24 C
Bhubaneswar
Tuesday, November 24, 2020

କ୍ଷତିକାରଣ ହୋଇପାରେ କରୋନା ଚିନ୍ତା

Must read

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

ଭୁବନେଶ୍ୱର,୨୫ ।୮(ନି.ପ୍ର): ଡାଇବେଟିସ୍ ରୋଗୀଙ୍କପାଇଁ କରୋନା କ୍ଷତିକାରକ ହୋଇପାରେ ୟ କାରଣଡାଇବେଟିସ୍ ହେବା ଦ୍ୱାରା ଅ ।ମର ରୋଗ ପ୍ରତିଷେଧକଶକ୍ତି କମିଥାଏ ୟ ଏହାଭିତରେ ଯଦି ଅ ।ପଣ ବାରମ୍ବାରକରୋନା ବିଷୟରେ ଚ·ର୍ ବା ନ୍ୟୁଜ ଦେଖି ଚିନ୍ତାବାଢାଉଛନ୍ତି ତେବେ ସତର୍କ ହୋଇଯାଅ ।ନ୍ତୁୟ କାରଣଏହା ଜୀବନ ପ୍ରତି ବିପଦ ସୃଷ୍ଟି କରେ ବୋଲି କହନ୍ତିଡାକ୍ତର ବି ଜଗଦୀଶ । ଯେହେତୁ ଡାଇବେଟିସ୍ ଏକଜୀବନଶୈଳୀ ରୋଗ ତେଣୁ ଏହି କରୋନା ମହାମାରୀସମୟ ହେଉଛି ଡାଇବେଟିସ୍ ରୋଗୀଙ୍କ ପାଇଁ ବେଶ୍ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ୪ ଟି ସରଳ ଉପାୟରେ କାରୋନାକୁଡାଇବେଟିସ ରୋଗୀ ଦୂରରେ ରଖିପାରିବେ ବୋଲି ଡାକ୍ତରବି ଜଗଦୀଶ କହିଛନ୍ତିୟ ସେଗୁଡିକ ହେଲା ଖାଦ୍ୟପେୟରେଯତ୍ନ, ବ୍ୟାୟାମ, ଔଷଧ ସେବନ ଏବଂ ରକ୍ତଶର୍କରାପରୀକ୍ଷଣ । ଡାକ୍ତର ଜଗଦୀଶ କହିଛନ୍ତି ଅ ।ମର ଭାରତୀୟଖାଦ୍ୟ ଏକ ଉକ୍ରୃଷ୍ଠ ଧରଣର ଖାଦ୍ୟ ଅଟେ ୟ କିନ୍ତୁ ବର୍ତ୍ତମାନତାହା ଅ ।ଧୁନିକ ଶୈଳୀରେ ପରିବର୍ତ୍ତୀତ । ଗୋଟିଏଦିନରେ ଅ ।ମେ ବିଷେଶ କରି ଦୁଇ ଥର ମୁଖ୍ୟ ଖାଦ୍ୟଖାଇଥାଉ । କିନ୍ତୁ ଡାଇବେଟିସ୍ ରୋଗୀଙ୍କ କ୍ଷେତ୍ରରେ ସେଇଖାଦ୍ୟକୁ ଭାଗଭାଗ କରି ୪ ରୁ ୫ ଥର ଖାଇବା ଉଚିô ।କାରଣ ଏହା ଦ୍ୱାରା ଅ ।ମର ରକ୍ତସର୍କରା ସନ୍ତୁଳିତହୋଇଥାଏ । ଯଦି ଜଣେ କିଡନୀ ରୋଗୀ ହୋଇଥାନ୍ତିତେବେ ଏନେଇ ସେ ଅଧିକ ଯତ୍ନବାନ ହେବାଅ ।ବଶ୍ୟକ ୟ ଦୈନନ୍ଦିନ ହାଇଡ୍ରେସନକୁ ନିଯନ୍ତ୍ରଣ କରିବାପାଇଁ ଅ ।ମେ ୩ ରୁ ୫ ଲିଟର ପାଣି ପିଇବା ୟ ଯଦିଅ ।ମେ ନଖ ଉଷୁମ ପାଣି ପିଇବା ତେବେ ତାହା ଅ ।ମଶରୀର ପାଇଁ ବେଶ୍ ଅଧିକ ଉପଯୋଗୀ ହୋଇଥାଏ ୟକିନ୍ତୁ କରୋନା ମହାମାରୀ ସମୟରେ କାଢା ହେଉଛି ଏକଉପଯୋଗୀ ପାନୀୟ । ଅ ।ମେ ଡାଲଚିନି, ଅଦା, ତୁଳସୀଏବଂ ଗୋଲମରିଚ ଅ ।ଦିକୁ ନାଲି · କରି ମଧ୍ୟ ପିଇପାରିବା ୟ କିନ୍ତୁ ମନେ ରଖିବା ଗୋଟିଏ ଦିନରେ ଏହାକୁଅ ।ମେ ଦୁଇ କପ ବ୍ୟବହାର କରିପାରିବା ୟ ଅଧିକବ୍ୟବହାର କରିବା ଦ୍ୱାରା ଏହା ପତଳା ଝାଡା ବା ପେଟଗୋଳମାଳ ପରି ସମସ୍ୟା ମଧ୍ୟ ସୃଷ୍ଠି କରିପାରେ ୟ ତେଣୁଧ୍ୟାନ ଦେବେ । ପ୍ରତିଦିନ ଅ ।ମକୁ ୩୦ ରୁ ୪୦ମିନିଟ୍ ବ୍ୟାୟାମ କରିବା ନିହାତି ଅ ।ବଶ୍ୟକ ୟ ଏହାଦ୍ୱାରା ଅ ।ମର ରକ୍ତ ସଞ୍ଚାଳନ ଠିକ୍ ଭାବରେହୋଇଥାଏ ୟ ଯଦି ଅ ।ପଣ କମ୍ପ୍ୟୁଟର୍ ବାଲାପଟପରେ କାମ କରୁଥାନ୍ତି ତେବେ ଷ୍ଟେଚିଙ୍ଗ୍ଏକ୍ସରସାଇଜ୍ ନିଶ୍ଚିତ କରନ୍ତୁ । ଡାକ୍ତରଙ୍କ ପରାମର୍ଶଅନୁଯାଇ ଔଷଧ ସେବନ କରନ୍ତୁ ୟ ମନଇଚ୍ଛା ବାମେଡିସିନ୍ ଦୋକାନୀଙ୍କ କହିବା ଦ୍ୱାରା କୌଣସୀ ଔଷଧବ୍ୟବହାର କରନ୍ତୁ ନାହିଁ ୟ ସୋସିଅ ।ଲମିଡିଅ ।ରେପ୍ରସାରିତ କରୋନା ସଂପର୍କିତ କୌଣସି ଔଷଧଡାକ୍ତରଙ୍କ ବିନା ପରାମର୍ଶରେ ଖାନ୍ତୁ ନାହିଁ

- Advertisement -କ୍ଷତିକାରଣ ହୋଇପାରେ କରୋନା ଚିନ୍ତା

More articles

LEAVE A REPLY

Please enter your comment!
Please enter your name here

- Advertisement -କ୍ଷତିକାରଣ ହୋଇପାରେ କରୋନା ଚିନ୍ତା

Latest article

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...