17 C
Bhubaneswar
Monday, November 30, 2020

ବୈତରଣୀରେ ବଡ଼ ବନ୍ୟା

Must read

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଭୁବନେଶ୍ୱର,୨୬ା୮(ନି.ପ୍ର.): ଗତ ୨୪ ଘଣ୍ଟାରେଯାଜପୁର ଦେଇ ପ୍ରବାହିତ ବୈତରଣୀ ନଦୀର ଉପରମୁଣ୍ଡରେପ୍ରବଳ ବର୍ଷା ହୋଇଛି । ଏହାକୁ ଦୃଷ୍ଟିରେ ରଖି ଏସଅ ।ରସିବୈତରଣୀ ନଦୀରେ ଏକ ବଡ ବନ୍ୟା ଅ ।ଶଙ୍କା କରିଛି ।ତେଣୁ ରାଜ୍ୟ ସରକାର ଯାଜପୁର ଜିଲ୍ଲାପାଳଙ୍କୁ ଏନେଇସତର୍କ ରହିବା ସହ ତୁରନ୍ତ ଅ ।ବଶ୍ୟକୀୟ ସୁରକ୍ଷା କାର୍ଯ୍ୟକ୍ରମହାତକୁ ନେବାକୁ ନିଦେ୍ର୍ଦଶ ଦେଇଛନ୍ତି ।ବନ୍ୟା ହେଲେ କୋରେଇ, ଯାଜପୁର,ଦଶରଥପୁର,ବିଂଝାରପୁର ଓ ବରୀ ବ୍ଲକର ବିଭିନ୍ନ ଅଂଚଳ ପ୍ରଭାବିତହେବ । ତେଣୁ ତଳିଅ । ଅଞ୍ଚଳ ଲୋକଙ୍କୁ ନିରାପଦ ସ୍ଥାନକୁ·ଲି ଯିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ଲୋକଙ୍କରହିବା ପାଇଁ ବିଭିନ୍ନ ତଳିଅ । ଅଞ୍ଚଳରେ ଥିବା ସ୍କୁଲଗଡ଼ିକୁଖୋଲା ରଖିବାକୁ ଜିଲ୍ଲାପାଳ ପ୍ରଧାନଶିକ୍ଷକମାନଙ୍କୁ ନିଦେ୍ର୍ଦଶଦେବା ସହ ଲୋକମାନେ ଯେପରି ସୁରକ୍ଷିତ ରହିପାରିବେସେ ନେଇ ସ୍ଥାନୀୟ ଲୋକ ପ୍ରତିନିଧିମାନେ ଦୃଷ୍ଟି ଦେବାକୁକୁହାଯାଇଛି । ସିଡିପିଓ ଓ ଅଙ୍ଗନୱାଡି କର୍ମୀମାନେ ଏହିପ୍ରଭାବିତ ଅଞ୍ଚଳରେ ଥିବା ପ୍ରସୂତି , ଗର୍ଭବତୀ ଓ ଛୋଟପିଲାଙ୍କୁ କିପରି ସୁରକ୍ଷିତ ରଖାଯାଇପାରିବ ସେ ନେଇ ବ୍ୟବସ୍ଥାକରିବାକୁ କୁହାଯାଇଛି । ଅ ।ଜି ସଂଧ୍ୟା ସୁଦ୍ଧା ବନ୍ୟା ଜଳନଦୀରେ ପ୍ରବେଶ କରିବାର ସମ୍ଭାବନା ଥିବାରୁ ସମସ୍ତବିଭାଗୀୟ ଅଧିକାରୀ ସତର୍କ ରହିବାକୁ ଜିଲ୍ଲାପାଳ ରଂଜନକୁମାର ଦାସ ନିର୍ଦେଶ ଦେଇଛନ୍ତି ।ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ସୃଷି ହେଲା ଘାଇ ।ଜଳବନ୍ଦୀ ଅବସ୍ଥାରେ ଲୋକେ । ଏଭଳି ପରିସ୍ଥିତି ସୃଷ୍ଟି ହୋଇଛିଭଦ୍ରକ ବନ୍ତ ବ୍ଲକ କେନ୍ଦୁଅ ।ପଦା ପଂ·ୟତ ଅଧିନ ୩ଟିଗାଁରେ । ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ଅ ।ଣ୍ଠୁଏ ପାଣିରସୁଅ ଛୁଟିଛି । ଅନ୍ୟ ରାସ୍ତାରେ ବି ଘାଇ ହୋଇଯାଇଛି ।ମୁଗଗଡିଆ, କଶଗଡିଅ । ଓ ଗୋହିରାପଦି ହୋଇଛିଜଳାର୍ଣ୍ଣବ । ବନ୍ୟାପାଣି ବଢୁଥିବାରୁ ଦୁର୍ବଳ ରାସ୍ତାରେ ଘାଇସୃଷ୍ଟି ହୋଇ ପାଣି ସୁଅ ·ଲିଛି । ଶହ ଶହ ଏକର ·ଷଜମିଜଳମଗ୍ନ ହେବା ସହ ଗାଁଗୁଡିକ ଜଳବନ୍ଦୀ ଅବସ୍ଥାରେରହିଛି । ଲଗାଣ ବର୍ଷା ପ୍ରଭାବରେ ବାଲେଶ୍ୱର ସୋରରେଗାଁ ଭିତରକୁ ବନ୍ୟା ପାଣି ମାଡିଯାଇଛି । ୧୦ଟି ଦୋକାନରେପାଣି ପଶିଯାଇଛି । ଫଳରେ ଦୋକାନର ସମସ୍ତ ପ୍ରକାରଜିନିଷପତ୍ର ନଷ୍ଟ ହୋଇଯାଇଛି । ସେହିପରି ·ଷ ଜମିରେପାଣି ମାଡିଯାଇଛି ।ଖୋର୍ଦ୍ଧାରେ ପଶିଲା ବନ୍ୟା ଜଳ । ଲଗାଣ ବର୍ଷାରେରାଜୁଅ । ନଦୀ ଫୁଲିବାରୁ ଖୋର୍ଦ୍ଧା ଜିଲ୍ଲାର ୪ ଗାଁ ଏବେଜଳବନ୍ଦୀ । ଜିଲ୍ଲାର ଓରବରସିଂହ ପଂ·ୟତର ହିରିମୁଳୁ,ରାଇପୁର, ମଶାଣିଆ. କୃଷ୍ଣପୁର ଗାଁ ଏବେ ଜଳବନ୍ଦୀ ।ଏହିସବୁ ଗାଁରେ ବନ୍ୟା ପାଣି ପଶିବାରୁ ହେକ୍ଟର ହେକ୍ଟର·ଷ ଜମିରେ ଜଳମଗ୍ନ ହୋଇଛି । ସେହିପରି ଦିହଖଳା-ହିରିମୂଳ ରାସ୍ତା ଉପରେ ପାଣି ·ଲୁଥିବାରୁ ଯାତାୟାତ ପାଇଁଅସୁବିଧା ଭୋଗୁଛନ୍ତି ଲୋକେ । ଲଘୁ·ପ ପ୍ରଭାବରେରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଅସ୍ତରଙ୍ଗବ୍ଲକରେ ମଧ୍ୟ ଏହାର ପ୍ରଭାବ ଜାରି ରହିଛି । ଆଜିଠୁ ବର୍ଷାସାଙ୍ଗକୁ ତୁହାକୁ ତୁହା ପବନ ମଧ୍ୟ ଜାରି ରହିଛି । ଲଘୁ·ପପ୍ରଭାବରେ ସମୁଦ୍ରରେ ଉଚ୍ଚ ଜୁଅ ।ର ସୃଷ୍ଟି ହୋଇଛି । ସମୁଦ୍ରଅଶାନ୍ତ ରହିବା ସହ ଅନେକ ସ୍ଥାନରେ କୂଳ ଲଙ୍ଘୁଛି ସମୁଦ୍ରପାଣି । ବ୍ଲକର ଶିଶୁଅ ପଂ·ୟତର ଛେନୁଅ ।, ତଣ୍ଡାହର,ଉଦୟକଣି ଗାଁ ଠାରୁ ୫ଶହ ମିଟର ପର୍ଯ୍ୟନ୍ତ ସମୁଦ୍ର କୂଳରେବନବିଭାଗ ପକ୍ଷରୁ କିଆ ବାଡ଼ କରାଯାଇଛି । କିନ୍ତୁ ସମୁଦ୍ରଢେଉରେ ବଡ଼ ବଡ଼ ବାଲିସ୍ତୁପ ସବୁ ସମୁଦ୍ର ଗର୍ଭରେ ଲିନହେଲାଣି । ସମୁଦ୍ର କୂଳରେ ଥିବା ୫ଟି ଗାଁ ଲଘୁ·ପ ଅ ।ସିଲେଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଲଘୁ·ପ ପ୍ରଭାବରେ ଅବିଶ୍ରାନ୍ତବର୍ଷା ଯୋଗୁଁ ଭଦ୍ରକ ଆରଡି ଅ ।ଖଣ୍ଡଳମଣିଙ୍କ ଗର୍ଭଗୃହରେପଶିଲା ପାଣି । ବୁଡିଲେ ବିଗ୍ରହ । ବର୍ଷା ଯୋଗୁଁ ଗତକାଲିରାତିରେ ମନ୍ଦିର ପଶ୍ଚିମ ଦ୍ୱାର ଓ ପାଦୁକ କୁଣ୍ଡଦେଇଅ ।ଖଣ୍ଡଳମଣିଙ୍କ ଗର୍ଭଗୃହରେ ପାଣି ପଶିଯାଇଛି । ଫଳେରେଅ ।ଜି ସକାଳେ ମଙ୍ଗଳ ଅ ।ଳତୀ ନୀତି ସମେତ ଅନ୍ୟାନ୍ୟନୀତିରେ ବିଳମ୍ବ ଦେଖାଦେଇଥିଲା ।ବାରିପଦାରେ ଲଗାଣ ବର୍ଷା ଜାରି ରହିବା ଯୋଗୁଁ କୋଠାଭୁଶୁଡିପଡିଛି୧ କୋଠାଟି ଭୁଶୁଡିବା ଅବସ୍ଥାକୁ ଅ ।ସିବା ପରେସାଂଗେ ସାଂଗେ ଘର ଭିତର ଥିବା ଲୋକମାନେ ବାହାରକୁଦୌଡି ପଳାଇଅ ।ସିଥିଲେ । ଏହାର କିଛି ସମୟରେ କୋଠାଟିଭୁଶୁଡିପଡିଥିଲା ।ଲଗାଣ ବର୍ଷା ଯୋଗୁଁ ସହର ମଧ୍ୟରେ ଯାଇଥିବାଜରାଳୀ ଓ ସରାଳୀ ନାଳ ଗୁଡ଼ିକରେ ପ୍ରବଳ ବନ୍ୟା ପାଣିପ୍ରବାହିତ ହେଉଛି । ସହରର ତଳି ଅଂଚଳରେ ବନ୍ୟା ଜଳଘରେ ପ୍ରବେଶ କରିଛି । ତେବେ ଶିମିଳିପାଳ ଜୈବମଣ୍ଡଳରେମଧ୍ୟ ପ୍ରବଳ ବର୍ଷା ଲାଗି ରହିଥିବାରୁ ସେଠାରୁ ବାହାରିଥିବାବୁଢାବାଳଙ୍ଗ ନଦୀ ଧିରେ ଧିରେ କୂଳ ଲଂଘୁଛି । ତଳି ଅଂଳରେରହୁଥିବା ଲୋକଙ୍କୁ ବତ୍ୟା ଅ ।ଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରକରାଯାଇଛି ।ଗତକାଲି ରାତିରେ ବର୍ଷା ଲାଗି ରହିବା ଯୋଗୁଁଲୋକଙ୍କ ଘରେ ପାଣି ପଶିଛି । ବର୍ଷା ପାଣି ଲୋକଙ୍କ ଘରେପଶିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

- Advertisement -ବୈତରଣୀରେ ବଡ଼ ବନ୍ୟା

More articles

LEAVE A REPLY

Please enter your comment!
Please enter your name here

- Advertisement -ବୈତରଣୀରେ ବଡ଼ ବନ୍ୟା

Latest article

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଡିସେମ୍ବର ୧ ରୁ ଓଡିଶାର ମେଡିକାଲ କଲେଜଗୁଡ଼ିକ ଖୋଲିବ |

ଭୁବନେଶ୍ୱର: ଡିସେମ୍ବର ୧ ରୁ ମେଡିକାଲ କଲେଜ ଖୋଲିବା ଏବଂ ପରୀକ୍ଷା ପରିଚାଳନାରେ ସମାନତା ନିଶ୍ଚିତ କରିବାକୁ ଓଡିଶା ସରକାର ଶୁକ୍ରବାର ଦିନ ନିଷ୍ପତ୍ତି...