31 C
Bhubaneswar
Friday, September 18, 2020

ନଦୀ କୂଳରେ ମନ୍ଦିର ନିର୍ମାଣ ବିପଜ୍ଜନକ

Must read

ଲୁଟ୍ ପରେ ଲୁଟ୍ ଉଦ୍ୟମ ଜାରି ରହିଛି

ପିପିଲି,୧୭ ।୯(ନି.ପ୍ର): ପୁରୀଭୁବନେଶ୍ୱର ୩୧୬ ନମ୍ବର ଜାତୀୟରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । ପ୍ରତ୍ୟକ ଦିନ ଲୁଟେରାମାନେ ଦିନ ହେଉ କି ରାତି ଲୁଟ କରିଚାଲିଛନ୍ତି...

ମାକୁ ହତ୍ୟା କଲେ ଦୁଇ ନାବାଳକ ପୁଅ

ମାକୁ ହତ୍ୟାୁବନେଶ୍ୱର,୧୭ା୯(ନି.ପ୍ର.): ରାଜଧାନୀଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତସୁନ୍ଦରପଦା ଅଞ୍ଚଳରେ ମା'କୁ ଦୁଇ ନାବାଳକ ପୁଅପିଟିପିଟି ହତ୍ୟା କରିଥିବା ଭଳି ଏକ ଅଭାବନୀୟଘଟଣା ଗୁରୁବାର ଜଣାପଡ଼ିଛି...

ହାତୀ ମୃତୁ୍ୟ ନେଇ କେନ୍ଦ୍ର ଚିନ୍ତିତ

ଭୁବନେଶ୍ୱର,୧୭ା୯(ନି.ପ୍ର.): ରାଜ୍ୟରେଅଧିକରୁ ଅଧିକ ସଂଖ୍ୟକ ହାତୀ ଅପମୃତୁ୍ୟର ଶିକାରହେଉଥିବା ଯୋଗୁଁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଅତ୍ୟନ୍ତ ଚିନ୍ତିତା କେନ୍ଦ୍ର ସରକାର ହାତୀମାନଙ୍କ ସୁରକ୍ଷା ପାଇଁଅଧିକରୁ ଅଧିକ ପାଣ୍ଠି ରାଜ୍ୟ ସରକାରଙ୍କୁଯୋଗାଉଥିବାବେଳେ ଦନ୍ତା...

ଡରାଉଛି ସେପ୍ଟେମ୍ବର

ଭୁବନେଶ୍ୱର,୧୭ା୯(ନି.ପ୍ର.):ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ଜଣ କରୋନା ଅ ।କ୍ରାନ୍ତ ମୃତ୍ୟୁବରଣକରିଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣମହିଳା ଥିବାବେଳେ ୧୦ ଜଣ ପୁରୁଷଅଛନ୍ତି...

ଭୁବନେଶ୍ୱର,୨୫ ।୮(ନି.ପ୍ର): ନଦୀକୂଳରେ ମନ୍ଦିର ସମେତ ଅନ୍ୟାନ୍ୟ ସ୍ଥାୟୀର୍ନିମାଣ କାର୍ଯ୍ୟ କରିବା ଏକ ସାଂଘାତିକବିପଦଜନକ କାର୍ଯ୍ୟ । ଏହା ଭବିଷ୍ୟତରେନଦୀର ଶଯ୍ୟା ପରିବର୍ତ୍ତନ ସହିତ ବଡଧରଣର ବନ୍ୟା ସୃଷ୍ଟି କରିପାରେ । ଗତବର୍ଷକେରଳ, ଜାମୁ କାଶ୍ମୀର ଓ ପୁଣେରେଯେଉଁ ଭୟଙ୍କର ବନ୍ୟା ବିପତ୍ତି ସୃଷ୍ଟିହୋଇଥିଲା ତାହାର ମୁଖ୍ୟ କାରଣ ହେଉଛିନଦୀବନ୍ଧ ନିକଟରେ ଥିବା “ଅ ।କ୍ଟିଭ ଫ୍ଲଡ୍ପ୍ଲେନ୍ ଏରିଅ ।’ରେ ବେଅ ।ଇନ୍ ର୍ନିମାଣ । କଟକ ଜିଲ୍ଲା ସାଲେପୁର ବ୍ଲକ ଅର୍ନ୍ତଗତରଟିଲୋ ଗ୍ରାମ ନିକଟରେ ମହାନଦୀକୂଳରେ ଏକ ପଞ୍ଚମୁଖୀ ହନୁମାନ ମନ୍ଦିରର୍ନିମାଣ ସହ ଶୌ·ଳୟ, ବଜାର,କଲ୍ୟାଣମଣ୍ଡପ, ଶ୍ମଶାନଘାଟ ଅ ।ଦି ପାଇଁ·ଲିଥିବା ପ୍ରସ୍ତୁତି ପରିପ୍ରେକ୍ଷୀରେ ଜାତୀୟଗ୍ରିନ୍ ଟିବ୍ୟୁନାଲ (ଏନ୍ଚିଟି) ରେ ଉଠିଥିବାପ୍ରସଙ୍ଗ ଉପରେ ତଦନ୍ତକରି ଏକଉଚ୍ଚସ୍ତରୀୟ କମିଟି ଉପରୋକ୍ତ ମତାମତଦେଇଛନ୍ତି । ଏଠାରେ ଉଲ୍ଲେଖନୀୟଯେ ଏଭଳି ବେଅ ।ଇନ୍ ର୍ନିମାଣ କାର୍ଯ୍ୟପ୍ରସଙ୍ଗରେ ଦିଲ୍ଲୀପ କୁମାର ସାମନ୍ତରାୟନାମକ ଜଣେ ସଚେତନ ନାଗରିକକେନ୍ଦ୍ରାଞ୍ଚଳ ରାଜସ୍ୱ ଡିଭିଜନକମିଶନରଙ୍କ ସମେତ ଅନ୍ୟଅଧିକାରୀମାନଙ୍କ ଦୃଷ୍ଟି ଅ ।କର୍ଷଣ କରିନିରାଶ ହେବାପରେ ଏନ୍ଚିଟିକୁଜଣାଇଥିଲେ ୟ ଅଭିଯୋଗର ତଦନ୍ତ ଲାଗିଏନ୍ଚିଟି ଜଳସମ୍ପଦ ସଚିବ ଓ ପ୍ରଦୂଷଣନିୟନ୍ତ୍ରଣ ବୋର୍ଡର ପ୍ରତିନିଧିମାନଙ୍କୁ ନେଇଏକ ଏକ ଉଚ୍ଚସ୍ତରୀୟ କମିଟି ଗଠନକରିଥିଲେ । ଏହି କମିଟି ବ୍ୟାପକଅନୁଧ୍ୟାନପରେ ସମ୍ପୃକ୍ତ ଅଞ୍ଚଳରେବେଅ ।ଇନ୍ ଭାବେ ପ୍ରଶାସନରବିନାନୁମୋଦନରେ ନଦୀବନ୍ଧ ନିକଟରେମନ୍ଦିର ର୍ନିମାଣ ହୋଇଥିବାବେଳେଅନ୍ୟସବୁ ପ୍ରକଳ୍ପର ର୍ନିମାଣ କାର୍ଯ୍ୟ ଅ ।ରମ୍ଭହୋଇନଥିବା ଦେଖିବାକୁ ପାଇଥିଲେ ।ଏନ୍ଚିଟିକୁ ଦିଅ ।ଯାଇଥିବା ରିପୋର୍ଟରେକମିଟି ଦର୍ଶାଇଛନ୍ତି ଯେ “ଅ ।କ୍ଟିଭ ଫ୍ଲଡ୍ପ୍ଲେନ୍ ଏରିଅ ।’କୁ “ନୋ ଡେଭଲପମେଣ୍ଟଜୋନ୍’ ଭାବେ ଘୋଷଣା କରାଯାଇଥାଏୟ କିନ୍ତୁ ଏ କ୍ଷେତ୍ରରେ ମହାନଦୀରନିଷିଦ୍ଧାଞ୍ଚଳରେ ମନ୍ଦିର ର୍ନିମାଣ ହୋଇଛିୟ ଏଭଳି ଅଞ୍ଚଳରେ ର୍ନିମାଣ କାର୍ଯ୍ୟକରାଗଲେ ବନ୍ୟା ବିପତ୍ତିର ଭୟ ଅଧିକରହିଥାଏ ୟ ଅ ।କ୍ଟିଭ ଫ୍ଲଡ ପ୍ଲେନ୍ ଏରିଅ ।ମାଧ୍ୟମରେ ନଦୀଜଳକୁ ବହୁ ମାତ୍ରାରେନିୟନ୍ତ୍ରଣ କରାଯାଏ ଏବଂ ଏହି ଅଞ୍ଚଳରେମଧ୍ୟ ପଶୁପକ୍ଷୀମାନେ ରହିଥାନ୍ତି ।କମିଟଙ୍କ ରିପୋର୍ଟ ପାଇବାପରେ ଏନ୍ଚିଟିରଅଧ୍ୟକ୍ଷ ଜଷ୍ଟିସ ଅ ।ଦର୍ଶ କୁମାର ଗୋଏଲ,ବି·ର ବିଭାଗୀୟ ସଦସ୍ୟ ଜଷ୍ଟିସଏସ୍.ପି.ୱାଙ୍ଗଡି ଏବଂ ବିଶେଷଜ୍ଞ ସଦସ୍ୟଡକ୍ଟର ସତ୍ୟବାନ ସିଂହ ଗାର୍ଡିଅ ।ଲ ଓଡକ୍ଟର ନାଗିନ ନନ୍ଦଙ୍କୁ ନେଇ ଗଠିତ ଏକ·ରିଜଣିଅ । ବେଞ୍ଚ ବିସ୍ତୃତ ଶୁଣାଣିକରିଛନ୍ତି ୟ କେବଳ ରଟିଲୋ ଗ୍ରାମନିକଟରେ କାହିଁକି, କଟକ ମହାନଗରରମେଡିକାଲ କଲେଜ ଓ ବାଲିଯାତ୍ରା ପଡିଅ ।ସମେତ ଅ ।ଉ କେତେକ ସ୍ଥାନରେମହାନଦୀର ନୋ ଡେଭଲପମେଣ୍ଟଜୋନ୍ରେ ର୍ନିମାଣ କାର୍ଯ୍ୟ ହୋଇଥିବା ପ୍ରସଙ୍ଗମଧ୍ୟ ଶୁଣାଣି ବେଳେ ଟ୍ରିବ୍ୟୁନାଲଙ୍କ ଦୃଷ୍ଟିକୁଅଣାଯାଇଥିଲା । ଏହା ଏକସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁକର୍ତ୍ତୃପକ୍ଷ ଏହି ରିପୋର୍ଟ ଉପରେ କିକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ତାହାର୍ନିଦ୍ଧାରିତ ସମୟସୀମା ମଧ୍ୟରେଜଣାଇବାକୁ ଏନ୍ଚିଟି ସ୍ପଷ୍ଟ ନିଦେ୍ର୍ଦଶଦେଇଛନ୍ତି ୟ ଏ ପରିପ୍ରେକ୍ଷୀରେ କେବଳମହାନଦୀ କାହିଁକି ରାଜ୍ୟର ଅନ୍ୟ୍ୟା ନଦୀକୂଳରେ ଯେତେସବୁ ବେଅ ।ଇନ୍ ର୍ନିମାଣହୋଇଛି ସେଗୁଡିକର ସ୍ଥାୟିତ୍ୱ ଉପରେପ୍ରଶ୍ନବାଚୀ ଉଠିଛି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଲୁଟ୍ ପରେ ଲୁଟ୍ ଉଦ୍ୟମ ଜାରି ରହିଛି

ପିପିଲି,୧୭ ।୯(ନି.ପ୍ର): ପୁରୀଭୁବନେଶ୍ୱର ୩୧୬ ନମ୍ବର ଜାତୀୟରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । ପ୍ରତ୍ୟକ ଦିନ ଲୁଟେରାମାନେ ଦିନ ହେଉ କି ରାତି ଲୁଟ କରିଚାଲିଛନ୍ତି...

ମାକୁ ହତ୍ୟା କଲେ ଦୁଇ ନାବାଳକ ପୁଅ

ମାକୁ ହତ୍ୟାୁବନେଶ୍ୱର,୧୭ା୯(ନି.ପ୍ର.): ରାଜଧାନୀଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତସୁନ୍ଦରପଦା ଅଞ୍ଚଳରେ ମା'କୁ ଦୁଇ ନାବାଳକ ପୁଅପିଟିପିଟି ହତ୍ୟା କରିଥିବା ଭଳି ଏକ ଅଭାବନୀୟଘଟଣା ଗୁରୁବାର ଜଣାପଡ଼ିଛି...

ହାତୀ ମୃତୁ୍ୟ ନେଇ କେନ୍ଦ୍ର ଚିନ୍ତିତ

ଭୁବନେଶ୍ୱର,୧୭ା୯(ନି.ପ୍ର.): ରାଜ୍ୟରେଅଧିକରୁ ଅଧିକ ସଂଖ୍ୟକ ହାତୀ ଅପମୃତୁ୍ୟର ଶିକାରହେଉଥିବା ଯୋଗୁଁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଅତ୍ୟନ୍ତ ଚିନ୍ତିତା କେନ୍ଦ୍ର ସରକାର ହାତୀମାନଙ୍କ ସୁରକ୍ଷା ପାଇଁଅଧିକରୁ ଅଧିକ ପାଣ୍ଠି ରାଜ୍ୟ ସରକାରଙ୍କୁଯୋଗାଉଥିବାବେଳେ ଦନ୍ତା...

ଡରାଉଛି ସେପ୍ଟେମ୍ବର

ଭୁବନେଶ୍ୱର,୧୭ା୯(ନି.ପ୍ର.):ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ଜଣ କରୋନା ଅ ।କ୍ରାନ୍ତ ମୃତ୍ୟୁବରଣକରିଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣମହିଳା ଥିବାବେଳେ ୧୦ ଜଣ ପୁରୁଷଅଛନ୍ତି...

କରୋନା ଚିକିତ୍ସାରେ ମାଇଲଖୁଣ୍ଟ

ଭୁବନେଶ୍ୱର,୧୭ା୯(ନି.ପ୍ର.):ପ୍ଲାଜମା ଥେରାପିରେ ନୁତନ ମାଇଲଖୁଣ୍ଟସ୍ଥାପନ କଲା ଓଡ଼ିଶା । ରାଜ୍ୟରେ୧୦୦୦ରୁ ଅଧିକ ରୋଗୀଙ୍କୁ ପ୍ଲାଜମାଥେରାପି ଜରିଅ ।ରେ ଚିକିତ୍ସାକରାଯାଇଛି । ଟ୍ୱିଟ କରି ରାଜ୍ୟ...