18 C
Bhubaneswar
Tuesday, November 24, 2020

ଇପିଏଫ୍ ସଂଘ ପକ୍ଷରୁ ଦରମା ବୃଦ୍ଧି ନେଇ ଆରଡିସିଙ୍କୁ ଦାବିପତ୍ର

Must read

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ବ୍ରହ୍ମପୁର,୨୬/୮ (ନି.ପ୍ର); ରାଜ୍ୟଇପିଏଫ୍ ପେନସନରସ୍ ସଂଘ, ଗଂଞାମଜିଲ୍ଲା ସଂଘ ଶାଖା ତରଫରୁ ପ୍ରଧାନ ମନ୍ତ୍ରୀଙ୍କଉଦେ୍ଦଶ୍ୟରେ ଦକ୍ଷିଣାଂଚଳ ରାଜସ୍ୱକମିଶନର ବ୍ରହ୍ମପୁର ଗଞାମଙ୍କ ଜରିଆରେଏକ ଦାବପତ୍ର ପ୍ରଦାନ କରାଯାଇଛି ।ବ୍ରହ୍ମପୁର ଶାଖାର ପ୍ରାୟ ୨୦ହଜାରରୁ ଉର୍ଦ୍ଧପେନସନରସ୍ ଭୁକ୍ତ ସମସ୍ତ ସୁବିଧାସୁଯୋଗରୁ ବଂଚିତ ରହିଥିବା ବେଳେ,ସର୍ବନିମ୍ନ ମାସିକ ପେନସନ୍ ୯ହଜାରଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟ ପ୍ରସଙ୍ଗରହିଥିବା ଜଣାପଡିଛି । ଏହା ସହିତସର୍ବୋଚ୍ଚନ୍ୟାୟାଳୟଙ୍କ ନିଦେ୍ର୍ଦଶଆଧାରରେ ବଂଚିତ ପେନସନ୍ ପ୍ରଦାନଏବଂ ସମସ୍ତ ଇପିଏଫ୍-୯୫ପେନସନରସଙ୍କୁ ଆୟୁଷମାନ୍ ଭାରତଯୋଜନାରେ ମାଗଣା ଚିକିତ୍ସା ପ୍ରଦାନ ପାଇଁଗୁରୁତ୍ୱାରୋପ କରାଯାଇଛି ।

ଦେଶବ୍ୟାପିଚାଲିଥିବା ଇପିଏଫ୍-୯୫ ଜାତୀୟପେନସନ୍ ଲାଗୁ କରିବା, ଜୀବନର ସମସ୍ତସେବା ବିନିଯୋଗରେ କଳ କାରଖାନାଅର୍ଦ୍ଧ ସରକାରୀ ଓ ଅନ୍ୟାନ୍ୟ ବେସରକାରୀସଂସ୍ଥା ମାନଙ୍କରେ କାର୍ଯ୍ୟକରି ଅବସରନେଲା ପରେ ପରିଣତ ବୟଷରେ ମାତ୍ର୫ଶହ ଟଙ୍କା ରୁ ୧ହଜାର ଟଙ୍କା ପେନସନ୍ମିଳୁଥିବା କେନ୍ଦ୍ର ସରକାର ଓ ରାଜ୍ୟସରକାରଙ୍କ ଉପହାସ ବୋଲି କ୍ଷୋଭପ୍ରକାଶ କରାଯାଇଛି । ବର୍ତମାନ ସରକାରବିଭିନ୍ନ ବର୍ଗର ଲୋକଙ୍କ ଆର୍ଥିକ ମାନଦଣ୍ଡବୃଦ୍ଧି କରିବା ପାଇଁ ପ୍ରତିଯୋଗିତା ମୂଳକପଦକ୍ଷେପ ଗ୍ରହଣ କରୁଛ”ି ।

କି”ୁ ଇପିଏଫ୍ପେନସନ୍ ଭୋଗୀ ମାନଙ୍କୁ ଦୃଷ୍ଟି ଦେଉନଥିବା ଅଭିଯୋଗ କରାଯାଇଛି । ଏହିପରିପେକ୍ଷୀରେ ସମସ୍ତ ଇପିଏଫ୍ପେନସନ୍ ଭୋଗୀମାନେ ଏକତ୍ରୀତ ହୋଇସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ସାବ୍ୟସ୍ତକରିବା ପାଇଁ ଅଲ୍ ଓଡିଶା ଇପିଏଫ୍ପେନସନରସ୍ ସଂଘ ଗଠନ କରାଯାଇସଂର୍ବନିମ୍ନ ପେନସନ୯ହଜାର ଟଙ୍କା ଓସର୍ବୋଚ୍ଚନ୍ୟାୟାଳୟ ନିଦେ୍ର୍ଦଶ ଅନୁସାରେପ୍ରକୃତ ଦରମା ଆଧାରରେ ପେନସନ୍ଧାର୍ଯ୍ୟ କରିବା ପାଇଁ ଏବଂ ତତ୍ସଙ୍ଗେଇପିଏଫ୍ ପେନସନ୍ ଧାରୀ ମାନଙ୍କ ପାଇଁଉପଯୁକ୍ତ ସମସ୍ତ ସୁବିଧା କାର୍ଯ୍ୟକାରୀକରିବା ପାଇଁ ସଂଘ ତରଫରୁ ଦୃଢ ଦାବୀଉପସ୍ଥାପନ କରାଯାଇଛି । ଏହି ଦାବୀପତ୍ରପ୍ରଦାନ ବେଳେ, ଗଞାମ ଜିଲ୍ଲାଇପିଏଫ୍ ସଂଘର ସଭାପତି ପ୍ରତାପ ଚନ୍ଦ୍ରସତପଥୀ, ସମ୍ପାଦକ ବଳଭଦ୍ର ରାଜଗୁରୁ,ସହ-ସମ୍ପାଦକ ପ୍ରଶା” କୁମାର ଶତପଥୀ,ଉପ- ସଭାପତି ପ୍ରଫୁଲ୍ଲ କୁମାର ମିଶ୍ରଙ୍କସମେତ ବହୁ ଅବସର ପ୍ରାପ୍ତ କର୍ମଚାରୀଉପସ୍ଥିତ ଥିଲେ ।

- Advertisement -ଇପିଏଫ୍ ସଂଘ ପକ୍ଷରୁ ଦରମା ବୃଦ୍ଧି ନେଇ ଆରଡିସିଙ୍କୁ ଦାବିପତ୍ର

More articles

LEAVE A REPLY

Please enter your comment!
Please enter your name here

- Advertisement -ଇପିଏଫ୍ ସଂଘ ପକ୍ଷରୁ ଦରମା ବୃଦ୍ଧି ନେଇ ଆରଡିସିଙ୍କୁ ଦାବିପତ୍ର

Latest article

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଓଡିଶା ରାଜ୍ୟପାଳଙ୍କ ପତ୍ନୀ ସୁଶୀଲା ଦେବୀଙ୍କ ଦେହାନ୍ତ ।

ଭୁବନେଶ୍ୱର: ରାଜ୍ୟର ପ୍ରଥମ ମହିଳା ତଥା ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କ ପତ୍ନୀ ସୁଶୀଲା ଦେବୀ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ...