28 C
Bhubaneswar
Sunday, September 20, 2020

ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ

Must read

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...

ହିଞ୍ଜିଳିକାଟୁ,୨୫ ।୮(ନି.ପ୍ର): ରାଜ୍ୟରେସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଥିବାଗଞ୍ଜାମ ଜିଲ୍ଲାରେ କରୋନାର କାୟାକ୍ରମାଗତ ଭାବେ ହ୍ରାସ ପାଇବା ଅ ।ରମ୍ଭହେଲାଣି ଓ ସର୍ବାଧିକ ପଜିଟିବ ଚିହ୍ନଟହୋଇଥିବା ଗଞ୍ଜାମ ଜିଲ୍ଲା ଏବେ ପ୍ରଥମସ୍ଥାନରୁ ଯାଇ ଦ୍ୱିତୀୟ ସ୍ଥାନରେ ପହଞ୍ଚିସାରିଲାଣି ଓ କରୋନାକୁ ପ୍ରତିହତ କରିବାପାଇଁ ସରକାରୀ କର୍ମ·ରୀଙ୍କ ଅବଦାନପ୍ରଶଂସନୀୟ ଓ ବର୍ତ୍ତମାନ ସମୟରେବୃକ୍ଷର ଘୋର ଅଭାବ ଦେଖାଦେଇଛି ଓଅ ।ଜି ସକାଳ ୧୦ଘଣ୍ଟ ସମୟରେହିଞ୍ଜିଳିକାଟୁ ପୌରପରିଷଦ ଅ ।ନୁକୂଲ୍ୟରେବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଥିଲା ୟ ଏହି ଅବସରରେ ଗଞ୍ଜାମଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଯୋଗଦାନ କରି ସହରାଞ୍ଚଳ ବୃକ୍ଷରୋପଣକାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେୟ ହିଞ୍ଜିଳିପୌରାଞ୍ଚଳର ବିଭିନ୍ନ ଅଞ୍ଚଳର ରାସ୍ତାରଉଭୟ ପାଶ୍ୱର୍ରେ ଏହିପରି ଭାବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ପ୍ରାୟ ଏକଲକ୍ଷଟଙ୍କା ଅଟକଳ ବ୍ୟୟରେ ସହରକୁବୃକ୍ଷରାଜିରେ ସୌନ୍ଦର୍ଯ୍ୟ କରଣ ହେବବୋଲି ପୌରପରିଷଦ ତରଫରୁ ସୂଚନାମିଳିଛି ୟ ପ୍ରାଥମିକ ପର୍ଯ୍ୟାୟରେଜିଲ୍ଲାପାଳଙ୍କ ଦ୍ାରା ଅ ।ରଏମସି ନିୟନ୍ତ୍ରିତବଜାର କମିଟି କାର୍ଯ୍ୟାଳୟ ଠାରୁ କୋଭିଡକ୍ୟାର ଚିକିତ୍ସାଳୟ ପର୍ଯ୍ୟନ୍ତ ରାସ୍ତାର ଉଭୟପାଶ୍ୱର୍ରେ ଅ ।ଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମଅନୁଷ୍ଠିତ ହୋଇଥିଲା ୟ ଏହିକାର୍ଯ୍ୟକ୍ରମଟିକୁ ପୌର ପରିଷଦ କାର୍ଯ୍ୟର୍ନିାହି ଅଧିକାରୀ ଜଗଦୀଶ ଷଡ଼ଙ୍ଗୀ , ଗୋଷ୍ଠିଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ରଙ୍କଦ୍ୱାରା ପରି·ଳିତ କରିଥିଲେୟ ଉକ୍ତକାର୍ଯ୍ୟକ୍ରମରେ ପୌର ପରିଷଦର କନିଷ୍ଠଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଦିଲ୍ଲୀପ ମିଶ୍ର,ବରିଷ୍ଠ ରାଜସ୍ୱ ଅସୁଲକାରୀ କୈଳାଶସାବତ, ହିଂଜିଳି ଥାନା ଅଧିକାରୀଅଭିମନ୍ୟୁ ଦାସ, ପୂର୍ବତନ ଉପ-ନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ,ପୂର୍ବତନ ନଗରପାଳ ଶିବରାମ ଗୌଡ଼,ପୂର୍ବତନ ଉପାଧ୍ୟକ୍ଷ ସୁବାଷ ପୋଲାଇ, ବ୍ଲକବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ,ପୌରାଞ୍ଚଳ ଯୁବ ବିଜେଡି ସଭାପତିସଞ୍ଜୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହିସହଯୋଗ କରିଥିଲେୟ ହିଞ୍ଜିଳିକାଟୁପୌରାଞ୍ଚଳର ସଦସ୍ୟ ବୃକ୍ଷ ହିଁ ଜୀବନ,ବୃକ୍ଷ ବିନା ବଂଚିବା ଅସମ୍ଭବ ଏହାକୁମର୍ମେ ମର୍ମେ ବୁଝି ବୃକ୍ଷରୋପଣରେନିଜକୁ ନିୟୋଜିତ କରିଛନ୍ତି ଓଜିଲ୍ଲାପାଳଙ୍କ ଏଭଳି ସ୍ୱାଗତଯୋଗ୍ୟକାର୍ଯ୍ୟ ଅନ୍ୟ ଗ୍ରାମାଞ୍ଚଳ ଏବଂସହରାଂଚଳ ପାଇଁ ପ୍ରେରଣା ଦାୟକ ହେବବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...

ଏଆଇସିସି ଦ୍ୱାରା ନିଯୁକ୍ତ ବନ୍ୟା ନିରକ୍ଷଣ ପ୍ରତିନିଧି ଦଳର କେନ୍ଦୁଝର ଗସ୍ତ

ଭୁବନେଶ୍ୱର, ୧୯.୯(ନିପ୍ର): ଏଆଇସିସିଦ୍ୱାରା ଗଠିତ ଟିମ୍ ଆଜି କେଉଁଝରବନ୍ୟାଂଚଳ ଗ୍ରସ୍ତ କରିବା ସହିତକ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତକରିଥିଲେ । ଟିମ୍ରେ ଥିବା ପୂର୍ବତନ ପିସିସିସଭାପତି ଶ୍ରୀ ଜୟଦେବ ଜେନା...