26 C
Bhubaneswar
Sunday, September 20, 2020

ବଗଲା ମାମଲାର ତଦନ୍ତ ଦାବି

Must read

ଦିନକରେ ଚିହ୍ନଟ ୧୩୩ପଜିଟିଭ୍

ବାଲେଶ୍ୱର, ୧୯/୯ (ନିପ୍ର): ଓଡ଼ିଶାରେବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କପାଇଁ ଉଦ୍ବେଗର ବିଷୟ ହୋଇଛି ।ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତାଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେପହଞ୍ଚିବା...

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ଭୁବନେଶ୍ୱର,୨୫ ।୮(ନି.ପ୍ର): ପୁରୀବଗଲା ଧର୍ମଶାଳା ପ୍ରସଙ୍ଗରେ ଅ ।ଜିକଂଗ୍ରେସ ମୁହଁ ଖୋଲିଛି । କଂଗ୍ରେସନେତା ସତ୍ୟପ୍ରକାଶ ନାୟକ ଏକସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେକେବଳ ବଗଲା ଧର୍ମଶାଳା ଜମି ବିକ୍ରୀରେଅ ।ଇନ୍ କାନୁନକୁ ଜଳାଞ୍ଜଳି ଦିଅ ।ଯାଇନାହିଁ ବରଂ ଶ୍ରୀମନ୍ଦିର ସୁରକ୍ଷା କରିଡରନାଁରେ ରାଜ୍ୟ ସରକାର ଅଧିଗ୍ରହଣକରିଥିବା ସମସ୍ତ ଜମି ବିବାଦୀୟ ଓବେଅ ।ଇନ୍ । ବଗଲା ଧର୍ମଶାଳା ଜମିରଲୋଭ ଦେଖାଇ ରାଜ୍ୟ ସରକାର ଓ ଜିଲ୍ଲାପ୍ରଶାସନ ଶ୍ରୀମନ୍ଦିର ଠାରୁ ୭୫ ମିଟରପରିଧି ଭିତରେ ଜମି ହରାଇ ଥିବା ବହୁବ୍ୟକ୍ତି ଓ ଲଜିଂ ମାଲିକଙ୍କୁ ସରକାରଭଣ୍ଡାଇଛନ୍ତି ବୋଲି କଂଗ୍ରେସ କହିଛି ।ପ୍ରଦେଶ କଂଗ୍ରେସ ପକ୍ଷରୁ ଅଭିଯୋଗକରାଯାଇଛି ଯେ ଶ୍ରୀମନ୍ଦିର ସୁରକ୍ଷାକରିଡର ନାଁରେ ହୋଇଥିବା ଜମିଅଧିଗ୍ରହଣ ରାଜ୍ୟ ସରକାରଙ୍କର ଜମିଅଧିଗ୍ରହଣ ଓ ପୁନର୍ବାସ ଥଇଥାନ ଅ ।ଇନ୍୨୦୧୩ ମୁତାବକ କରାଯାଇନାହିଁ ।ଏପରିକି ବଗଲା ଧର୍ମଶାଳା ଜମିକୁଯେଭଳି ଚଂଚକତା କରି ମହାପ୍ରଭୁଶ୍ରୀଜଗନ୍ନାଥଙ୍କର ନାଁରେ ଥିବା ଜମିକୁରାଜସ୍ୱ ବିଭାଗ ନାଁରେ ହସ୍ତାନ୍ତରକରାଗଲା ତାହା ସଂପୂର୍ଣ୍ଣ ବେଅ ।ଇନ୍ ୟଏଥିରେ ଓଡିଶା ଲ୍ୟାଣ୍ଡ ସର୍ଭେ ଓସେଟଲମେଂଟ ଅ ।କ୍ଟ, ଓଡିଶା ଲ୍ୟାଣ୍ଡରିଫମ୍ସ୍ ଅ ।କ୍ଟ ଓ ଓଡିଶା ଲ୍ୟାଣ୍ଡ ଅ ।କ୍ୟୁଜିସନ୍ଅ ।ଣ୍ଡ ପ୍ରୋସିଜିୟୋର ଅ ।କ୍ଟରସର୍ତାବଳୀକୁ ଉଲ୍ଲଙ୍ଘନ କରାଯାଇଛି ।ସମଗ୍ର ସୁରକ୍ଷା କରିଡର ପାଇଁ ଜମି ନେଲାବେଳେ ସରକାର ଲୋକଙ୍କୁ ଅନ୍ଧାରରେରଖି ଅ ।ଇନତଃ ଜମି ଅଧିଗ୍ରହଣ ନକରିଲୋକଙ୍କ ଠାରୁ ଜମି କିଣାବିକା କରିଛନ୍ତିୟ ଯେହେତୁ ଅ ।ଇନ୍ ଅନୁଯାୟୀ ଜମିଅଧିଗ୍ରହଣ କରାଯାଇନାହିଁ, ଜମିଦେଇଥିବା ବ୍ୟକ୍ତି ଭବିଷ୍ୟତରେ ଭୂ-ଅଧିଗ୍ରହଣ ଅ ।ଇନ୍ ଅନୁଯାୟୀ ଜମିହରାଭାବରେ ବିବେଚିତ ହେବେନାହିଁ ଏବଂଅ ।ଇନରେ ପ୍ରାବଧାନ ଥିବା ସମସ୍ତ ସୁବିଧାସୁଯୋଗ ପାଇବାରୁ ବଂଚିତ ହେବେବୋଲି କଂଗ୍ରେସ କହିଛି । ସୁରକ୍ଷାକରିଡର ଜମି ଅଧିଗ୍ରହଣ ପୁରା ପ୍ରକରଣଜମିହରାଙ୍କ ପ୍ରତି ପ୍ରତାରଣା ଏବଂଘୋଟାଲା ବୋଲି ଶ୍ରୀ ନାୟକ କହିଛନ୍ତିୟ ଏପରିକି ଜମି ନେବା ବାବଦକ୍ଷତିପୂରଣ ପ୍ରଦାନରେ ମଧ୍ୟ ବ୍ୟାପକହେରଫେର ହୋଇଛି ବୋଲି କଂଗ୍ରେସଅଭିଯୋଗ କରିଛି ୟ ୨୦୧୫ମସିହାରେ ମନ୍ଦିର ନିକଟରେ ଯେଉଁ ଅଳ୍ପକେତେକ ପ୍ଲଟକୁ ସରକାର ନେଇଥିଲେସେତେବେଳେ ଡିସମିଲ୍ ପିଛା୧୦୮୬୧୨ ଟଙ୍କା ହିସାବରେ ଜମିରମୂଲ୍ୟ ର୍ନିଦ୍ଧାରଣ କରିଥିଲେ ୟ ଏହାର ୪ବର୍ଷ ପରେ ସେହି ଜମିର ମୂଲ୍ୟ ଡିସମିଲ୍ପିଛା ୫୮୮୮୯ ଟଙ୍କା ସ୍ଥିର କରିଛନ୍ତି ।ଅର୍ଥାô ଡିସମିଲ୍ ଉପରେ ପ୍ରାୟ ୫୦ ହଜାରଟଙ୍କା ଲୋକଙ୍କ ହକକୁ କାଟିଦେଲେ ।ଯେତେବେଳେ ସାରା ପୃଥିବୀରେ ଜମିରେଟ୍ ବଢୁଛି, ସେତେବେଳେ ଶ୍ରୀମନ୍ଦିରପାଖରେ ଜମିର ରେଟ୍ ୪ ବର୍ଷ ଭିତରେ୫୦ ହଜାର ଟଙ୍କା କମିଲା କେମିତିବୋଲି ପ୍ରଶ୍ନ କରିଛି କଂଗ୍ରେସ ୟ ତା’ଛଡାସୋଲାସିୟମ୍ ରାଶି ହିସାବ କଲାବେଳେବଜାର ମୂଲ୍ୟ ଉପରେ ୧୨ ପ୍ରତିଶତଅଧିକ ମୂଲ୍ୟ ଦେବା ପାଇଁ ସରକାରନିୟମ କରିଛନ୍ତି ୟ ମାତ୍ର ୨୦୧୯ ରେଯେଉଁ ଜମି ସରକାର କିଣିଛନ୍ତି ସେଥିରେ୧୨ ପ୍ରତିଶତ ପ୍ରଦାନ କରାଗଲା ନାହିଁକାହିଁକି ବୋଲି କଂଗ୍ରେସ ପ୍ରଶ୍ନ କରିଛି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଦିନକରେ ଚିହ୍ନଟ ୧୩୩ପଜିଟିଭ୍

ବାଲେଶ୍ୱର, ୧୯/୯ (ନିପ୍ର): ଓଡ଼ିଶାରେବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କପାଇଁ ଉଦ୍ବେଗର ବିଷୟ ହୋଇଛି ।ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତାଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେପହଞ୍ଚିବା...

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...