27 C
Bhubaneswar
Wednesday, September 23, 2020

ଗିରଫ ଦାବିରେ ଏସ୍ପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ

Must read

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

କେନ୍ଦ୍ରାପଡା,୨୬/୮(ନି.ପ୍ର): ଅଖିଳଭାରତ ଅନୁସୁଚିତ ଜାତି ଜନଜାତିସଂଯୁକ୍ତ ସଙ୍ଘର ଜିଲ୍ଲା ଶାଖା ପକ୍ଷରୁମଙ୍ଗଳବାର ଦଳିତ ଯୁବକ ଦେବାଶିଷସେଠୀ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତଙ୍କୁତୁରନ୍ତ ଗିରଫ ଦାବୀରେ ଆରକ୍ଷୀଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେବିକ୍ଷୋଭ ପ୍ରଦର୍ଶନ ସହିତ ଏସପିଙ୍କୁଦାବୀପତ୍ର ପ୍ରଦାନ କରାଯାଇଛି ।ସେମାନେ ଅଭିଯୋଗରେ ଦର୍ଶାଇଛନ୍ତିଯେ ଏହି ଜିଲ୍ଲାରେ ଦଳିତନଷ୍ପେସିତମାନଙ୍କ ଉପରେ ହେଉଥିବାଅନ୍ୟାୟ, ଅତ୍ୟାଚାର, ନାରୀ ନିର୍ଯ୍ୟାତନାଭଳି ଅଭାବନୀୟ କାଣ୍ଡର ପୋଲିସନିଷ୍କ୍ରୀୟତା ଓ ଗଣତନ୍ତ୍ରର ସାମ୍ବିଧାନିକଅଧିକାର ପକ୍ଷପାତିତା ଆଜି ସମଗ୍ରକେନ୍ଦ୍ରାପଡା ଜିଲ୍ଲାରେ ଦଳିତଆଦିବାସୀମାନଙ୍କ ମନରେ ଧିରେ ଧିରେଆନେ୍ଦାଳନର ଦାନା ବାନ୍ଧୁଥିବାଦେଖାଯାଇଛି । ତାକୁ ଦୃଷ୍ଟିରେ ରଖାଯାଇଜିଲ୍ଲାରେ ଘଟିଥିବା କେତେକ ଅଘଟଣଓ ଅମାନବୀୟ କାଣ୍ଡର ଅଭିଯୁକ୍ତମାନଙ୍କୁତୁରନ୍ତ ଗିରଫ କରାଯିବାକୁ ସଂଗଠନଦାବି କରିଛି । କେନ୍ଦ୍ରାପଡା ସଦର ଥାନାଅନ୍ତର୍ଗତ ଜମଧର ଗ୍ରାମର ଅନୁସୁଚିତମହିଳା ଭଗବତୀ ସେଠୀଙ୍କ ଏକମାତ୍ରପୁଅ ଦେବାଶିଷ ସେଠୀଙ୍କୁ ଜଣେ ଉଚ୍ଚଜାତିର ମହିଳା ଯେକି ଏବେପ…ାମୁଣ୍ଡାଇ ଆଦର୍ଶ ଥାନାରେ ପୋଲିସସବଇନିସପେକ୍ଟର ଭାବରେ କାର୍ଯ୍ୟରତତାଙ୍କୁ ପ୍ରେମ ଜାଲରେ ଫସାଇ ପୁରୀକୁଡକାଇ ସେଠାରେ ଗତ ଜୁଲାଇମାସ୪ତାରିଖରେ ଯୋଜନାବଦ୍ଧ ଭାବେବଳିଆପଣ୍ଡା ଥାନା ଅନ୍ତର୍ଗତ ଭାର୍ଗବୀ ନଦୀମୁହାଣରେ ହତ୍ୟା କରିଥିବା ଅଭିଯୋଗହୋଇଛି । ଦେବାଶିଷଙ୍କ ମା ଭଗବତୀଏସମ୍ପର୍କରେ ବଳିଆପଣ୍ଡା ଥାନାରେଅଭିଯୋଗ ଯାହା ଥାନା କେଶ ନମ୍ବର୭୧/୨୦୨୦ରେ ପଞ୍ଜିକୃତ ହୋଇଛିା ଦଳିତ ମହିଳାଙ୍କୁ ନିର୍ଯ୍ୟାତନା ଦେବାସେକସନ – ୩ ଓ ହତ୍ୟାମାମଲା୩୦୨ରେ ପ୍ରଥମ ଅଭିଯୁକ୍ତାଙ୍କୁ ଗିରଫକରାନଯିବା ଓ ତାଙ୍କୁ ଥାନାରେ ଆଇନରରକ୍ଷକ ଭାବେ କାର୍ଯ୍ୟ କରିବାକୁଦିଆଯିବା ଘଟଣା ଭାରତୀୟ ସମ୍ବିଧାନଓ ଗଣତନ୍ତ୍ରକୁ କୁଠାରଘାତ କରୁଛିବୋଲି ଅଭିଯୋଗ ହୋଇଛି । ତେଣୁସଂପୃକ୍ତ ପ…ାମୁଣ୍ଡାଇ ଆଦର୍ଶ ଥାନାରମହିଳା ସବଇନିସପେକ୍ଟରଙ୍କୁ ତୁରନ୍ତଗିରଫ କରାଯିବା ସହିତ ଏହି ଘଟଣାରତଦନ୍ତ ପାଇଁ ସି.ବି.ଆଇ.କୁ ଦିଆଯିବାପାଇଁ ସେମାନେ ଦାବି କରିଛନ୍ତି । ଅଖିଳଭାରତ ଅନୁସୁଚିତ ଜାତି ଜନଜାତିସଂଯୁକ୍ତ ସଙ୍ଘର ଜିଲ୍ଲା ଶାଖା ସଭାପତିସୁବଳ ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତବିକ୍ଷୋଭ ଓ ଦାବୀପତ୍ର କାର୍ଯ୍ୟକ୍ରମରେପ୍ରବଳ ବର୍ଷା ସତ୍ୱେ ନିଖିଳ ଭାରତକଂଗ୍ରେସ କମିଟି ସଦସ୍ୟ ତଥାଆଇନଜୀବି ହଳଧର ସେଠୀ, ସୁଷମାପାତ୍ର, ଜମୁନା ମଣ୍ଡଳ, ମିନତୀ ମଣ୍ଡଳ,ପୂର୍ଣ୍ଣଚନ୍ଦ୍ର ପାତ୍ର, ଗଦାଧର ପାତ୍ର, ନାରଣପାତ୍ର, ବାବୁଲି ପାତ୍ର, ଉମେଶ ମଣ୍ଡଳ,ରୀନା ପାତ୍ର, କବିତା ମଣ୍ଡଳ ପ୍ରମୁଖଉପସ୍ଥିତ ଥିଲେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଜମ୍ମୁ ଓ କାଶ୍ମୀର ରେ ଆତଙ୍କି ଆକ୍ରମଣ ।

ଶ୍ରୀନଗର: ସୋମବାର ସକାଳେ ଶ୍ରୀନଗରର ନୋଭଗାମରେ ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଦଳ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ସିଆରପିଏଫ ର ୧୧୦ ବାଟାଲିୟନର ଏକ ଅଂଶକୁ...