24 C
Bhubaneswar
Tuesday, November 24, 2020

ପୂର୍ବତନ ଜିଲ୍ଲାଜଜ କୃଷ୍ଣଚନ୍ଦ୍ରଙ୍କ ପରଲୋକ

Must read

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

କେନ୍ଦ୍ରାପଡ଼ା,୨୬/୮(ନି.ପ୍ର): ଜଗତସିଂହପୁର ଜିଲ୍ଲା ବିରିଡିରସାରା ଦେଶରେ ଚାଚଂଲ୍ୟ ସୃଷ୍ଟି କରିଥିବା ଛବିରାଣୀ ଧର୍ଷଣ ଓହତ୍ୟାକାଣ୍ଡର ରାୟ ପ୍ରଦାନ କରିଥିବା ଅବିଭକ୍ତ କଟକ ଜିଲ୍ଲାରତତକାଳୀନ ଜିଲ୍ଲା ଦୈାରାଜଜ କୃଷ୍ଣ ଚନ୍ଦ୍ର କରଙ୍କର ମଙ୍ଗଳବାରପୂର୍ବାହ୍ନ ପ୍ରାୟ ୧୦ଟା ୨୬ମିନିଟ ସମୟରେ ତାଙ୍କଭଗବାନପୁର(ସାନମଙ୍ଗଳା)ସ୍ଥିତ ବାସଭବନରେ ପରଲୋକହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ପ…ାମୁଣ୍ଡାଇ ବ୍ଲକ ଅନ୍ତର୍ଗତକେଶରପୁର ଗ୍ରାମର ପିତା ତ୍ରିଲୋଚନ କରଙ୍କ ସୁପୁତ୍ର ସୂର୍ଗତକୃଷ୍ଣ ଚନ୍ଦ୍ର ଗତ ୧୯୨୮ମସିହା ଅକ୍ଟୋବରମାସ ୯ତାରିଖରେଜନ୍ମଗ୍ରହଣ କରିଥିଲେ । ଶିକ୍ଷା ସମପ୍ତ ପରେ ଗତ ୧୯୬୧ମସିହାରେ ବିଚାର ବିଭାଗରେ ଯୋଗଦେଇଥିବା ବେଳେ୧୯୭୯ମସିହାରେ ଜିଲ୍ଲାଜଜ ଭାବେ କାର୍ଯ୍ୟାରମ୍ଭ କରିଥିଲେ ।ଗତ ୧୯୮୦ମସିହା ଅକ୍ଟୋବରମାସ ୩ତାରିଖରେଜଗତସିଂହପୁର ଜିଲ୍ଲାର ବିରିଡିଠାରେ ହୋଇଥିବା ଛବିରାଣୀଧର୍ଷଣ ଓ ହତ୍ୟାକାଣ୍ଡ ଘଟଣାର ବିଚାର କରି ୧୯୮୧ମସିହାରେ ଏକ ଉଲ୍ଲେଖନୀୟ ରାୟ ପ୍ରଦାନ କରିଥିଲେପ୍ରାକ୍ତନ ଜିଲ୍ଲାଜଜ ସୂର୍ଗତ କର । ସେହି ମାମଲାରେଅଭିଯୁକ୍ତମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେସୂର୍ଗତ କର । ଫାସୀ ବଦଳରେ ସେ ଆଜୀବନ କାରାଦଣ୍ଡଦେବାର କାରଣ ଥିଲା ଯେ ଛବିରାଣୀଙ୍କୁ ଧର୍ଷଣ କରାଯିବାପରେ ତାଙ୍କର ପିଞ୍ଜରା ହାଡ ଭାଙ୍ଗିଯାଇଥିଲା ଓ ଅତ୍ୟଧିକରକ୍ତସ୍ରାବ ଯୋଗୁଁ ଛବିରାଣୀଙ୍କର ମୃତୁ୍ୟ ହୋଇଥିଲା ।ଅଭିଯୁକ୍ତମାନେ ଛବିରାଣୀଙ୍କୁ ହତ୍ୟା କରିନଥିବାରୁ ତତକାଳୀନଜିଲ୍ଲାଜଜ ସୂର୍ଗତ କର ସେମାନଙ୍କୁ ଫାଶୀ ଦେଇନଥିଲେ ।ପରେ ୧୯୮୦ମସିହାରେ ହାଇକୋର୍ଟରେ ଅଭିଯୁକ୍ତମାନେଖଲାସ ହୋଇଯାଇଥିବା ବେଳେ ଘଟଣାର ୨୭ବର୍ଷ ପରେସୁପ୍ରୀମ କୋର୍ଟ ଜିଲ୍ଲାଜଜଙ୍କ ରାୟକୁ କାଏମ ରଖିଥିଲେ ।ଏହି ରାୟ ସେତେବେଳେ ସାରା ରାଜ୍ୟରେ ଚହଳ ସୃଷ୍ଟିକରିଥିଲା । ସୂର୍ଗତ କରଙ୍କ ଶେଷକୃତ୍ୟ ବଡମଙ୍ଗଳାସ୍ଥିତ ଗ୍ରାମସ୍ମଶାନରେ ସଂପନ୍ନ ହୋଇଥିବା ବେଳେ ପୁତ୍ର ଦେବକିଶୋରକର ମୁଖାଗ୍ନି ଦେଇଥିଲେ । ଜ୍ୟେଷ୍ଠପୁତ୍ରଙ୍କର ପୂର୍ବରୁ ଅକାଳବିୟୋଗ ହୋଇଯାଇଥିବା ବେଳେ ଅନ୍ୟତମ ପୁତ୍ର ମନୋଜକର,ରଞ୍ଜନ କର,ଝିଅ ନଳିନୀ, ଜ୍ୱାଇଁ, ନାତି, ନାତୁଣି, ନାତୁଣିଜ୍ୱାଇଁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସୂର୍ଗତ କରଙ୍କ ଶେଷଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପ୍ରାକ୍ତନ ଆଇନସଚିବ ମିହିର ପରିଡା, ବରିଷ୍ଠ ଆଇନଜୀବି ଗୈାରପ୍ରସାଦମହାନ୍ତି,ଭୀମସେନ ଭୂୟାଁ,ସାମ୍ବାଦିକ ଆଶିଷସେନାପତି,ଚିତ୍ତରଞ୍ଜନ ସାହୁଙ୍କ ସମେତ ବହୁ ଆଇନଜୀବିଏବଂ ବୁଦ୍ଧିଜୀବିମାନେ ଉପସ୍ଥିତ ଥିଲେ । ସୂର୍ଗତ କରଙ୍କବିୟୋଗରେ ସାରା ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି

- Advertisement -ପୂର୍ବତନ ଜିଲ୍ଲାଜଜ କୃଷ୍ଣଚନ୍ଦ୍ରଙ୍କ ପରଲୋକ

More articles

LEAVE A REPLY

Please enter your comment!
Please enter your name here

- Advertisement -ପୂର୍ବତନ ଜିଲ୍ଲାଜଜ କୃଷ୍ଣଚନ୍ଦ୍ରଙ୍କ ପରଲୋକ

Latest article

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...