19 C
Bhubaneswar
Wednesday, November 25, 2020

ଅଭିଯୋଗ ଫର୍ଦ୍ଦ ଦାଖଲ ବିଳମ୍ବକୁ ନେଇ ରାୟ

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ଭୁବନେଶ୍ୱର,୨୫ ।୮(ନି.ପ୍ର) ଗଞ୍ଜେଇ ଚୋରା ·ଲାଣମାମଲାରେ ଗିରଫ ହୋଇ ଜେଲ୍ରେ ଅଟକ ଥିବା ଜଣେଅ ।ସାମୀଙ୍କ ବିରୁଦ୍ଧରେ ଅ ।ଇନାନୁଯାୟୀ ର୍ନିଦ୍ଧାରିତସମୟସୀମା ମଧ୍ୟରେ ଅଦାଲତରେ ଅଭିଯୋଗ ଫର୍ଦ୍ଦଦାଖଲ ହୋଇନଥିବା ଓ ଅଭିଯୁକ୍ତଙ୍କୁ ଅନ୍ଧାରରେ ରଖିଏକତରଫା ଭାବେ ଅଭିଯୋଗଫର୍ଦ୍ଦ ଦାଖଲ ଲାଗି ପୁଲିସ୍କୁଅଧିକ ସମୟ ଦିଅ ।ଯାଇଥିବା ଘଟଣାର ବି·ର କରିଓଡିଶା ହାଇକୋର୍ଟ ଅଭିଯୁକ୍ତଙ୍କୁ ଜାମିନ୍ ମଞ୍ଜୁର କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଗତବର୍ଷ ଏପ୍ରିଲମାସରେ ଏକ ଟ୍ରକରେ ୨୭୦ କିଲୋରୁ ଅଧିକ ଗଞ୍ଜେଇ·ଲାଣବେଳେ ପୁଲିସ୍ ଜୟପୁର ନିକଟବର୍ତ୍ତୀ ତେଲିଗୁଡାଛକ ନିକଟରେ ଧରିଥିଲା । ଟ୍ରକ ସହିତ ଅ ।ଉ ଏକଇନୋଭା ଗାଡ ମଧ୍ୟ ଏହି ଚୋରା ·ଲାଣରେ ସମ୍ପୃକ୍ତଥିଲେ ୟ ଅଭିଯୁକ୍ତଙ୍କୁ କୋରାପୁଟର ଦୌରାଜଜ୍ ଗତବର୍ଷଏପ୍ରିଲ୍ ୧୫ ତାରିଖରେ କୋର୍ଟ ·ଲାଣ କରିଥିଲେ ।ତେବେ ଗତ ଅକ୍ଟୋବର ୪ତାରିଖରେ ଏହି ମାମଲାଦୌରାଜଜ୍ଙ୍କ କୋର୍ଟରେ ବି·ରପାଇଁ ଅ ।ସିଥିବାବେଳେସରକାରଙ୍କ ପକ୍ଷରୁ ଅଭିଯୋଗଫର୍ଦ୍ଦ ଦାଖଲ ଲାଗି ଅ ।ଉ୬୦ଦିନ ସମୟ ମଗାଯାଇଥିଲା । ଅ ।ଇନାନୁଯାୟୀ୧୮୦ଦିନ ମଧ୍ୟରେ ଅଭିଯୋଗଫର୍ଦ୍ଦ ଦାଖଲ ହେବାକଥା । ତେବେ ଏ କ୍ଷେତ୍ରରେ ର୍ନିଦ୍ଧାରିତ ସମୟସୀମାଅତିବାହିତ ହୋଇଥିବାବେଳେ ଜେଲ୍ରେ ଅଟକ ଥିବାଅଭିଯୁକ୍ତଙ୍କୁ ହାଜର ନକରାଇ ଏକତରଫା ଭାବେଦୌରାଜଜ୍ ଅଭିଯୋଗଫର୍ଦ୍ଦ ଦାଖଲ ଲାଗି ଅଧିକ ସମୟମଞ୍ଜୁର କରିଥିଲେ । ଦୌରାଜଜ୍ଙ୍କ ଅ ।ଦେଶନାମାବିରୁଦ୍ଧରେ ଅଭିଯୁକ୍ତ ତିୱାରୀ ହାଇକୋର୍ଟରେ ଏକ ଜାମିନଅ ।ଦେନ ଦାଖଲ କରିଥିଲେ । ଉଭୟ ପକ୍ଷର ଯୁକ୍ତିଶୁଣିବାପରେ ଓଡିଶା ହାଇକୋର୍ଟର ଅନ୍ୟତମ ବି·ରପତିଏସ୍.କେ.ପାଣିଗ୍ରାହୀ ଏ କ୍ଷେତ୍ରରେ ଅଭିଯୁକ୍ତଙ୍କୁଅନ୍ଧାରରେ ରଖି ଅ ।ଇନ୍ର ପରିଧି ବାହାରେ ଅଧିକ ସମୟଦିଅ ।ଯାଇଥିବା ଦୃଷ୍ଟିରୁ ଅଭିଯୋଗ ଶ୍ରୀ ତିୱାରୀଙ୍କ ଜାମିନଅ ।ବେଦନ ପ୍ରାର୍ଥନାକୁ ଗ୍ରହଣ କରିଛନ୍ତି ଏବଂ ତାଙ୍କୁତୁରନ୍ତ ଜାମିନରେ ଖଲାସ କରିବାକୁ ନିଦେ୍ର୍ଦଶଦେଇଛନ୍ତି । ତେବେ ଏ କ୍ଷେତ୍ରରେ ମାମଲାର ବି·ରକରୁଥିବା ସ୍ୱତନ୍ତ୍ର କୋର୍ଟଙ୍କ ନିକଟରେଅ ।ବେଦନକାରୀ ବେଲ୍ ବଣ୍ଡ୍ ଦାଖଲ କରିବେ ଓକୋର୍ଟ ଜାମିନର ସର୍ତ୍ତ ର୍ନିଦ୍ଧାରଣ କରିବେ ବୋଲିବି·ରପତି ଶ୍ରୀ ପାଣିଗ୍ରାହୀ କହିଛନ୍ତି । କେଉଁ କ୍ଷେତ୍ରରେଅଭିଯୋଗଫର୍ଦ୍ଦ ୧୮୦ଦିନର ର୍ନିଦ୍ଧାରିତ ସମୟସୀମାମଧ୍ୟରେ ହୋଇନପାରିଲେ କିପରି ସମୟ ବଢାଯିବତାହା ଅ ।ଇନ୍ରେ ସ୍ପଷ୍ଟ ଉଲ୍ଲେଖ ରହିଛି । କିନ୍ତୁ ଏକ୍ଷେତ୍ରରେ ତାହାର ଉଲ୍ଲଙ୍ଘନ ହୋଇଥିବାରୁ୨୭୦କିଲୋରୁ ଅଧିକ ଓଜନର ଗଞ୍ଜେଇ ·ଲାଣସମୟରେ ପୁଲିସ୍ ହାତରେ ଧରାପଡି ଏନ୍ଡିପିଏସ୍ ଅ ।ଇନ୍ଅନୁଯାୟୀ ଜେଲ୍ରେ ଅଟକ ଥିବା ଅଭିଯୁକ୍ତ ଜାମିନପାଇବାକୁ ସକ୍ଷମ ହୋଇଛନ୍ତି । ଏଠାରେ ଉଲ୍ଲେଖନୀୟଯେ ରାଜ୍ୟରେ ଗଞ୍ଜେଇ ସମେତ ଅନ୍ୟାନ୍ୟ ନିଷିଦ୍ଧଚୋରା ନିଶା ସାମଗ୍ରୀର ପ୍ରସାର ଘଟୁଥିବାବେଳେ ଯେଉଁକେତେକ କ୍ଷେତ୍ରରେ ଅଭିଯୁକ୍ତମାନେ ଧରା ପଡୁଛନ୍ତିସେମାନଙ୍କ ମଧ୍ୟରୁ ଅଧିକାଂଶ ପରବର୍ତ୍ତୀ ସମୟରେ ତଦନ୍ତଓ ମାମଲା ପରି·ଳନାରେ ତ୍ରୁଟି ଅ ।ଦି ବିଭିନ୍ନ କାରଣରୁଖସିଯିବାରେ ସମର୍ଥ ହେଉଛନ୍ତି ।

- Advertisement -ଅଭିଯୋଗ ଫର୍ଦ୍ଦ ଦାଖଲ ବିଳମ୍ବକୁ ନେଇ ରାୟ

More articles

LEAVE A REPLY

Please enter your comment!
Please enter your name here

- Advertisement -ଅଭିଯୋଗ ଫର୍ଦ୍ଦ ଦାଖଲ ବିଳମ୍ବକୁ ନେଇ ରାୟ

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...