18 C
Bhubaneswar
Wednesday, November 25, 2020

ସାରର ସୁଷମ ବ ନ ଦିଗରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ବ୍ରହ୍ମପୁର,୨୬ ।୮(ନି.ପ୍ର): ଗଞ୍ଜାମ ଜିଲ୍ଲାର·ଷୀଙ୍କୁ କିପରି ସାର ଯୋଗାଇ ଦିଆଯିବଏବଂ କଳା ବଜାରୀକୁ ରୋକା ଯାଇପାରିବସେଥି ସକାଶେ ଆଜି ଗଞ୍ଜାମ ଜିଲ୍ଲାପାଳବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର,ଏ.ଆର୍.ସି.ଏସ୍., ଏସ୍.ଏ.ଆର୍.ସି.ଏସ୍.,ଆଇ.ସି.ଏସ୍., ଏମ୍.ଆଇ. ଓ ଆଇ.ଏସ୍ମାନଙ୍କସହିତ ·ଷୀ ମାନଙ୍କର ପଞ୍ଜାକରଣଏବଂ ସାରର ସୁଷମ ବଣ୍ଟନ ନେଇଆଲୋଚନା କରିଥିଲେ । ବିଗତ ବର୍ଷ ୧ଲକ୍ଷ ୩୪ ହଜାର ୪୬୨ ·ଷୀପଞ୍ଜିକରଣ କରିଥିବା ସ୍ଥଳେ ଚଳିତ ବର୍ଷଏ ଯାବô ୬୬ ହଜାର ୭୬୯ ଜଣ ·ଷୀପଞ୍ଜିକରଣ କରିଛନ୍ତି । ଯାହାକି ଶତକଡା୪୮.୮୭ ପ୍ରତିଶତ । କରୋନା ପ୍ରଭାବଯୋଗୁଁ ·ଷୀଙ୍କ ପଞ୍ଜିକରଣ କମ୍ ହେଇଥିବାଜଣାଯାଏ । ଜିଲ୍ଲାର ଅନେକ ବ୍ଲକ୍ରେଶତକଡା ୫୦ ପ୍ରତିଶତ ·ଷୀ ପଞ୍ଜିକରଣକରିଛନ୍ତି । ଚଳିତ ମାସ ୩୧ ତାରିଖସୁଦ୍ଧା ·ଷୀମାନଙ୍କୁ ପଞ୍ଜିକରଣ କରିବାସକାଶେ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।ସମସ୍ତ ·ଷୀ ଯେପରି ପଞ୍ଜିକରଣ ହେବେସେଥି ନିମନ୍ତେ ଦୃଷ୍ଟି ଦେବାକୁ ଉପସ୍ଥିତସମସ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳନିଦେ୍ର୍ଦଶ ଦେଇଥିଲେ । ଜିଲ୍ଲା ନିମନ୍ତେଆବଶ୍ୟକ ହେଉଥିବା ସାର ଉପଲବ୍ଧକରିବା ସକାଶେ ରାଜ୍ୟ ସରକାରଙ୍କ ସହିତଯୋଗାଯୋଗ କରିବାକୁ କୃଷି ବିଭାଗୀୟଅଧିକାରୀଙ୍କୁ ଜିଲ୍ଲାପାଳ ଜଣାଇଥିଲେ ।ସାରର କଳାବଜାରୀ ରୋକିବା ନିମନ୍ତେଚଢାଉ କରିବା ସକାଶେ ସମସ୍ତଉପଜିଲ୍ଲାପାଳ, ତହସିଲଦାର ଏବଂ କୃଷିବିଭାଗର ଅଧିକାରୀଙ୍କୁ ଜଣାଇଥିଲେ ।ସାରର ସୁଷମ ବଣ୍ଟନ ଯେପରିହୋଇପାରିବ ସେଥିସକାଶେକାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ପାଇଁଜିଲ୍ଲାପାଳ କହିଥିଲେ । ସାଧାରଣ ସୁଷମବଣ୍ଟନ ପ୍ରକ୍ରିୟା ସମୟରେହିତାଧିକାରୀମାନଙ୍କ ଦ୍ୱାରା ଯେପରିସାମାଜିକ ଦୂରତା ବଜାୟ ରହିବ ଓ ମାସ୍କପରିଧାନ ପ୍ରତି ଗୁରୁତ୍ୱ ଦେବାକୁ ଯୋଗାଣଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଅବଗତକରାଇଥିଲେ । ଆଲୋଚନାରେ ଅତିରିକ୍ତଜିଲ୍ଲାପାଳ ଅମୀୟ କୁମାର ସାହୁ, ଛତ୍ରପୁରଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି,ସମବାୟ ଉପ ନିବନ୍ଧକ ବ୍ରହ୍ମପୁର ଡିଭିଜନ୍ବିଶ୍ୱ ରଞ୍ଜନ ଦାଶ, କୃଷି ବିଭାଗୀୟଉପନିଦେ୍ର୍ଦଶକ କାଶୀନାଥ ଖୁଣ୍ଟିଅ ।, ମୁଖ୍ୟଜିଲ୍ଲା ଯୋଗାଣ ଅଧିକାରୀ ଉମାଶଙ୍କରପତି, ଯୋଗାଣ ଅଧିକାରୀ ଉଷାମୁଣ୍ଡା,ଅତିରିକ୍ତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ରକୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -ସାରର ସୁଷମ ବ ନ ଦିଗରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

More articles

LEAVE A REPLY

Please enter your comment!
Please enter your name here

- Advertisement -ସାରର ସୁଷମ ବ ନ ଦିଗରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...