24 C
Bhubaneswar
Wednesday, November 25, 2020

କାର୍ଯ୍ୟରେ ଯୋଗ ଦେଲେ ସୁସ୍ଥ ହୋଇ ଫେରିଥିବା କରୋନା ଯୋଦ୍ଧା

Must read

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫ ।୧୧ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଚାଷୀଙ୍କ ବିକାଶ ପାଇଁ ଦିଆଯାଇଥିବା ଟିପ୍ପଣୀ ବାସ୍ତବଠୁୁ ସମ୍ପୂର୍ଣ୍ଣ ଭିନ୍ନ .

ଭୁବନେଶ୍ବର,୨୪ା୧୧; କେନ୍ଦ୍ର ବିଜେପିସରକାର କୃଷି କୃଷକର ବିକାଶ ପାଇଁ ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହେବା ପରେ...

ହିଞ୍ଜିଳିକାଟୁ,୨୫ ।୮(ନି.ପ୍ର): ଚଳିତବର୍ଷ କରୋନା ମହାମାରୀ ସହ ଲଢେଇକରି ଅନେକ କରୋନା ଯୋଦ୍ଧାପୋଲିସ, ସାମ୍ବାଦିକ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀକରୋନା ଜନିତ ରୋଗରେ ପ୍ରାଣହରାଇଥିବା ବେଳେ ଅନ୍ୟ କିଛି କରୋନାଯୋଦ୍ଧା କରୋନା ଅ ।କ୍ରାନ୍ତ ହେବାପରେସୁସ୍ଥ ହୋଇ ପୁଣି ନିଜ କାର୍ଯ୍ୟରେଯୋଗଦେଇଛନ୍ତି ଓ ଏପଟେ ସାରାରାଜ୍ୟରେ କରୋନା ଅର୍ନିଦ୍ଧିଷ୍ଟ ଭାବେ ତାରକାୟା ମେଲାଇବାରେ ଲାଗିଛି ଓ କିନ୍ତୁଖୁସିର କଥା ରାଜ୍ୟର ପ୍ରମୁଖ ହୋଟସ୍ପଟଜିଲ୍ଲା ଭାବେ ପରିଚିତ ଥିବା ଗଞ୍ଜାମଜିଲ୍ଲାରେ କରୋନା ଅ ।କ୍ରାନ୍ତ ଓ ମୃତ୍ୟୁହାରକ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛିଓ କରୋନାକୁ ମୁକାବିଲା କରିବାଉଦେ୍ଦଶ୍ୟରେ କରୋନା ଯୋଦ୍ଧା ରାଜ୍ୟସରକାରଙ୍କ ଦାୟିତ୍ୱରେ ସାଧାରଣ ଜନତାକୁରକ୍ଷାକରିବା ପାଇଁ ଅ ।ପ୍ରାଣ ଉଦ୍ୟମ ଚେଷ୍ଟାଜାରି ରଖିଛନ୍ତି ଓ କରୋନା ଯୋଦ୍ଧାଙ୍କକାର୍ଯ୍ୟ ଦକ୍ଷତା ପ୍ରସଂଶନୀୟ ଗଞ୍ଜାମ ଜିଲ୍ଲାରପୋଲିସ ବିଭାଗ କରୋନା ଦାଇତ୍ୱତୁଲାଉଥିବା ବେଳେ କିଛି ପୋଲିସପୋଲିସ କର୍ମ·ରୀ କରୋନା ଜନିତରୋଗରେ ସହିଦ ହୋଇଥିବା ବେଳେଅନ୍ୟକିଛି ଜଣ କୋରାନରେ ଅ ।କ୍ରାନ୍ତହୋଇ ଜୀବନ ଯୁଦ୍ଧ ସହ ଅହରହଲଢେଇ ଜାରି ରଖିଥିଲେ ଓ ଏବେ କିଛିଯୋଦ୍ଧା ସୁସ୍ଥ ହେଇ ଫେରି ପୁଣି କାର୍ଯ୍ୟରେଯୋଗଦେଇ ଥିବା ଜଣାପଡିଛି ଓ ୪ଜଣସଂକ୍ରମିତ ଯୋଦ୍ଧା କରୋନା ଭଳିମହାମାରୀଠାରୁ ବିଜୟ ଲାଭ କରିସୋମବାର ଠାରୁ କାର୍ଯ୍ୟରେ ଯୋଗଦେଇଥିବାର ଜଣାଇଛନ୍ତି ଓ ସେମାନେହେଲେ ଏସଅ ।ଇ ରାଘବ ପ୍ରଧାନ,ସିମାଞ୍ଚଳ ଶତପଥୀ, ଜିତେନ୍ଦ୍ର ଗୌଡ଼,ପି.କେ ପାତ୍ର ଓ ଏଭଳି ପରିସ୍ଥିତିରେଯୋଦ୍ଧା ମାନଙ୍କୁ ଗଂଜାମ ଅ ।ରକ୍ଷୀଅଧିକ୍ଷକ ବ୍ରିଜେଶ ରାଏ ହିଞ୍ଜିଳିକାଟୁ ଥାନାଅଧିକାରୀ ଅଭିମନ୍ୟୁ ଦାସ ଶୁଭେଚ୍ଛା ଓପ୍ରଶଂସା କରି ସେମାନଙ୍କ କର୍ତ୍ତବ୍ୟକୁ ନେଇଉତ୍ସାହିତ କରିଛନ୍ତି ।

- Advertisement -କାର୍ଯ୍ୟରେ ଯୋଗ ଦେଲେ ସୁସ୍ଥ ହୋଇ ଫେରିଥିବା କରୋନା ଯୋଦ୍ଧା

More articles

LEAVE A REPLY

Please enter your comment!
Please enter your name here

- Advertisement -କାର୍ଯ୍ୟରେ ଯୋଗ ଦେଲେ ସୁସ୍ଥ ହୋଇ ଫେରିଥିବା କରୋନା ଯୋଦ୍ଧା

Latest article

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫ ।୧୧ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଚାଷୀଙ୍କ ବିକାଶ ପାଇଁ ଦିଆଯାଇଥିବା ଟିପ୍ପଣୀ ବାସ୍ତବଠୁୁ ସମ୍ପୂର୍ଣ୍ଣ ଭିନ୍ନ .

ଭୁବନେଶ୍ବର,୨୪ା୧୧; କେନ୍ଦ୍ର ବିଜେପିସରକାର କୃଷି କୃଷକର ବିକାଶ ପାଇଁ ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହେବା ପରେ...

ଜଗନ୍ନାଥ ବଲ୍ଲଭ ସଂଗ୍ରହାଳୟରେ ରହିବ ନାଗାର୍ଜୁନ ବେଶ ।

ପୁରୀ,୨୫/୧୧: ଶ୍ରୀମନ୍ଦିର ଛତିଶାନି ଯୋଗବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେତେକ ଗୁରୁତ୍ତ୍ୱପୂର୍ଣ୍ଣପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ...