀ ଅ ।ହ୍ୱାନ ଦେଇଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...