29 C
Bhubaneswar
Friday, September 18, 2020

ଅସହାୟଙ୍କୁ ସହାୟତାର ହାତ ବଢାଇଲେ ସେଖ୍ ମୁରତେଜା

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଖୋର୍ଦ୍ଧା,୨୫ ।୮(ନି.ପ୍ର): ସମାଜରେଆଜି ବି କିଛି ମହାନ ବ୍ୟକ୍ତି ଅଛନ୍ତିଯେଉଁମାନେ ସବୁ ସମୟରେ ଗରିବଅସହାୟ ଲୋକଙ୍କୁ ସହାଯ୍ୟ ଯୋଗାଇଆସୁଛନ୍ତି ଏଭଳି ଜଣେ ବଦାନ୍ୟ ବ୍ୟକ୍ତିହେଉଛନ୍ତି ଖୋରଧା ବିଧାନ ସଭାନିର୍ବାଚନ ମଣ୍ଡଳୀ ସାନ ରାଉତପଡ଼ାଗ୍ରାମପଞ୍ଚାୟତର ମୂଳିଝର ଗଡ଼ ଗ୍ରାମରସେଖ୍ ମୁରତେଜା ପାଠ ପଢା ଠାରୁ ଆରମ୍ଭକରି ବ୍ୟବସାୟ ପର୍ଯ୍ୟନ୍ତ ସବୁ ରାଜଧାନୀଭୁବନେଶ୍ୱରରେ କରୁଥିଲେ ସୁଦ୍ଧା ନିଜଗ୍ରାମ ପ୍ରତି ରହିଛି ବହୁ ଆତ୍ମିୟତା ।ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜରପରିବାରଜନଙ୍କ ସହିତ ମିଶି ଖାଦ୍ୟ ପଦାର୍ଥଠାରୁ ଆରମ୍ଭ କରି ପରିଧାନ ସାମଗ୍ରୀପର୍ଯ୍ୟନ୍ତ ନେଇ ପହଁଞ୍ଚô ଯାଆନ୍ତି ଗରିବଅସହାୟ ଲୋକଙ୍କ ପାଖରେ ।ଦୀର୍ଘଦିନହେବ ଏହି ପରୋପକାରଅଭ୍ୟାସଟିକୁ ବଜାୟ ରଖିଥିଲେ ସୁଦ୍ଧାକେବେ କେଉଁ ଠାରେ ନିଜର ବଡ଼ପଣିଆଦେଖାଇ ନାହାଁନ୍ତି କିମ୍ବା କୋ÷ଣସିଗଣମାଧ୍ୟମକୁ ଆୟୁଧ କରି ନାହାଁନ୍ତି । କିଏତାଙ୍କୁ ଚିହ୍ନୁ ବା ନ ଚିହ୍ନୁ ସେ ତାଙ୍କ କର୍ତ୍ତବ୍ୟପଥରେ ଆଗୋଇ ଚାଲିଛନ୍ତି । ବର୍ତ୍ତମାନସମୟରେ ତାଙ୍କ ସହିତ ହାତ ବଢାଇଛନ୍ତିତାଙ୍କର ଏକ ମାତ୍ର ଉଚ୍ଚ ଶିକ୍ଷିତ ସୁପୁତ୍ରଦାନିଶ ମୁରତେଜା ଭାଇ ସେଖ୍ ମୁସ୍ତାଫାଓ ପରିବାର ବର୍ଗ ଏବଂ ତଶଙ୍କ ସହକର୍ମୀଗଣ । ବର୍ତ୍ତମାନ କରୋନା ମହାମାରୀସମୟରେ ଲୋକମାନେ କାମ ଧନ୍ଦା ନପାଇ ହାତ ବାନ୍ଧି ବଶିଥିବା ବେଳେ ସେନିଜର ପରିବାର ଲୋକ ଏବଂସହକର୍ମୀମାନଙ୍କୁ ନେଇ ସାନ ରାଉତପଡ଼ାଗ୍ରାମପଞ୍ଚାୟତର ୨୫୦ରୁ ଉଦ୍ଧ୍ୱର୍ପରିବାରଙ୍କୁ ରାସନ ସାମଗ୍ରୀ ଯଥା ଡ଼ାଲିଚାଉଳ, ତେଲ, ଅଟା, ଚୁଡ଼ା ଏବଂସାନିଟାଇଜର ମାକ୍ସ ପ୍ରଭୃତି ବଣ୍ଟନକରିଛନ୍ତି । ଯାହାକି ବର୍ତ୍ତମାନ ସମୟରେବଡ଼ ମହତକାର୍ଯ୍ୟ ବୋଲି ସ୍ଥାନୀୟଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ଦୈନିକଗଣମାଧ୍ୟମ ଓ ପତ୍ରପତ୍ରିକାରେ କରୋନାମହାମାରୀ ସମୟରେ ଲୋକମାନଙ୍କୁସାହାଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁକରୋନା ଯୋଦ୍ଧା ଭାବରେ ସମ୍ମାନିତକରାଯାଉଛି । କିନ୍ତୁ ସେ ସେଭଳି କିଛିସମ୍ମାନ ପାଇବାର ଆଶା ନେଇ ଏହି କାମକରୁ ନାହାଁନ୍ତି ବୋଲି ତାଙ୍କୁ ପଚାରିବାରୁସେ ପ୍ରକାଶ କରିଛନ୍ତି । ତାଙ୍କର ନିଜସ୍ୱବ୍ୟବସାୟରୁ କିଛି ଅର୍ଥ ଖର୍ଚ୍ଚ କରି ଏହିମହତ କାର୍ଯ୍ୟ ଜାରି ରଖିଛନ୍ତି ଏବଂଭବିଷ୍ୟତରେ ମଧ୍ୟ ଜାରି ରଖିବେ । ତାଙ୍କରଏହି ମହତ କାର୍ଯ୍ୟପାଇଁ ସ୍ଥାନୀୟ ଅଞ୍ଚଳରେତାଙ୍କୁ ଭୂରି ଭୂରି ପ୍ରଂଶସା କରାଯାଉଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...