18 C
Bhubaneswar
Tuesday, November 24, 2020

ସରକାରଙ୍କ ଆଇନ ସଚେତନତା ଶିବିର

Must read

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ମାଲକାନଗିରି,୨୬/୮(ନି.ପ୍ର): ଜିଲ୍ଲାଆଇନ ସେବା ପ୍ରାଧିକାରଣ ମାଲକାନଗିରିଆନୁକୂଲ୍ୟରେ ଅନଲାଇନ ମାଧ୍ୟମରେକେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସମାଜମଙ୍ଗଳ ଯୋଜନା ଆଇନ ସଚେତନଶିବିର ଅନୁଷ୍ଠିତ ହୋଇଯାଇଛି । ଏହିକାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରୁ ଜିଲ୍ଲାଅ ।ଇନ ସେବା ପ୍ରାଧିକାରଣସଚିବ ତଥାସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତବି·ରପତି ଅମରେଶ ନାୟକ, ଡ଼ଃରଞ୍ଜନ କୁମାର ସ୍ୱାଇଁ ଅଧ୍ୟାପକମାଲକାନଗିରି କଲେଜ ଅନଲାଇନମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଦ୍ୱାରା ପ୍ରଦ ବିଭିନ୍ନ ସମାଜ ମଙ୍ଗଳଯୋଜନା ଉପସ୍ଥିତ ଥିବା ଜନସାଧାରଣସ୍ୱେଚ୍ଛାସେବୀ ଓ ମହାବିଦ୍ୟାଳୟରଛାତ୍ରଛାତ୍ରୀଙ୍କୁ ଅ ।ଲୋକପାତ କରିଥିଲେ ।କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା,ଦିନଦୟାଲ ଉପାଧ୍ୟୟ ଗ୍ରାମୀଣ କୌଶଳଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମୀଣଯୋଜନା, ଇନ୍ଦିରା ଗାନ୍ଧୀ ମାତୃତ୍ୱସହଯୋଗ ଯୋଜନା, ମଧ୍ୟାନ ଭୋଜନଯୋଜନା, ରାଜ୍ୟ ସରକାରଙ୍କ କୃଷକକଲ୍ୟାଣ ଯୋଜନା, ମଧୁବାବୁ ପେନସନଯୋଜନା, ବିଜୁ କୃଷକ କଲ୍ୟାଣଯୋଜନା, ଏପରି ଯୋଜନା ସମାଜରେଜନସାଧାରଣଙ୍କ ବଞ୍ଚôବା ଓ ରହିବା ପାଇଁଆବଶ୍ୟକୟ କିଶୋର ନ୍ୟାୟ(ଶିଶୁମାନଙ୍କଯତ୍ନ ଓ ସୁରକ୍ଷା) ଅଧିନିୟମ,ବାଧ୍ୟତାମୂଳକ ଶିକ୍ଷାଗତ ଅଧିକାରଅଧିନିୟମ, କନ୍ୟା ସନ୍ତାନର ମହତ୍ତ୍ୱ, ପ୍ରାକଗର୍ଭଧାରଣ ଓ ପ୍ରାକ ପ୍ରସୂତି ନିଦାନକୌଶଳ ଅଧିନିୟମ ଉପରେ ବିସ୍ତ୍ରୁତଭାବରେ ଅ ।ଲୋକପାତ କରିଥିଲେ ।ପାରିବାରିକ ଘରୋଇ ହିଂସା, ଯୌତୁକନିର୍ଯାତନା, ଲିଙ୍ଗ ନିରୂପଣ ଏପରିକ୍ଷେତ୍ରରେ କିପରି ଜଣେ ମହିଳା ନିଜକୁସୁରକ୍ଷା କରିବେ ସେ ସମ୍ପର୍କରେ ବିସ୍ତ୍ରୁତଭାବେ ଆଲୋକପାତ କରିଥିଲେ ।ସେହିପରି ମହିଳାଙ୍କ ସମ୍ପତ୍ତିଗତଅଧିକାର, ସାମ୍ବିଧାନିକ ଅଧିକାରଭରଣପୋଷଣ ଆଇନ ଭଳି ବିଭିନ୍ନଦିଗରେ ଆଲୋକପାତ କରିଥିଲେ ।ଶେଷରେ ଆଇନସେବା ପ୍ରାଧିକରଣସଚିବ ସରକାରଙ୍କ ଦ୍ୱାରା ପ୍ରଦ ବିଭିନ୍ନଜନ ମଙ୍ଗଳକାରୀ ଯୋଜନା ସମ୍ପର୍କରେଅବଗତ କରିବା ସହିତ ଆଇନସେବାପ୍ରାଧିକରଣ କାର୍ଯ୍ୟକ୍ରମ ଯେପରି ମାଗଣାଆଇନସେବା, ମଧ୍ୟସ୍ଥିତା ଓ ଅ ।ପୋଷମିଳାମିଶା ମାଧ୍ୟମରେ ମାମଲା ଓସମାଧାନ ଏବଂ ଜାତୀୟ ଆଇନସେବା ପ୍ରାଧିକାରଣ ଦ୍ୱାରା ପ୍ରଦ ୧୦ଟିନୂଆ ଯୋଜନା ସମ୍ପର୍କରେ ମଧ୍ୟଆଲୋଚନା କରିଥିଲେ । ଏବଂବର୍ତ୍ତମାନ ·ଲିଥିବା କରୋନାମହାମାରିରୁ କିପରି ନିଜକୁ ସୁରକ୍ଷାକରିପାରିବା ତାହା ଉପରେ ମଧ୍ୟ ବିସ୍ତ୍ରୁତଆଲୋକପାତ କରିଥିଲେ

- Advertisement -ସରକାରଙ୍କ ଆଇନ ସଚେତନତା ଶିବିର

More articles

LEAVE A REPLY

Please enter your comment!
Please enter your name here

- Advertisement -ସରକାରଙ୍କ ଆଇନ ସଚେତନତା ଶିବିର

Latest article

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଓଡିଶା ରାଜ୍ୟପାଳଙ୍କ ପତ୍ନୀ ସୁଶୀଲା ଦେବୀଙ୍କ ଦେହାନ୍ତ ।

ଭୁବନେଶ୍ୱର: ରାଜ୍ୟର ପ୍ରଥମ ମହିଳା ତଥା ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କ ପତ୍ନୀ ସୁଶୀଲା ଦେବୀ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ...