28 C
Bhubaneswar
Sunday, September 20, 2020

ବିନା ଚିକିତ୍ସାରେ ପଡ଼ି ରହୁଛନ୍ତି ରୋଗୀ

Must read

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

କଟକ,୨୫ ।୮(ନି.ପ୍ର): ଏସ୍ସିବିଅ ।ଇସୋଲେସନ ୱାର୍ଡରେ ବି ·ଲିଥିବାଅବ୍ୟବସ୍ଥାର ଭିଡିଓ ପୁଣି ଭାଇରାଲହୋଇଛିୟ ଦିନ ଦିନ ଧରି ବିନାଚିକିତ୍ସାରେ ରୋଗୀ ପଡ଼ି ରହିବା, ତାଙ୍କସଂକ୍ରମଣ ସଂପର୍କରେ କେଣସି ତଥ୍ୟ ନଦେବା, ଏମିତିକି ରୋଗୀଙ୍କ ଅକ୍ସିଜେନସିଲିଣ୍ଡର ବି କେହି ନ ବଦଳାଇବାରଅଭିଯୋଗ ସାମ୍ନାକୁ ଅ ।ସିଛିୟ ଜଣେରୋଗୀ କିଭଳି ନିଜେ ଅକ୍ସିଜେନ୍ ସିଲିଣ୍ଡରବଦଳାଉଛନ୍ତି, ତାହାର ଦୃଶ୍ୟ ଭାଇରାଲହେବା ସହ ଅନେକ ରୋଗୀ ତାଙ୍କଦୁର୍ଦ୍ଦଶାର ଭିଡିଓ ମଧ୍ୟ ଭାଇରାଲ କରିଚିକିତ୍ସା ସୁବିଧା ପାଇବା ପାଇଁ ନିବେଦନକରିଛନ୍ତି । ସୂଚନା ଅନୁସାରେ, ବାଙ୍କୀ ବ୍ଲକ୍କଳାପଥର ଅଞ୍ଚଳର ଜଣେ ଯୁବକଭାପୁରଠାରେ ତାଙ୍କର ସ୍ୱାବ୍ ପରୀକ୍ଷାକରାଇଥିଲେୟ ୧୮ ତାରିଖ ତାଙ୍କରିପୋର୍ଟ ପଜିଟିଭ୍ ଅ ।ସିଲାୟ ହେଲେତାଙ୍କୁ କୋଭିଡ୍ ସେଣ୍ଟରକୁ ସ୍ଥାନାନ୍ତରକରାଗଲାନିୟ ଫଳରେ ୪ ଦିନ ହୋମଅ ।ଇସୋଲେସନ୍ରେ ରହିବା ପରେ୨୧ତାରିଖ ଦିନ ତାଙ୍କୁ କୋଭିଡ୍ସେଣ୍ଟରକୁ ପଠାଗଲାୟ ସେଠାରେଦୁଇଦିନ ରହିବା ପରେ ୨୩ରେ ନିଶ୍ୱାସନେବାରେ ସମସ୍ୟା ଦେଖାଦେବାରୁ ତାଙ୍କୁଏସ୍ସିବି ଅ ।ଇସୋଲେସନ୍ ୱାର୍ଡକୁପଠାଗଲାୟ କିନ୍ତୁ ଉଦ୍ୱେଗର ବିଷୟହେଲା, ଗତକାଲି ସଂଧ୍ୟାରୁ ଅ ।ଜି ରାତି୯ଟା ପର୍ଯ୍ୟନ୍ତ ତାଙ୍କୁ କେହି ଡାକ୍ତରଦେଖିଲେନି କି ସ୍ୱାସ୍ଥ୍ୟ କର୍ମ·ରୀମାନେମଧ୍ୟ ଔଷଧ ଦେଲେ ନାହିଁୟ ସେ ବାରମ୍ବାରସକାଳୁ ତାଙ୍କ ଚିକିତ୍ସା ପାଇଁ ସମସ୍ତଙ୍କୁକହିଥିଲେ ମଧ୍ୟ କେହି ଦେଖିବାକୁ ଅ ।ସିନଥିବା ସେ ଅଭିଯୋଗ କରିଛନ୍ତିୟଏଭଳି ସ୍ଥିତିରେ ତାଙ୍କୁ ଗାଁକୁ ପଠାଇଦିଅବୋଲି ସଂପୃକ୍ତ ସଂକ୍ରମିତ ଯୁବକନିବେଦନ କରିଛନ୍ତିୟ କେବଳ ଏହିଯୁବକଙ୍କ କଥା ନୁହେଁ, ଶଯ୍ୟା ଅଭାବରୁଜଣେ ସଂକ୍ରମିତ ତଳେ ଶୋଇ ଚିକିତ୍ସିତହେଉଥିଲେୟ ଶଯ୍ୟା ମିଳିବା ପରେ ତାଙ୍କୁସ୍ଥାନାନ୍ତର ସମୟରେ ତାଙ୍କ ଅକ୍ସିଜେନ୍ସିଲିଣ୍ଡର ବଦଲାଇବା ପାଇଁ ବାରମ୍ବାର ସେକର୍ମ·ରୀଙ୍କୁ ନେହୁରା ହୋଇଥିଲେ ମଧ୍ୟକେହି ଶୁଣିନଥିଲେୟ ଫଳରେ ୱାର୍ଡରଅନ୍ୟ ୨ଜଣ ସଂକ୍ରମିତ ତାଙ୍କ ଅକ୍ସିଜେନ୍ସିଲିଣ୍ଡର ବଦଳାଇବାର ଭିଡିଓ ମଧ୍ୟ ୱାର୍ଡରୁଭାଇରାଲ ହୋଇଛି । ସେହିପରି ଚିକିତ୍ସାପାଇଁ କେନ୍ଦୁଝର ଜିଲ୍ଲା ଘସିପୁରା ଅଂଚଳରୁନିଜ ମା’ଙ୍କୁ ନେଇ ଅ ।ସିଥିଲେ ଯୁବକୟ୧୯ ତାରିଖରେ ମା’ଙ୍କ ମୃତ୍ୟୁ ହେଲାୟହେଲେ ଯେହେତୁ ମା’ଙ୍କ ସଂସ୍ପର୍ଶରେ ସେଅ ।ସିଛନ୍ତି, ତେଣୁ ତାଙ୍କୁ ଅ ।ଇସୋଲେସନ୍ୱାର୍ଡରୁ ଛଡ଼ାଗଲା ନାହିଁୟ ୧୯ ତାରିଖରୁଅ ।ଜି ପର୍ଯ୍ୟନ୍ତ ଉକ୍ତ ଯୁବକ ୱାର୍ଡରେଅଛନ୍ତିୟ ହେଲେ ତାଙ୍କ ସ୍ୱାବ୍ ରିପୋର୍ଟପଜିଟିଭ୍ ନା ନେଗେଟିଭ୍, ତା’ ମଧ୍ୟ ତାଙ୍କୁଜଣାଯାଉନଥିବା ସେ ଅଭିଯୋଗକରିଛନ୍ତିୟ ଏପଟେ ମା’ ମୃତ୍ୟୁର ଦୁଃଖ,ସେପଟେ ନିଜେ ସୁସ୍ଥ ନା ସଂକ୍ରମିତସେଭଳି ମାନସିକ ·ପରେ ୱାର୍ଡରେପଡିଛନ୍ତି ଯୁବକୟ ସମନ୍ୱୟ ଅଭାବରୁଏସ୍ସିବି ଅ ।ଇସୋଲେସନ୍ ୱାର୍ଡରେସଂକ୍ରମିତଙ୍କ ଦୁର୍ଦ୍ଦଶା ବି ·ଲିଛିୟଅପରପେକ୍ଷ ଏସ୍ସିବିରେ ୬୦ ପାଖାପାଖିଡାକ୍ତର ଓ ଶତାଧିକ କର୍ମ·ରୀ କରୋନାସଂକ୍ରମିତ ହୋଇଥିବା ବେଳେ କର୍ମ·ରୀଅଭାବର ଅ ।ଳ କରି ଅ ।ଇସୋଲେସନ୍ୱାର୍ଡକୁ ଅଣଦେଖା କରାଯାଉଥିବାଅଭିଯୋଗ ହୋଇଛିୟ ଏଭଳି ଅଭିଯୋଗସଂପର୍କରେ ଏସ୍ସିବି କରୋନା ନୋଡାଲଅଫିସର୍ ପ୍ରଫେସର୍ ଡାକ୍ତର ମନୋରଞ୍ଜନପ…ନାୟକଙ୍କ ସହ ଯୋଗାଯୋଗକରାଯାଇଥିଲାୟ କିନ୍ତୁ ସେ ବେଠକରେବ୍ୟସ୍ତ ଥିବା କହି ପ୍ରଶ୍ନ ଏଡ଼ାଇଦେଇଥିଲେୟ ଏଠାରେ ସୂଚନା ଯୋଗ୍ୟଯେ ଗତମାସରେ ବି ଏସ୍ସିବିଅ ।ଇସୋଲେସନ୍ ୱାର୍ଡର ଅବ୍ୟବସ୍ଥାକୁନେଇ ଭିଡିଓ ଭାଇରାଲ ହୋଇଥିଲା ।ବାଲିଅନ୍ତା: ସ୍ଥାନୀୟ ପ୍ରତାପରୁଦ୍ରପୁରପଞ୍ଚାୟତର ଜଣେ କିଡ୍ନି ରୋଗୀ ମାସକମଧ୍ୟରେ ୩ଥର ପଜିଟିଭ୍ ଚିହ୍ନଟ ହେବାଘଟଣା ବେଶ୍ ଚର୍ଚ୍ଚାର ବିଷୟହୋଇଛିୟ କୋଭିଡ୍ ହସ୍ପିଟାଲରୁଚିକିତ୍ସିତ ହୋଇ ଫେରିବା ପରେ ମଧ୍ୟସେ ବାରମ୍ବାର କୋଭିଡ୍ ଅ ।କ୍ରାନ୍ତହେଉଥିବା ସ୍ୱାବ୍ ପରୀକ୍ଷାରୁ ଜଣାପଡ଼ୁଛିୟଅ ।ଜି ସରଦେଇପୁର କୋଭିଡ୍ ପରୀକ୍ଷାକେନ୍ଦ୍ରରୁ ତାଙ୍କ ପଜିଟିଭ୍ ରିପୋର୍ଟ ମିଳିବାପରେ ଲୋକେ ନାନା କଥାଅ ।ଲୋଚନା କରୁଛନ୍ତି ।ସୂଚନାନୁସାରେ, ୩୭ ବର୍ଷୀୟ ଏହିଯୁବକ ଭୁବନେଶ୍ୱରସ୍ଥିତ ଏକ ଘରୋଇସଂସ୍ଥାରେ କାମ କରୁଛନ୍ତିୟ ସେହିକମ୍ପାନିର ଜଣେ ଅ ।କ୍ରାନ୍ତ କର୍ମ·ରୀଙ୍କସଂସ୍ପର୍ଶରେ ଅ ।ସି ସେ ଗତ ମାସରେପଜିଟିଭ୍ ଚିହ୍ନଟ ହୋଇଥିଲେୟ ଚିକିତ୍ସାପାଇଁ ସେ କୋଭିଡ୍ ହସ୍ପିଟାଲରେ ଭର୍ତିହୋଇଥିଲେୟ ୧୪ ଦିନ କୋଭିଡ୍ହସ୍ପିଟାଲରେ ରହିବା ପରେ ତାଙ୍କୁଡିସ·ର୍ଜ କରାଯାଇଥିଲା ଓସେତେବେଳେ ପୁଣିଥରେ ତାଙ୍କ ସ୍ୱାବ୍ପରୀକ୍ଷା କରାଯାଇଥିଲାୟ ସେଥର ମଧ୍ୟସ୍ୱାବ୍ ପରୀକ୍ଷା ରିପୋର୍ଟ ପଜିଟିଭ୍ହେବାରୁ ତାଙ୍କୁ ଗୃହ ସଂଗରୋଧରେରହିବା ପାଇଁ କୁହାଯାଇଥିଲାୟ ଗୃହସଙ୍ଗରୋଧର ଠିକ୍ ୨୮ ଦିନ ପୂରିବାପରେ ଅ ।ଜି ସେ ସରଦେଇପୁରସ୍ଥିତଡାକବଙ୍ଗଳା ସ୍ୱାବ ପରୀକ୍ଷା କେନ୍ଦ୍ରରେତୃତୀୟଥର ପାଇଁ ସ୍ୱାବ୍ ନମୁନା ପରୀକ୍ଷାକରାଇଥିଲେୟ ଏଥର ମଧ୍ୟ ତାଙ୍କ ରିପୋର୍ଟକୋଭିଡ ପଜିଟିଭ୍ ଅ ।ସିଛି ବୋଲିବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେଡାକ୍ତର କହିଛନ୍ତିୟ ତେଣୁ ଜଣେ ବ୍ୟକ୍ତିତିନି ତିନିଥର ପଜିଟିଭ୍ ଚିହ୍ନଟ ହେବାଘଟଣା ବାଲିଅନ୍ତା ଅଞ୍ଚଳରେ ପ୍ରଥମ ଏବଂଚର୍ଚ୍ଚାର ମୁଖ୍ୟ ବିଷୟ ହୋଇଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ଉନ୍ନୟନ ବ୍ୟୟ ନୈରାଶ୍ୟ ଜନକ

ଭୁବନେଶ୍ୱର,୧୮ ।୯(ନି.ପ୍ର):ଉନ୍ନୟନ କାର୍ଯ୍ୟ ପାଇଁ ପାଣ୍ଠି ମହଜୁଦଥିବାବେଳେ ଅଧିକାଂଶ ବିଭାଗ କିନ୍ତୁ ଅର୍ଥଖର୍ଚ୍ଚ କରିପାରୁ ନାହାନ୍ତି । ଏଭଳିନୈରାଶ୍ୟଜନକ ବ୍ୟୟ ଏବେ ରାଜ୍ୟସରକାରଙ୍କୁ ଚିନ୍ତାରେ...