20.1 C
Bhubaneswar
Sunday, November 29, 2020

ଜନମତ ଚିନ୍ତ

Must read

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଚଳିତ ବର୍ଷ ଶେଷ ଭାଗରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁଯାଉଛି । ଏହି ନିର୍ବାଚନରେ ବର୍ତ୍ତମାନର ରାଷ୍ଟ୍ରପତି ରିପବ୍ଲିକାନ ପାର୍ଟୀର ଡୋନାଲ୍ଡ ଟ୍ରମ୍ପଓ ଡେମୋକ୍ରାଟିକ ପାର୍ଟୀର ପ୍ରାର୍ଥୀ ଜୋ ବିଡେନଙ୍କ ମଧ୍ୟରେ ମୁକାବିଲା ହେବାକୁ ଯାଉଛି ।ଏଥିପାଇଁ ଉଭୟ ପକ୍ଷରୁ ପ୍ରଚାର ମଧ୍ୟ ଆରମ୍ଭ ହୋଇଗଲାଣି । ଗତ ଥର ଟ୍ରମ୍ପ ଓଡେମୋକ୍ରାଟିକ ପାର୍ଟୀର ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା ।ସମସ୍ତେ ଆଶା କରୁଥିଲେ ଯେ, ହିଲାରୀ ହିଁ ଏହି ନିର୍ବାଚନରେ ବିଜୟୀ ହେବ । ଅନେକଗଣମାଧ୍ୟମ ହିଲାରୀଙ୍କ ସପକ୍ଷରେ ଜନମତ ଯାଉଛି ବୋଲି ପୂର୍ବାନୁମାନ କରିଥିଲେ ।କିନ୍ତୁ ସବୁ ଆକଳନକୁ ଭୂଲ ପ୍ରମାଣିତ କରି ଟ୍ରମ୍ପ ବାଜି ମାରିନେଲେ । ଏହା ପଛରେତାଙ୍କର ନିର୍ବାଚନୀ ରଣକୋ÷ଶଳ ଏବଂ ପ୍ରଚାର ଅଭିଯାନ ଥିଲା ମୁଖ୍ୟ କାରଣ । ଏଥରମଧ୍ୟ ସେ ନିର୍ବାଚନ ଜିତିବାକୁ ସ୍ୱତନ୍ତ୍ର ରଣକୋ÷ଶଳ ଆପଣାଇଛନ୍ତି । ତାଙ୍କ ପ୍ରଚାରରେଆମେରିକାର ସ୍ୱାର୍ଥ ରକ୍ଷାକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି । ହିଲାରୀ କ୍ଲିଣ୍ଟନଙ୍କତୁଳନାରେ ଜୋ ବିଡେନ ସେଭଳି ଭଲ ପ୍ରାର୍ଥୀ ନୁହଁନ୍ତି କିମ୍ବା ତାଙ୍କୁ ପରାଜିତ କରିବାସେଭଳି କାଠିକର ବ୍ୟାପାର ନୁହେଁ । କିନ୍ତୁ ବିଡେନଙ୍କ ପାଇଁ ବଡ଼ ଆଶୀର୍ବାଦ ହେଲାଟ୍ରମ୍ପଙ୍କ ଲୋକପ୍ରିୟତା ଦ୍ରୁତ ଗତିରେ ହ୍ରାସ ପାଉଛି ଏବଂ ତାଙ୍କ ବିରୋଧରେ ଅନେକଅଭିଯୋଗ ରହିଛି ଯାହାର ସନ୍ତୋଷଜନକ ଉତ୍ତର ଦେବାରେ ସେ ଅକ୍ଷମ । ତେଣୁଟ୍ରମ୍ପଙ୍କ ବିରୋଧରେ ଜନମତ ସ୍ୱାଭାବିକ ଭାବେ ବିଡେନଙ୍କ ସପକ୍ଷରେ ଯାଇପାରେ ।ଟ୍ରମ୍ପଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ହେଲା କରୋନା । ଆମେରିକା ହେଉଛି ବିଶ୍ୱରସର୍ବାଧିକ କରୋନା ପ୍ରଭାବିତ ରାଷ୍ଟ୍ର । ଦେଶରେ ଏବେ ସୁଦ୍ଧା ପ୍ରାୟ ୬ ନିୟୁତ ବ୍ୟକ୍ତିକରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧ଲକ୍ଷ ୮୫ ହଜାର ପ୍ରାଣ ହରାଇଲେଣି ।ଏହି ସଂଖ୍ୟା ଧିରେ ବଢ଼ୁଛି ଏବଂ ସଂକ୍ରମଣ ହାର ଅନ୍ୟ ରାଷ୍ଟ୍ର ତୁଳନାରେ ଯଥେଷ୍ଟଅଧିକ ରହିଛି । ଆମେରିକା ପଛକୁ ଥିବା ଅନ୍ୟ ରାଷ୍ଟ୍ରମାନେ ସଂକ୍ରମିତ ସଂଖ୍ୟାରେଅନେକ ପଛରେ ପଡ଼ିଛନ୍ତି । ଏକଥା କୁହାଯାଇପାରେ ଯେ, ଆାମେରିକାରେ କରୋନାଟେଷ୍ଟିଂ ଅଧିକ ହେଉଥିବାରୁ ସେଠାରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କିନ୍ତୁମୃତକଙ୍କ ସଂଖ୍ୟା ଦେଖିଲେ ଆମେରିକାର ସ୍ଥିତି ଅନ୍ୟ ବଡ଼ ବଡ଼ ଦେଶ ତୁଳନାରେଯଥେଷ୍ଟ ଖରାପ ବୋଲି କୁହାଯାଇପାରିବ । ଏପରିକି ଅନେକ ଗରୀବ ରାଷ୍ଟ୍ରରେ ମଧ୍ୟସ୍ଥିତି ଆମେରିକା ଭଳି ବିତ୍ତଶାଳି ରାଷ୍ଟ୍ର ତୁଳନାରେ ଭଲ ରହିଛି । ଆମେରିକାରେ ଯେତେଶୀଘ୍ର କରୋନା ବ୍ୟାପିଲା ତାହା ଅନ୍ୟତ୍ର କ୍ୱଚିତ ଦେଖାଯାଇଛି । ସରକାର ସତର୍କ ହେଲାବେଳକୁ କରୋନା ସାରା ଦେଶକୁ ଗ୍ରାସ କରିସାରିଲାଣି । ଏଥିପାଇଁ ଆମେରିକାବାସୀଟ୍ରମ୍ପଙ୍କୁ ଦାୟୀ କରୁଛନ୍ତି । ଯଦି ରାଷ୍ଟ୍ରପତି ଟ୍ରମ୍ପ ଠିକ ସମୟରେ ଠିକ ପଦକ୍ଷେପ ନେଇଥାନ୍ତେତେବେ ପରିସ୍ଥିତି ଏତେ ଖରାପ ହୋଇନଥାନ୍ତା । ଯଦି ମୂଳରୁ ଆମେରିକାରେ ଲକଡାଉନକଟକଣା ଲଗାଯାଇପାରିଥାନ୍ତା ତେବେ ସଂକ୍ରମଣ ହାର ଏତେ ଶୀଘ୍ର ବଢ଼ି ନଥାନ୍ତା ।ଟ୍ରମ୍ପଙ୍କର ବିଶ୍ୱାସ ଥିଲା ଯେ, ଶୀଘ୍ର ଏହାର ଔଷଧ ଏବଂ ଟୀକା ବାହରିଯିବ । ନିଜଦେଶର ଡାକ୍ତର ଓ ବୈଜ୍ଞାନିକଙ୍କ ଉପରେ ତାଙ୍କର ଗଭୀର ବିଶ୍ୱାସ ଥିଲା । କିନ୍ତୁ ତାଙ୍କଆଶା ଓ ବିଶ୍ୱାସ ନୈରାଶ୍ୟରେ ପରିଣତ ହେଲା । ଏବେ ସୁଦ୍ଧା ଆମେରିକାରେ କରୋନାଟୀକା ପ୍ରସ୍ତୁତ ହୋଇପାରିନାହିଁ । ଆଗାମୀ ୩ ମାସ ଭିତରେ ଲୋକଙ୍କୁ ଟୀକାଦିଆଯାଇପାରିବ ବୋଲି ବିଶ୍ୱାସ ହେଉ ନାହିଁ ।

- Advertisement -ଜନମତ ଚିନ୍ତ

More articles

LEAVE A REPLY

Please enter your comment!
Please enter your name here

- Advertisement -ଜନମତ ଚିନ୍ତ

Latest article

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଡିସେମ୍ବର ୧ ରୁ ଓଡିଶାର ମେଡିକାଲ କଲେଜଗୁଡ଼ିକ ଖୋଲିବ |

ଭୁବନେଶ୍ୱର: ଡିସେମ୍ବର ୧ ରୁ ମେଡିକାଲ କଲେଜ ଖୋଲିବା ଏବଂ ପରୀକ୍ଷା ପରିଚାଳନାରେ ସମାନତା ନିଶ୍ଚିତ କରିବାକୁ ଓଡିଶା ସରକାର ଶୁକ୍ରବାର ଦିନ ନିଷ୍ପତ୍ତି...