24 C
Bhubaneswar
Wednesday, November 25, 2020

ଫିନାଇଲର ମାସିକ ବିକ୍ରି ୪.୫ ରୁ ୬ କୋଟି ଟଙ୍କାକୁ ବୃଦ୍ଧି

Must read

ଆର୍ଥିକ ନିରାପତ୍ତା ଦେଇଛି ମାଛଚାଷ ।

ଭୁବନେଶ୍ଵର,୨୫ ।୧୧;ମହିଳାସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ମାଛଚାଷ ଜରିଆରେ ନିଜର ଆର୍ଥିକ ନିରାପତ୍ତାକୁ ସୁଦୃଢ କରିପାରିଛନ୍ତି । ଏହାର ଏକ ଉଦାହରଣା ତ୍ସାହିତ କରିଆସୁଛି...

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫/୧୧:ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ ଫସିଥିବା...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ନୂଆଦିଲ୍ଲୀ,୨୬ ।୮(ପିଆଇବି): ବେଙ୍ଗଲ କେମିକାଲ୍ସ ଅ ।ଣ୍ଡଫାର୍ମାସ୍ୟୁଟିକାଲ୍ ଲିମିଟେଡ୍ (ବିସିପିଏଲ୍), ସାର ଏବଂ ରସାୟନମନ୍ତ୍ରଣାଳୟ ଅଧୀନରେ ଥିବା ଏକ ରାଷ୍ଟ୍ରାୟ ଉଦ୍ୟୋଗ, କୋଭିଡ-୧୯ ମହାମାରୀ ସମୟରେ ·ହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଉତ୍ପାଦନକାର୍ଯ୍ୟ ଜାରି ରଖିଛି । ଗୋଟିଏ ଦିନରେ ୫୧,୯୬୦ ବୋତଲଫିନାଇଲ ଉତ୍ପାଦନ କରି ଏହା ଏକ ସର୍ବକାଳୀନ ରେକର୍ଡ ସୃଷ୍ଟିକରିଛି । ପଶ୍ଚିମବଙ୍ଗର ଉ ର ୨୪-ପ୍ରଗଣା ପାନିହାତିସ୍ଥିତ ବିସିପିଏଲ୍,ୟୁନିଟ୍ ଏହି ସଫଳତା ହାସଲ କରିଛି । କେନ୍ଦ୍ର ରସାୟନ ଏବଂସାର ମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡା ଏହି ସର୍ବକାଳୀନ ରେକର୍ଡଉତ୍ପାଦନ ପାଇଁ କମ୍ପାନୀର ପରି·ଳନା କର୍ତ୍ତୃପକ୍ଷ ଏବଂକର୍ମ·ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିସିପିଏଲ୍ ନିଦେ୍ର୍ଦଶକ(ଅର୍ଥ) ପି. ଏମ ଚନ୍ଦ୍ରିୟା କହିଛନ୍ତି ଯେ ଏହା ବିସିପିଏଲର ୧୨୦ବର୍ଷର ପୁରୁଣା ଇତିହାସରେ ଏକ ସର୍ବକାଳୀନ ରେକର୍ଡ । ଜୁଲାଇ୨୦୨୦ରେ ଅ ।ମେ ଗୋଟିଏ ଦିନରେ ୩୮,୦୦୦ ଫିନାଇଲବୋତଲ ଉତ୍ପାଦନ କରିବାରେ ସଫଳ ହୋଇଥିଲୁ । ଏକ ମାସମଧ୍ୟରେ କମ୍ପାନୀ ଏହାକୁ ଆହୁରି ବୃଦ୍ଧି କରି ବର୍ତ୍ତମାନ ଗୋଟିଏଦିନରେ ୫୦,୦୦୦ରୁ ଅଧିକ ବୋତଲ ଫିନାଇଲ ଉତ୍ପାଦନକରିପାରିଛି । ଅଗଷ୍ଟ ୨୩, ୨୦୨୦ରେ ୫୧,୯୬୦ ବୋତଲଉତ୍ପାଦନ କରାଯାଇଥିଲା । ବିସିପିଏଲ କହିଛି, ଯେ କୋଭିଡ-୧୯ ମହାମାରୀ ପୂର୍ବରୁ ଏହା ପ୍ରତିଦିନ ୧୫,୦୦୦ ବୋତଲଉତ୍ପାଦନ କରୁଥିଲା । ଫିନାଇଲର ମାସିକ ବିକ୍ରି ୩ ରୁ ୩.୫କୋଟି ଟଙ୍କା ଥିଲା । କୋଭିଡ ସଂକ୍ରମଣ ପରେ ଏହା ମାସକୁ୪.୫ ରୁ ୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଯାହା ଏହି ଉତ୍ପାଦର·ହିଦାକୁ ସ୍ପଷ୍ଟ ପ୍ରମାଣିତ କରୁଛି । ଏହି ସ୍ୱଚ୍ଛତା ଉତ୍ପାଦର ବ୍ୟାପକ·ହିଦାକୁ ପୂରଣ କରିବା ପାଇଁ କୋଭିଡ ମହାମାରୀ ପରିସ୍ଥିତିରେମଧ୍ୟ କର୍ମ·ରୀମାନେ ଅକ୍ଟୋବର ୨୦ (ପୂଜା ଛୁଟି) ପର୍ଯ୍ୟନ୍ତ ସମସ୍ତରବିବାର ଏବଂ ଛୁଟିଦିନରେ ଦୁଇଟି ସିଫ୍ଟରେ କାର୍ଯ୍ୟ କରିବେ ।ବେଙ୍ଗଲ କେମିକାଲ୍ସ ଅ ।ଣ୍ଡ ଫାର୍ମାସ୍ୟୁଟିକାଲ୍ ଲିମିଟେଡ୍ ହେଉଛିଭାରତର ପ୍ରଥମ ଫାର୍ମାସୁ୍ୟଟିକାଲ୍ କମ୍ପାନୀ ଯାହା ଅନେକ ଘରକରଣା, ଫାର୍ମା ଏବଂ ଶିଳ୍ପ ସଂସ୍ଥା ପାଇଁ ଉତ୍ପାଦ ପ୍ରସ୍ତୁତ କରେ ।

- Advertisement -ଫିନାଇଲର ମାସିକ ବିକ୍ରି ୪.୫ ରୁ ୬ କୋଟି ଟଙ୍କାକୁ ବୃଦ୍ଧି

More articles

LEAVE A REPLY

Please enter your comment!
Please enter your name here

- Advertisement -ଫିନାଇଲର ମାସିକ ବିକ୍ରି ୪.୫ ରୁ ୬ କୋଟି ଟଙ୍କାକୁ ବୃଦ୍ଧି

Latest article

ଆର୍ଥିକ ନିରାପତ୍ତା ଦେଇଛି ମାଛଚାଷ ।

ଭୁବନେଶ୍ଵର,୨୫ ।୧୧;ମହିଳାସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ମାଛଚାଷ ଜରିଆରେ ନିଜର ଆର୍ଥିକ ନିରାପତ୍ତାକୁ ସୁଦୃଢ କରିପାରିଛନ୍ତି । ଏହାର ଏକ ଉଦାହରଣା ତ୍ସାହିତ କରିଆସୁଛି...

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫/୧୧:ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ ଫସିଥିବା...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଚାଷୀଙ୍କ ବିକାଶ ପାଇଁ ଦିଆଯାଇଥିବା ଟିପ୍ପଣୀ ବାସ୍ତବଠୁୁ ସମ୍ପୂର୍ଣ୍ଣ ଭିନ୍ନ .

ଭୁବନେଶ୍ବର,୨୫/୧୧; କେନ୍ଦ୍ର ବିଜେପିସରକାର କୃଷି କୃଷକର ବିକାଶ ପାଇଁ ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହେବା ପରେ...