27 C
Bhubaneswar
Sunday, September 20, 2020

ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ହେବେ ଭିନ୍ନକ୍ଷମ

Must read

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ନୂଆଦିଲ୍ଲୀ,୨୬ ।୮(ନି.ପ୍ର): ୨୦୧୩ଜାତୀୟ ଖାଦ୍ୟ ସୁରକ୍ଷା ଅ ।ଇନରେ ସମସ୍ତଯୋଗ୍ୟ ଭିନ୍ନକ୍ଷମଙ୍କୁ ସାମିଲ କରିବା ପାଇଁକେନ୍ଦ୍ର ଖାଦ୍ୟ ଓ ଯୋଗାଣ ଏବଂ ସାଧାରଣବଣ୍ଟନ ବିଭାଗ ସଚିବ ସବୁ ରାଜ୍ୟ ତଥାକେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁଚିଠି ଲେଖିଛନ୍ତି । ଏସବୁ ବ୍ୟକ୍ତିବିଶେଷଯେପରି ଏହି ଯୋଜନାର ଲାଭ ପାଅ ।ନ୍ତିତାହା ତୁରନ୍ତ ନିଶ୍ଚିତ କରିବା ପାଇଁ ସେସଂପୃକ୍ତ ମୁଖ୍ୟ ସଚିବମାନଙ୍କୁ ବ୍ୟକ୍ତିଗତଭାବେ ଦେଖିବାକୁ ଅନୁରୋଧ କରିଛନ୍ତି ।ଏହି ଚିଠିରେ କୁହାଯାଇଛି ଯେ ସଂପୃକ୍ତବର୍ଗର ଲୋକମାନଙ୍କୁ ଯୋଜନାରେଅବିଳମ୍ବେ ଅନ୍ତର୍ଭୁକ୍ତ କରିବା ପାଇଁ ଉପଯୁକ୍ତବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ କରିବାକୁପଡିବ । କୌଣସି ପରିସ୍ଥିତିରେ ଏହିକେନ୍ଦ୍ରୀୟ ନିଦେ୍ର୍ଦଶକୁ ପାଳନ କରିବାରେବିଳମ୍ବ ହେବାକୁ ଦିଅ ।ଯିବ ନାହିଁ । ପୂର୍ବରୁଅଗଷ୍ଟ ୨୨ ତାରିଖରେ ଏହି ମର୍ମରେକେନ୍ଦ୍ର ଯୋଗାଣ ଓ ଖାଉଟି କଲ୍ୟାଣମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡିକୁ ନିଦେ୍ର୍ଦଶଦିଅ ।ଯାଇଥିଲା । ସଂପୃକ୍ତ ଭିନ୍ନକ୍ଷମମାନଙ୍କୁତୁରନ୍ତ ଚିହ୍ନଟ କରି ଖାଦ୍ୟ ନିରାପ ।ଆଇନରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରିବାସହିତ ଖାଦ୍ୟଶସ୍ୟ ଯୋଗାଣ ତଥାପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାବ୍ୟବସ୍ଥା ଅନୁସାରେ ସେ ବାବଦଖାଦ୍ୟଶସ୍ୟ ଯୋଗାଣ ନିଶ୍ଚିତ କରିବା ପାଇଁକୁହାଯାଇଥିଲା । ଅଗଷ୍ଟ ୨୨ ତାରିଖରଏହି ଚିଠିରେ କୁହାଯାଇଥିଲା ଯେଯେଉଁମାନେ ଖାଦ୍ୟ ସୁରକ୍ଷା ଯୋଜନାରେଏପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ ହୋଇନାହାନ୍ତିସେମାନଙ୍କୁ ଯୋଗ୍ୟତା ଭିତ୍ତିରେ ସାନିରାସନକାର୍ଡ ତକ୍ରାଳ ଯୋଗାଇ ଦେବାକୁପଡିବ । ଏଥିରେ ଅ ।ହୁରି ମଧ୍ୟକୁହାଯାଇଥିଲା ଯେ ଭିନ୍ନକ୍ଷମଙ୍କ ସ୍ଥିତିକୁଆଧାର କରି ବ୍ୟକ୍ତିବିଶେଷଙ୍କୁଅନ୍ତ୍ୟୋଦୟ ଅନ୍ନ ଯୋଜନା ହିତାଧିକାରୀତାଲିକାରେ ଅନ୍ତର୍ଭୁକ୍ତ କରାଯାଇପାରିବ ।ଭିନ୍ନକ୍ଷମମାନେ ଦୁର୍ବଳ ଓ ଅସହାୟ ବର୍ଗରହୋଇଥିବାରୁ ସେମାନଙ୍କୁ ଏହି ସୁବିଧାଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରସ୍ପଷ୍ଟ ନିଦେ୍ର୍ଦଶ ଦେଇଥିଲେ । ରାଜ୍ୟସରକାରମାନେ ବିଭିନ୍ନ କଲ୍ୟାଣକାରୀଯୋଜନାରେ ହିତାଧିକାରୀବାଛିବାବେଳେ ଭିନ୍ନକ୍ଷମମାନଙ୍କୁଅଗ୍ରାଧିକାର ବର୍ଗରେ ବିବେଚିତ କରିବାପାଇଁ କେନ୍ଦ୍ର ସରକାର ପରାମର୍ଶଦେଇଛନ୍ତି । ଜାତୀୟ ଖାଦ୍ୟ ନିରାପତ୍ତାଆଇନର ଧାରା ୩୮ ଅନୁସାରେ କେନ୍ଦ୍ରସରକାର ଏହାର କାର୍ଯ୍ୟକାରିତା ସଂପର୍କରେରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁବିଭିନ୍ନ ସମୟରେ ଅ ।ବଶ୍ୟକ ନିଦେ୍ର୍ଦଶଓ ପରାମର୍ଶ ଦେଇଥାନ୍ତି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ଉନ୍ନୟନ ବ୍ୟୟ ନୈରାଶ୍ୟ ଜନକ

ଭୁବନେଶ୍ୱର,୧୮ ।୯(ନି.ପ୍ର):ଉନ୍ନୟନ କାର୍ଯ୍ୟ ପାଇଁ ପାଣ୍ଠି ମହଜୁଦଥିବାବେଳେ ଅଧିକାଂଶ ବିଭାଗ କିନ୍ତୁ ଅର୍ଥଖର୍ଚ୍ଚ କରିପାରୁ ନାହାନ୍ତି । ଏଭଳିନୈରାଶ୍ୟଜନକ ବ୍ୟୟ ଏବେ ରାଜ୍ୟସରକାରଙ୍କୁ ଚିନ୍ତାରେ...