24 C
Bhubaneswar
Wednesday, November 25, 2020

ଦେଶର ୭୦୨ ଜିଲ୍ଲା ପଞ୍ଜୀକୃତ

Must read

ଆର୍ଥିକ ନିରାପତ୍ତା ଦେଇଛି ମାଛଚାଷ ।

ଭୁବନେଶ୍ଵର,୨୫ ।୧୧;ମହିଳାସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ମାଛଚାଷ ଜରିଆରେ ନିଜର ଆର୍ଥିକ ନିରାପତ୍ତାକୁ ସୁଦୃଢ କରିପାରିଛନ୍ତି । ଏହାର ଏକ ଉଦାହରଣା ତ୍ସାହିତ କରିଆସୁଛି...

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫ ।୧୧ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ନୂଆଦିଲ୍ଲୀ,୨୬ ।୮(ପିଆଇବି): ଲୋକପ୍ରଶାସନ କ୍ଷେତ୍ରରେ ଉକ୍ରର୍ଷ ପାଇଁ ଭାରତସରକାର ୨୦୦୬ରୁ ପ୍ରଧାନମନ୍ତ୍ରୀ ଉକ୍ରର୍ଷପୁରସ୍କାର ପ୍ରବ ର୍ନ କରିଛନ୍ତି । ତଦନୁସାରେଅସାଧାରଣ କାର୍ଯ୍ୟ, ନବସୃଜନ ଓଅନ୍ୟାନ୍ୟ ଉକ୍ରୃଷ୍ଟ କାର୍ଯ୍ୟ କରୁଥିବା ରାଜ୍ୟଓ କେନ୍ଦ୍ର ସରକାରଙ୍କ ଜିଲ୍ଲା/ପ୍ରତିଷ୍ଠାନଗୁଡିକଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତହୋଇଥାନ୍ତି । ୨୦୧୪ରେ ଏହିପୁରସ୍କାର ବ୍ୟବସ୍ଥାର ପୁର୍ନଗଠନକରାଯାଇଥିଲା । ସେଥିରେ ଅଗ୍ରାଧିକାରକାର୍ଯ୍ୟକ୍ରମ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକରୁଥିବା ଜିଲ୍ଲାପାଳ, ନବସୃଜନ କାର୍ଯ୍ୟଏବଂ ଆକାଂକ୍ଷୀ ଜିଲ୍ଲାଗୁଡିକୁ ଏହି ପୁରସ୍କାରପ୍ରଦାନର ବ୍ୟବସ୍ଥା ହୋଇଥିଲା ।୨୦୨୦ରେ ଏହି ଯୋଜନାକୁ ଅ ।ହୁରିପରିବ ର୍ନ ଓ ବ୍ୟାପକ କରାଯାଇଛି ।ଯେଉଁ ଜିଲ୍ଲାର ଜିଲ୍ଲାପାଳ ନିଜ ଜିଲ୍ଲାରଅ ।ର୍ଥିକ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟଭୂମିକା ଗ୍ରହଣ କରୁଥିବେ ସେମାନଙ୍କୁ ଏହିପୁରସ୍କାର ପ୍ରଦାନ କରିବାକୁ ମଧ୍ୟ ବ୍ୟବସ୍ଥାକରାଯାଇଛି । ୨୦୨୦ ବର୍ଷର ଏହିପୁରସ୍କାର ଅ ।ସନ୍ତା ୩୧ ତାରିଖରେରାଷ୍ଟ୍ରୀୟ ଏକତା ଦିବସ ଅବସରରେଗୁଜରାଟର କେୱାଡିଅ ।ଠାରେ ଥିବା ଷ୍ଟାଚୁ୍ୟଅଫ୍ ୟୁନିଟଠାରେ ପ୍ରଦାନ କରାଯିବ ।୨୦୨୦ ବର୍ଷ ପାଇଁ ଲୋକ ପ୍ରଶାସନକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେପ୍ରଧାନମନ୍ତ୍ରୀ ପୁରସ୍କାର ଯେଉଁମାନେପାଇବେ ସେମାନେ ପ୍ରାୟତଃ କେନ୍ଦ୍ରୀୟସିଭିଲ ସେବାର ଅଧିକାରୀ । ସେମାନଙ୍କୁନିମ୍ନ ବର୍ଗରେ ବିବେଚିତ କରାଯିବ ।ଅଗ୍ରାଧିକାର କ୍ଷେତ୍ରକୁ ଋଣ ଯୋଗାଣବ୍ୟବସ୍ଥା କରି ଯେଉଁମାନେ ସମାବେଶୀବିକାଶରେ ସହାୟକ ହୋଇଛନ୍ତିସେମାନେ ଏହି ପୁରସ୍କାର ପାଇବେ ।ଜନଭାଗିଦାରୀ ଭିତ୍ତିରେ ଯେଉଁମାନେ ଜନଅ ।ନେ୍ଦାଳନକୁ ପ୍ରୋତ୍ସାହିତ କରୁଛନ୍ତି ଏବଂଉଭୟ ସହର ଓ ଗ୍ରାମାଞ୍ଚଳର ସ୍ୱଚ୍ଛ ଭାରତଅଭିଯାନରେ ନିଜ ଜିଲ୍ଲା ପାଇଁଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ସେମାନେମଧ୍ୟ ଏଥିପାଇଁ ବିବେଚିତ ହେବେ ଏବଂନିଜ ଜିଲ୍ଲାରେ ସେବା ଯୋଗାଣବ୍ୟବସ୍ଥାରେ ଉଲ୍ଲେଖନୀୟ ଉନ୍ନତି ଅ ।ଣିଲୋକଙ୍କ ଅଭାବ ଅସୁବିଧା ଦୂରକରିବାରେ ପ୍ରମୁଖ ଭୂମିକା ଗ୍ରହଣକରିଥିବା ଜିଲ୍ଲାପାଳ ବା ଜିଲ୍ଲାସ୍ତରୀୟଅଧିକାରୀ ମଧ୍ୟ ଏହି ପୁରସ୍କାର ପାଇଁମନୋନୀତ ହୋଇପାରିବେ । ଏହିପୁରସ୍କାରର ପରିସରକୁ ବଢାଇ ଦିଆଯାଇଏଥିରେ ଜିଲ୍ଲାର ସବୁ ବିକଶମୂଳକ ଓଲୋକ କଲ୍ୟାଣକାରୀ କାର୍ଯ୍ୟକ୍ରମକୁଅନ୍ତର୍ଭୁକ୍ତ କରାଯାଇଛି । ସଂପୃକ୍ତ ଜିଲ୍ଲାରଜିଲ୍ଲାପାଳ ଏହାକୁ ସଫଳ କରିବା ପାଇଁଉପରଲିଖିତ ସର୍ତ୍ତମତେ କି ପ୍ରକାରପଦକ୍ଷେପ ଗ୍ରହଣ କରିଛନ୍ତି ତାହାକୁବି·ରକୁ ନିଅ ।ଯାଇ ପୁରସ୍କାର ନିମନ୍ତେତାଙ୍କ ନାମ ସୁପାରିସ କରାଯିବ ।ସେହିଭଳି ନମାମି ଗଙ୍ଗେ କାର୍ଯ୍ୟକ୍ରମକୁସଫଳ କରିବାରେ ଜିଲ୍ଲାସ୍ତରୀୟଅଧିକାରୀମାନେ କି ପ୍ରକାର ପଦକ୍ଷେପନେଇଛନ୍ତି ତାହାକୁ ବି·ରକୁ ନିଆଯାଇସେମାନଙ୍କୁ ପ୍ରଧାନମନ୍ତ୍ରୀ ଉକ୍ରର୍ଷ ସମ୍ମାନପାଇଁ ମନୋନୀତ କରାଯିବାର ବ୍ୟବସ୍ଥାରହିଛି । ଆକାଂକ୍ଷୀ ଜିଲ୍ଲାଗୁଡିକ ପାଇଁ ଏହିପୁରସ୍କାର ପ୍ରଦାନ କ୍ଷେତ୍ରରେ ଦୁଇ ବର୍ଷତଳେ ସଂପୃକ୍ତ ଜିଲ୍ଲାରେ ଆରମ୍ଭ ହୋଇଥିବାବିକାଶମୂଳକ କାର୍ଯ୍ୟକ୍ରମର ସାମଗ୍ରିକପ୍ରଗତିକୁ ମାପଦଣ୍ଡ ଭାବେ ବି·ରକୁନିଅ ।ଯିବ । ନବସୃଜନ ବର୍ଗରେ ଏହିପୁରସ୍କାର ପାଇଁ ପ୍ରତିବର୍ଷ ପାରମ୍ପରିକଭାବେସର୍ବାଧିକ ମନୋନୟନ ଅ ।ସିଥାଏ ।ପୁରସ୍କାର ପାଇଁ ଅଧିକ ସୁପାରିସ ଆସୁଥିବାରୁଏହାକୁ ଏଥର ୩ଟି ବର୍ଗରେ ବିଭକ୍ତକରାଯାଇଛି । ସେଗୁଡିକ ହେଲା-ଜାତୀୟ, ରାଜ୍ୟ ଓ ଜିଲ୍ଲାସ୍ତର ବା ବର୍ଗ ।ପ୍ରଧାନମନ୍ତ୍ରୀ ପୁରସ୍କାର ପୋର୍ଟାଲ କେନ୍ଦ୍ରମନ୍ତ୍ରୀଜିତେନ୍ଦ୍ର ସିଂହଙ୍କ ଦ୍ୱାରା ୧୭ ଜୁଲାଇ୨୦୨୦ରେ ଉନ୍ମୋଚିତ ହୋଇଥିଲା ୟସେବେଠାରୁ ପ୍ରଶାସନିକ ସଂସ୍କାର ଓସାଧାରଣ ଅଭିଯୋଗ ବିଭାଗ ବିଭିନ୍ନସ୍ତରରୁ ପୁରସ୍କାର ପାଇଁ ଉପଯୁକ୍ତ ବ୍ୟକ୍ତିଙ୍କନାମ ସଂଗ୍ରହ କରୁଛନ୍ତି । ରାଜ୍ୟର ମୁଖ୍ୟସଚିବ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରପ୍ରଶାସକମାନଙ୍କଠାରୁ ସଂପୃକ୍ତବ୍ୟକ୍ତିବିଶେଷଙ୍କ ତଥ୍ୟାବଳୀ, ସଫଳତାଏବଂ ଅନ୍ୟାନ୍ୟ ସୂଚନା ସଂଗ୍ରହକରାଯାଉଛି । ଏହି ମନୋନୟନ ପାଇଁପଞ୍ଜୀକରଣର ଶେଷ ତାରିଖ କରୋନାମହାମାରୀ ଦୃଷ୍ଟିରୁ ଘୁଞ୍ଚାଇ ଅଗଷ୍ଟ ୨୩ରଖାଯାଇଥିଲା । ସାରା ଦେଶର ମୋଟ୭୦୨ଟି ଜିଲ୍ଲା ଏହି ପୁରସ୍କାର ନିମନ୍ତେନିଜ ନାମ ପଞ୍ଜୀକରଣ କରି ଏଥିରେ ଭାଗନେଇଛନ୍ତି । ଦେଶର ମୋଟ ଜିଲ୍ଲାରୁ ୯୫ଶତାଂଶ ଏଥିରେ ଅଂଶଗ୍ରହଣ କରିଛନ୍ତି ।ଏସବୁ ଜିଲ୍ଲାଗୁଡିକ ମଧ୍ୟରୁ ୬୭୮ଟିଜିଲ୍ଲା ପ୍ରଦର୍ଶନ ସୂଚକାଙ୍କ କାର୍ଯ୍ୟକ୍ରମଡିପିଆଇପି ଅନୁସାରେ ମନୋନୟନପତ୍ର ଦେଇଛନ୍ତି । ନବସୃଜନ ବର୍ଗରେ୬୪୬ଟି ଅ ।ବେଦନପତ୍ର ମିଳିଛି ।ସେଥିମଧ୍ୟରୁ ୧୦୪ଟି କେନ୍ଦ୍ର ସରକାରୀପ୍ରତିଷ୍ଠାନର । ରାଜ୍ୟସ୍ତରୀୟଇନୋଭେସନ ବର୍ଗରେ ୬୬୦ଟିଅ ।ବେଦନପତ୍ର ମିଳିଛି । ନମାମିଗଙ୍ଗେକାର୍ଯ୍ୟକ୍ରମରେ ୪୮ଟି ଜିଲ୍ଲା ଭାଗନେଇଥିବାବେଳେ ଦେଶର ୧୧୨ଟିଅ ।କାଂକ୍ଷୀ ଜିଲ୍ଲା ମଧ୍ୟରୁ ୮୧ଟି ଏହିପୁରସ୍କାର ପାଇଁ ଅ ।ବେଦନ କରିଛନ୍ତି ।

- Advertisement -ଦେଶର ୭୦୨ ଜିଲ୍ଲା ପଞ୍ଜୀକୃତ

More articles

LEAVE A REPLY

Please enter your comment!
Please enter your name here

- Advertisement -ଦେଶର ୭୦୨ ଜିଲ୍ଲା ପଞ୍ଜୀକୃତ

Latest article

ଆର୍ଥିକ ନିରାପତ୍ତା ଦେଇଛି ମାଛଚାଷ ।

ଭୁବନେଶ୍ଵର,୨୫ ।୧୧;ମହିଳାସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ମାଛଚାଷ ଜରିଆରେ ନିଜର ଆର୍ଥିକ ନିରାପତ୍ତାକୁ ସୁଦୃଢ କରିପାରିଛନ୍ତି । ଏହାର ଏକ ଉଦାହରଣା ତ୍ସାହିତ କରିଆସୁଛି...

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫ ।୧୧ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଚାଷୀଙ୍କ ବିକାଶ ପାଇଁ ଦିଆଯାଇଥିବା ଟିପ୍ପଣୀ ବାସ୍ତବଠୁୁ ସମ୍ପୂର୍ଣ୍ଣ ଭିନ୍ନ .

ଭୁବନେଶ୍ବର,୨୪ା୧୧; କେନ୍ଦ୍ର ବିଜେପିସରକାର କୃଷି କୃଷକର ବିକାଶ ପାଇଁ ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହେବା ପରେ...