28 C
Bhubaneswar
Sunday, September 20, 2020

ସିଜିଟିଏମଏସଇ ପ୍ରଚଳନ କଲା ଉଡାନ୍‍ ପୋର୍ଟାଲ

Must read

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...

ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳର କେନ୍ଦୁଝର ଗସ୍ତ

ଭୁବନେଶ୍ୱର, ୧୯.୯(ନିପ୍ର): ଏଆଇସିସିଦ୍ୱାରା ଗଠିତ ଟିମ୍ ଆଜି କେଉଁଝରବନ୍ୟାଂଚଳ ଗ୍ରସ୍ତ କରିବା ସହିତକ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତକରିଥିଲେ । ଟିମ୍ରେ ଥିବା ପୂର୍ବତନ ପିସିସିସଭାପତି ଶ୍ରୀ ଜୟଦେବ ଜେନା...

ୂତନ କିଆ ସୋନେଟର ଶୁଭାରମ୍ଭ

ଭୁବନେଶ୍ୱର, ୧୯/୯ (ନିପ୍ର): କିଆ ମୋଟର୍ସ ପକ୍ଷରୁ ଏହାର ସର୍ବପ୍ରଥମ ଏସୟୁଭି,ନୂତନ କିଆ ସୋନେଟର ଶୁଭାରମ୍ଭ କରାଯାଇଛି । ଏହି ସୋନେଟ ଏଂଟ୍ରି ସ୍ତରରସ୍କାର୍ଟଷ୍ଟ୍ରିମ ଜି୧.୨ ୫ଏମଟି ଭାରିଆଂଟ ୬,୭୧,୦୦୦ଟଙ୍କାର...

କୋଭିଡ କର୍ମଶାଳା ଉଦ୍ଘାଟିତ

ସୁନ୍ଦରପଦା,୧୯ ।୯(ନି.ପ୍ର): ଗତକାଲିି ହାଇଟେକ ପ୍ଲାଜା ସଭାକକ୍ଷରେ ଭୁବନେଶ୍ୱରଉପକଣ୍ଠ ବିକାଶ ମଞ୍ଚ (ଦକ୍ଷିଣ) ଦ୍ୱାରା ପଂଚାୟତସ୍ତରୀୟ ଏକ କୋଭିଡ କର୍ମଶାଳାଅନୁଷ୍ଠିତ ହୋଇଯାଇଛି । ଜଟଣୀ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ...

ଭୁବନେଶ୍ୱର,୨୬ା୮ (ନି.ପ୍ର) :ବନ୍ଧକମୁକ୍ତ ଋଣ ପାଇବାକୁ ଆବେଦନକରିବାକୁ ଚାହୁଁଥିବା ଅଣୁ ଏବଂ କ୍ଷୁଦ୍ରଉଦ୍ୟୋଗଗୁଡିକ (ଏମଏସଇ) ପାଇଁଉଡାନ୍‍ ପୋର୍ଟାଲ ଏକ ଡିଜିଟାଲପ୍ଲାଟଫର୍ମ, ଯେଉଁଠାରେ ଏମଏସଇଗୁଡିକୁସେମାନଙ୍କ ପସନ୍ଦର ବ୍ୟାଙ୍କ / ଅଣବ୍ୟାଙ୍କିଙ୍ଗ ଅର୍ଥଲଗାଣ କମ୍ପାନୀସମୂହ(ଏନବିଏଫସି)ରୁ ବନ୍ଧକମୁକ୍ତ ଋଣପାଇବାକୁ ପୋର୍ଟାଲ ପ୍ରାଥମିକ ଗ୍ୟାରେଣ୍ଟିପ୍ରମାଣପତ୍ର ପ୍ରଦାନ କରୁଛି । ଭାରତରଅର୍ଥଲଗାଣ ପରିବେଶରେ ଋଣ ପ୍ରଦାନକୁତ୍ୱରାନ୍ୱିତ କରିବା ପୋର୍ଟାଲର ମୁଖ୍ୟ ଲକ୍ଷ୍ୟ ।ଏକ ୱେବ-ଭିତ୍ତିକ କାର୍ଯ୍ୟକ୍ରମରେସିଡ୍‍ବିର ଅଧ୍ୟକ୍ଷ ତଥା ପରିଚାଳନାନିଦେ୍ର୍ଦଶକ ଶ୍ରୀ ମହମ୍ମଦ ମୁସ୍ତାଫା,ଆଇଏଏସ, ଉଡାନ୍‍ ପୋର୍ଟାଲର ଆଜିଶୁଭାରମ୍ଭ କରିଥିଲେ, ଯେଉଁଥିରେ ୪୦ରୁଅଧିକ ଋଣ ପ୍ରଦାନକାରୀ ସଂସ୍ଥା ଯୋଗଦେଇଥିଲେ । ସିଜିଟିଏମଏସଇ ଏହାପ୍ରକାଶ କରିବାରେ ଆନନ୍ଦ ଅନୁଭବକରୁଛି ଯେ ‘ଉଡାନ୍‍’ ପୋର୍ଟାଲରେତାଲିକାଭୁକ୍ତ ହେବାକୁ ଏମଏଲଆଇଗୁଡିକପାଇଁ ଅଗ୍ରୀମ କୋ÷ଣସି ଦେୟ / ଅର୍ଥଦେବାକୁ ପଡିବନାହିଁ । ଏହି ଅବସରରେପ୍ରକାଶକରି ଶ୍ରୀ ମୁସ୍ତାଫା କହିଲେ,“ଗ୍ୟାରେଣ୍ଟି ମୂଳତଃ ଏକ ପଶ୍ଚାତ୍‍ଗାମୀଉତ୍ପାଦ କାରଣ ଋଣ ମଞ୍ଜୁର ପରେଗ୍ୟାରେଣ୍ଟି ଦିଆଯାଇଥାଏ । ଆମେ ଏକପ୍ଲାଟଫର୍ମ ପ୍ରସ୍ତୁତି ଜରିଆରେ ଏହାକୁପରିବର୍ତ୍ତନ କରିବାକୁ ଚାହିଁଲୁ,ଯେଉଁଥିରେ ଉଦ୍ୟୋଗୀମାନେ ବିବିଧଅର୍ଥଲଗାଣକାରୀ ସଂସ୍ଥାଗୁଡିକ ନିକଟରୁଗ୍ୟାରେଣ୍ଟି ଭିତ୍ତିକ ଋଣ ଉତ୍ପାଦ ନିମନ୍ତେସେମାନଙ୍କର ଉପଯୁକ୍ତତା ଅନୁଧ୍ୟାନକରନ୍ତି । ଯୋଗ୍ୟ ଋଣକାରୀଙ୍କମନୋନୟନ କ୍ଷେତ୍ରରେସିଜିଟିଏମଏସଇ କିଛିଟା ମୂଲ୍ୟଯୁକ୍ତକରିଥାଏ ଏବଂ ପରେ ଉଦ୍ୟୋଗୀମାନଙ୍କୁପ୍ରାଥମିକ ଗ୍ୟାରେଣ୍ଟି ସହିତ ଆର୍ଥିକସହାୟତା ପ୍ରାପ୍ତ କରିବାକୁ ବ୍ୟାଙ୍କସମୂହ /ଅଣବ୍ୟାଙ୍କିଙ୍ଗ ଅର୍ଥଲଗାଣକାରୀ ସଂସ୍ଥାଗୁଡିକନିକଟକୁ ପଠାଇଥାଏ ।” ଶ୍ରୀ ମୁସ୍ତାଫାଆସ୍ଥାପ୍ରକଟ କରି କହିଥିଲେ ଯେ ଏହାଏକ ପରିବର୍ତ୍ତନର ବାହକ ହୋଇପାରେଯେହେତୁ ଏହା କୋରିଆ, ମାଲୟେସିଆ,ଯୁକ୍ତରାଷ୍ଟ୍ର ଆମେରିକା ପ୍ରଭୃତି ରାଷ୍ଟ୍ର ସମେତଆନ୍ତର୍ଜାତିକ ସ୍ତରରେ ସଫଳ ହୋଇଛି ।ଏଥିସହିତ ଏହି ପୋର୍ଟାଲକୁ ଲୋକପ୍ରିୟକରାଇବାକୁ ସେ ଅର୍ଥଲଗାଣକାରୀସଂସ୍ଥାଗୁଡିକୁ ଆହ୍ୱାନ ଦେଇଥିଲେ, କାରଣପୋର୍ଟାଲକୁ ଆସୁଥିବା ଉଦ୍ୟୋଗୀମାନଙ୍କୁପରିସରଭୁକ୍ତ କରିବାରେ ବୃଦ୍ଧି ଘଟାଇବାସେମାନଙ୍କ ହାତରେ ରହିଛି । ଶ୍ରୀ ମୁସ୍ତାଫାଗୁରୁତ୍ୱ ଦେଇ କହିଥିଲେ, ବିଶେଷକରିକୋଭିଡ-୧୯ ସମୟରେଉଦ୍ୟୋଗୀମାନଙ୍କୁ ସେମାନଙ୍କର ଆର୍ଥିକଆବଶ୍ୟକତା ପୂରଣ ନିମନ୍ତେ ଋଣପ୍ରଦାନକାରୀଙ୍କ ନିକଟରେ ପହଞ୍ଚିବାରେଏହା ପୂର୍ଣ୍ଣ ପ୍ରସ୍ତୁତ ଓ ସହାୟତା କରିବାରଅତି ଉତ୍ତମ ସାଧନ ହୋଇଛି । ଋଣପ୍ରଦାନ କ୍ଷେତ୍ରରେ ନିଷ୍ପତ୍ତି ଗ୍ରହଣପ୍ରକ୍ରିୟାରେ ଅର୍ଥଲଗାଣକାରୀ ସଂସ୍ଥାଗୁଡିକଆବଶ୍ୟକ କରୁଥିବା ଅଧିକାଂଶ ତଥ୍ୟଉଡାନ୍‍ ପୋର୍ଟାଲରେ ଉପଲବ୍ଧ କରାଯାଉଛିଏବଂ ସେଗୁଡିକ ଦ୍ରୁତତରନିଷ୍ପତ୍ତିଗ୍ରହଣକାରୀ ପ୍ରକ୍ରିୟା ଏବଂ ତୁରନ୍ତମଞ୍ଜୁରି ନିମନ୍ତେ ବ୍ୟାଙ୍କଗୁଡିକୁ ପଠାଇଦିଆଯାଉଛି । ଅର୍ଥଲଗାଣକାରୀସଂସ୍ଥାଗୁଡିକୁ ସେମାନଙ୍କରଆଭ୍ୟନ୍ତରୀଣ ଋଣ ଯୋଗାଣ ନୀତିମୁତାବକ ବିବିଧ ଋଣ ଉତ୍ପାଦ ସୃଷ୍ଟିକରିବାର ବିକଳ୍ପ ସେମାନଙ୍କୁ ପ୍ରଦାନକରାଯାଉଛି । ଏହିସବୁ ଉତ୍ପାଦ ସୃଷ୍ଟିକରାଯିବା ପରେ ପୋର୍ଟାଲଆପେଆପେ ନିଜସ୍ୱ ସ୍ତରରେଉତ୍ପାଦ ପାଇଁ ଆବେଦନକାରୀମନୋନୟନ ପ୍ରକ୍ରିୟା ଚୂଡାନ୍ତ କରିବାସହିତ ଅର୍ଥଲଗାଣକାରୀ ସଂସ୍ଥାଗୁଡିକୁସେମାନଙ୍କର ଉତ୍ପାଦର ସର୍ତ୍ତାବଳୀ ମୁତାବକବଛାବଛା ଯୋଗ୍ୟ ଉଦ୍ୟୋଗୀଗୁଡିକରତାଲିକା ଯୋଗାଇଦେବ ।‘ଉଡାନ୍‍’ ପୋର୍ଟାଲ ଇତିମଧ୍ୟରେ୩୫ଟି ଅର୍ଥଲଗାଣକାରୀ ସଂସ୍ଥାକୁ ସ୍ଥାନିତକରିସାରିଛି ଯେଉଁମାନେ ଏହି ଯୁଗାନ୍ତକାରୀପୋର୍ଟାଲର ଅଂଶବିଶେଷ ହେବାକୁଯାଉଛନ୍ତି । ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଘରୋଇଉଦ୍ୟୋଗ ବ୍ୟାଙ୍କସମୂହ ଏବଂ ଅଣବ୍ୟାଙ୍କିଙ୍ଗ ଅର୍ଥଲଗାଣକାରୀ ସଂସ୍ଥାଗୁଡିକରଏକ ବିସ୍ତୃତ ତାଲିକାକୁ ନେଇଆବେଦନକାରୀ ସିଜିଟିଏମଏସଇରଗ୍ୟାରେଣ୍ଟି ସମର୍ଥନରେ ଋଣ ପାଇବାରବିବିଧ ବିକଳ୍ପ ବାଛିପାରିବେ । ଏହା ଏକଡିଜିଟାଲ ଯାତ୍ରା ହୋଇଥିବାରୁଆବେଦନକାରୀଙ୍କ ଦ୍ୱାରା ମନୋନୀତକରାଯାଉଥିବା ତଥ୍ୟ ଅର୍ଥଲଗାଣକାରୀସଂସ୍ଥାଗୁଡିକୁ ନିର୍ବିଘ୍ନରେ କୋ÷ଣସିଶାରୀରିକ ସଂପୃକ୍ତି ବିନା ଯୋଗାଇଦିଆଯିବ । ଏହି ଡିଜିଟାଲ ଯାତ୍ରାରେଋଣକାରୀମାନେ ଲଗ୍‍ଇନ କରିବା ସହିତସେମାନଙ୍କର ସମ୍ମତି ଥାଇ ବିସ୍ତୃତବିବରଣୀ ଦାଖଲ କରିବେ ଏବଂସେମାନଙ୍କର ଯୋଗ୍ୟତା ଆଧାରରେ ଏକପ୍ରାଥମିକ ଗ୍ୟାରେଣ୍ଟି ପ୍ରମାଣପତ୍ର ପ୍ରଦାନକରାଯିବ, ଆବେଦନକାରୀଙ୍କ ଦ୍ୱାରାମନୋନୀତ ଅର୍ଥଲଗାଣକାରୀ ସଂସ୍ଥାକୁଆବେଦନପତ୍ର ପଠାଇ ଦିଆଯିବ ।ତାହାପରେ ଅର୍ଥଲଗାଣକାରୀ ସଂସ୍ଥା ଋଣମଞ୍ଜୁରୀ ନିମନ୍ତେ ଚୂଡାନ୍ତ ନିଷ୍ପତ୍ତି ନେବାକୁଆବଶ୍ୟକ କାଗଜପତ୍ର ତଦାରଖ କାର୍ଯ୍ୟକରିପାରିବେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...

ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳର କେନ୍ଦୁଝର ଗସ୍ତ

ଭୁବନେଶ୍ୱର, ୧୯.୯(ନିପ୍ର): ଏଆଇସିସିଦ୍ୱାରା ଗଠିତ ଟିମ୍ ଆଜି କେଉଁଝରବନ୍ୟାଂଚଳ ଗ୍ରସ୍ତ କରିବା ସହିତକ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତକରିଥିଲେ । ଟିମ୍ରେ ଥିବା ପୂର୍ବତନ ପିସିସିସଭାପତି ଶ୍ରୀ ଜୟଦେବ ଜେନା...

ୂତନ କିଆ ସୋନେଟର ଶୁଭାରମ୍ଭ

ଭୁବନେଶ୍ୱର, ୧୯/୯ (ନିପ୍ର): କିଆ ମୋଟର୍ସ ପକ୍ଷରୁ ଏହାର ସର୍ବପ୍ରଥମ ଏସୟୁଭି,ନୂତନ କିଆ ସୋନେଟର ଶୁଭାରମ୍ଭ କରାଯାଇଛି । ଏହି ସୋନେଟ ଏଂଟ୍ରି ସ୍ତରରସ୍କାର୍ଟଷ୍ଟ୍ରିମ ଜି୧.୨ ୫ଏମଟି ଭାରିଆଂଟ ୬,୭୧,୦୦୦ଟଙ୍କାର...

କୋଭିଡ କର୍ମଶାଳା ଉଦ୍ଘାଟିତ

ସୁନ୍ଦରପଦା,୧୯ ।୯(ନି.ପ୍ର): ଗତକାଲିି ହାଇଟେକ ପ୍ଲାଜା ସଭାକକ୍ଷରେ ଭୁବନେଶ୍ୱରଉପକଣ୍ଠ ବିକାଶ ମଞ୍ଚ (ଦକ୍ଷିଣ) ଦ୍ୱାରା ପଂଚାୟତସ୍ତରୀୟ ଏକ କୋଭିଡ କର୍ମଶାଳାଅନୁଷ୍ଠିତ ହୋଇଯାଇଛି । ଜଟଣୀ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ...

ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର,୧୯ ।୯(ନି.ପ୍ର): ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଉପଲକ୍ଷେବିଜେପି ପକ୍ଷରୁ ଆରମ୍ବ ହୋଇଛି ସେବାସପ୍ତାହ । ଏହି ଅବସରରେ ଗାମ ଜିଲ୍ଲାବିଜେପି ପକ୍ଷରୁ ସେବ ସପ୍ତାହ ପାଳନନେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ...