20.1 C
Bhubaneswar
Sunday, November 29, 2020

ରୋଟାରୀ କ୍ଲବ ଉକ୍ରଳ ପକ୍ଷରୁଗଣମାଧ୍ୟମ ପ୍ରତିନିଧିଙ୍କୁ ମାସ୍କ ବଣ୍ଟନ

Must read

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଭୁବନେଶ୍ୱର,୨୬ ।୮(ନି.ପ୍ର): ରୋଟାରୀ କ୍ଲବ ଭୁବନେଶ୍ୱର ଉକ୍ରଳ ପକ୍ଷରୁମହାମାରୀ କରୋନାର ସୁରକ୍ଷା ପାଇଁ ଆଜି ଅପରାହ୍ନରେ ଗଣମାଧ୍ୟମ ପ୍ରତିନିଧିଙ୍କଉଦେ୍ଦଶ୍ୟରେ ମାସ୍କ ବଣ୍ଟନ କରାଯାଇଛି । ଏହି ଉପଲକ୍ଷେ ବୈଦୁ୍ୟତିକ ଗଣମାଧ୍ୟମନୁ୍ୟଜ୍ – ୭ ର ମୁଖ୍ୟ କାର୍ଯ୍ୟାଳୟ ଜାଗମରା ଠାରେ ରୋଟାରିଆନ୍ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ନୁ୍ୟଜ୍ – ୭ ର ମୁଖ୍ୟ ପ୍ରଶାସକ ସୁନିଲ୍ କୁମାର ଦାସଙ୍କୁ ମାସ୍କପ୍ରଦାନ କରିଥିଲେ । ଏକ ସଂକ୍ଷିପ୍ତ ଉତ୍ସବରେ ଡ. ଜ୍ଞାନେନ୍ଦ୍ର କହିଲେ ଯେ ବିଶ୍ୱରଏହି ବିପତ୍ତି ସମୟରେ ନିଜକୁ ନିଜେ ସୁରକ୍ଷିତ ରଖିବା ସହ ନିଜ ପରିବାରସୁରକ୍ଷା ଦାୟିତ୍ୱକୁ ପ୍ରାଥମିକତା ଦେବାକୁ ସେ ସମସ୍ତ କର୍ମକର୍ତ୍ତା ଓ କର୍ମଚାରୀ ବନ୍ଧୁମାନଙ୍କୁନିବେଦନ କରିଥିଲେ ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ରୋଟାରୀ କ୍ଲବ ଉକ୍ରଳର ସଂପାଦକରୋଟାରିଆନ୍ ସମ୍ବିତ୍ ଶତପଥି ସ୍ୱାଗତ ଭାଷଣରେ କହିଲେ ଯେ ଗତ ୫ ମାସ ଧରିଆମ କ୍ଲବ ତରଫରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମାସ୍କ ବଂଟନସହିତ ହସ୍ତଶିଳ୍ପୀ ଓ ଦୁଃସ୍ଥ କଳାକାର ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନକରାଯାଉଛି । ନୁ୍ୟଜ୍ – ୭ ର କର୍ମକର୍ତା ଶ୍ରୀ ଦାସ କହିଲେ ଯେ ରୋଟାରୀକ୍ଲବ ଉକ୍ରଳର ଏହି କାର୍ଯ୍ୟ ଅନ୍ୟ ସମାଜସେବୀ ସଂସ୍ଥା ପାଇଁ ଉଦାହରଣ ସୃଷ୍ଟିକରିବ । ଶେଷରେ ରୋଟାରିଆନ୍ ଆଶିଷ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ରୋଟାରୀଆନ୍ ସଂଜୀବ ମହାପାତ୍ର, ନୁ୍ୟଜ-୭ ର ବରିଷ୍ଠକର୍ମକର୍ତା ଦେବ ନାରାୟଣ ସେଠୀ, ସୁକାନ୍ତ ରାଉତରାୟ, ମିହିର ଦାସ, ସୌଭାଗ୍ୟଲକ୍ଷ୍ମୀ, ସିଦ୍ଧାର୍ଥ ରାୟ, ଅମର ପ…ନାୟକ, ଲକ୍ଷ୍ମୀକ୍ଷର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -ରୋଟାରୀ କ୍ଲବ ଉକ୍ରଳ ପକ୍ଷରୁଗଣମାଧ୍ୟମ ପ୍ରତିନିଧିଙ୍କୁ ମାସ୍କ ବଣ୍ଟନ

More articles

LEAVE A REPLY

Please enter your comment!
Please enter your name here

- Advertisement -ରୋଟାରୀ କ୍ଲବ ଉକ୍ରଳ ପକ୍ଷରୁଗଣମାଧ୍ୟମ ପ୍ରତିନିଧିଙ୍କୁ ମାସ୍କ ବଣ୍ଟନ

Latest article

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଡିସେମ୍ବର ୧ ରୁ ଓଡିଶାର ମେଡିକାଲ କଲେଜଗୁଡ଼ିକ ଖୋଲିବ |

ଭୁବନେଶ୍ୱର: ଡିସେମ୍ବର ୧ ରୁ ମେଡିକାଲ କଲେଜ ଖୋଲିବା ଏବଂ ପରୀକ୍ଷା ପରିଚାଳନାରେ ସମାନତା ନିଶ୍ଚିତ କରିବାକୁ ଓଡିଶା ସରକାର ଶୁକ୍ରବାର ଦିନ ନିଷ୍ପତ୍ତି...