27 C
Bhubaneswar
Sunday, September 20, 2020

ବରମୁଣ୍ଡା ବସ୍ଷ୍ଟାଣ୍ଡ ଉନ୍ନତୀକରଣ ଆରମ୍ଭ

Must read

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ଭୁବନେଶ୍ୱର,୨୫ ।୮(ନି.ପ୍ର) : ବରମୁଣ୍ଡାବସ୍ଷ୍ଟାଣ୍ଡର ଉନ୍ନତୀକରଣ ନେଇ ଦୀର୍ଘବର୍ଷ ହେଲା ରାଜ୍ୟ ସରକାର ଯୋଜନାକରୁଥିଲେ ହେଁ ଏହା ଏବେ ସଫଳହେବାକୁ ଯାଉଛି । କରୋନା ମହାମାରୀସମୟରେ ଖୁସି ଖବର ଆସିଛି । ବ୍ରିଜ୍ଆଣ୍ଡ୍ ରୁଫ୍ କମ୍ପାନି (ଇଣ୍ଡିଆ) ପକ୍ଷରୁବସଷ୍ଟାଣ୍ଡ ଉନ୍ନତୀକରଣ କାମ ଆରମ୍ଭହୋଇଛି । ଅଗଷ୍ଟ ୨୦୨୨ ସୁଦ୍ଧାବରମୁଣ୍ଡା ବସ୍ଷ୍ଟାଣ୍ଡକୁ ନୂଆ ରୂପ ଦେବାକୁଯୋଜନା ହୋଇଛି । ଏବେ ଖଣ୍ଡଗିରିବାରିରେ ଅସ୍ଥାୟୀ ବସ୍ ଡିପୋ ନିର୍ମାଣକାମ ଆପାତତଃ ଶେଷ ହୋଇଛିୟ ଖୁବ୍ଶୀଘ୍ର ଏଠାକୁ ଓଏସ୍ଆରଟିସି ବସ୍ ଏବଂଅନ୍ୟାନ୍ୟ ଘରୋଇ ବସ୍ ସ୍ଥାନାନ୍ତରହେବ । ଏହାପରେ ଜୋରଦାର୍ କାମଆରମ୍ଭ ହେବ ବୋଲି ବିଡିଏ ଉପାଧ୍ୟକ୍ଷପ୍ରେମଚନ୍ଦ୍ର ଚେଧରୀ କହିଛନ୍ତି । ଦୀର୍ଘ୧୦ବର୍ଷ ହେଲା ରାଜ୍ୟ ସରକାରବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତୀକରଣ ନେଇଯୋଜନା କରୁଥିଲେ ହେଁ ଏହା କାର୍ଯ୍ୟକାରୀହୋଇପାରୁନଥିଲା । କେତେବେଳେଟେଣ୍ଡର ପାଇଥିବା ସଂସ୍ଥା କାମ ଅ ।ରମ୍ଭକରିବା ପୂର୍ବରୁ ଛାଡ଼ି ପଳାଇଥିଲା ତକେତେବେଳେ ଟେଣ୍ଡର ଶେଷ ହେବାପରେ ଟର୍ମିନାଲର ଉଚ୍ଚତା ନେଇଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ କେଁବାହାର କରିବାରୁ କାମ ଅଧାରେଅଟକିଯାଇଥିଲା । ଶେଷରେସେପ୍ଟେମ୍ବର ୨୬, ୨୦୧୯ରେବରମୁଣ୍ଡା ବସଷ୍ଟାଣ୍ଡ ଉନ୍ନତୀକରଣଉପରେ କ୍ୟାବିନେଟ୍ ମୋହରବାଜିଥିଲା । ଏହାପରେ ବସଷ୍ଟାଣ୍ଡସ୍ଥାନାନ୍ତର କରି କାମ ଅ ।ରମ୍ଭ କରିବାବାକି ଥିଲା । ଏବେ ବହୁ ବାଦବିବାଦପରେ ନିର୍ମାଣ କାମ ଅ ।ରମ୍ଭ ହୋଇଛି ।ଦୁଇ ଦିନ ହେଲା କାମ ଅ ।ରମ୍ଭହୋଇଥିଲେ ହେଁ ବସଷ୍ଟାଣ୍ଡରବ୍ୟବସାୟୀମାନେ ବିରୋଧ କରୁଥିବାରୁବିଡିଏ କର୍ତ୍ତୃପକ୍ଷଙ୍କ ପାଇଁ ଏହା ଏକ·ଲେଞ୍ଜ ହୋଇଛି । ୧୧ଏକରଜମିରେ ହେବ,ଭବିଷ୍ୟତ ସମ୍ପ୍ରସାରଣପାଇଁ ୪.୫ ଏକର ରହିବ ବସଷ୍ଟାଣ ̃କୁଟର୍ମିନାଲ ଅଞ୍ଚଳ ଏବ୍ଥ ବାଣିଜ୍ୟିକ ଅଞ୍ଚଳଦୁଇଟି ପୃଥକ ଭାବେ ବିକଶିତକରାଯିବ । ପ୍ରାୟ ୧୫.୫ଏକରଅଞ୍ଚଳରେ ଥିବା ବରମୁଣ୍ଡା ବସଷ୍ଟାଣ୍ଡର୧୧ଏକର ଜାଗାରେ ବିକାଶକରାଯିବ । ବାକି ୪.୫ଏକର ଜମିଭବିଷ୍ୟତର ସମ୍ପ୍ରସାରଣ ପାଇଁ ସ୍ଥରକ୍ଷିତରହିବ । ବସ୍ ଟର୍ମିନାଲକୁ ଯାତ୍ରୀମାନେଯେପରି ସୁବିଧାରେ ଯାତାୟତକରିପାରିବେ ସେଥିପାଇଁ ଅଧିକ ସ୍ଥଖ୍ୟକସିଟି ବସ୍ ଚଳାଚଳ କରିବ । ପ୍ରସ୍ତାବିତନୂତନ ବସ୍ ଟର୍ମିନାଲରେ ଫୁଡ୍ କୋର୍ଟରୁଅ ।ରମ୍ଭ କରି ଅ ।ବଶ୍ୟକୀୟ ପାର୍କିଂ,ଏଲିଭେଟର ଓ ଏସ୍କ୍ଲାଭେଟର୍ ରହିବୟପାନୀୟ ଜଳ ଯୋଗାଣ, ବର୍ଜ୍ୟ ଜଳବିଶୋଧନ, ବସ୍ ଧୋଇବା ପାଇଁଅ ।ବଶ୍ୟକୀୟ ବ୍ୟବସ୍ଥା, ପୂରାବସଷ୍ଟାଣ୍ଡରେ ୱାଇଫାଇ ସେବା ଉପଲବ୍ଧହେବ । ସେରଶକ୍ତି ବ୍ୟବସ୍ଥାରେବିଦ୍ୟୁତ ସ୍ଥଯୋଗ ହେବୟ ଏହିବସଷ୍ଟାଣ ̃ର ସ୍ୱତନ୍ତ୍ରତା ହେବ ଏଠାରୁବିଶାଖପାଟଣା, ହାଇଦ୍ରାବାଦ, ରାୟପୁର,ରାଞ୍ଚି, କୋଲକତା, ବେଙ୍ଗାଲୁରୁ ସମେତଦେଶର ବିଭିନ୍ନ ସ୍ଥାନକୁ ନିୟମିତ ବସ୍ଚଳାଚଳ କରିବୟ ଉଭୟ ଘରୋଇ ଓଓଏସ୍ଅ ।ରଟିସି ଏହି ବସ୍ ସେବାଯୋଗାଇବେ ବୋଲି ନିଷ୍ପତ୍ତି ହୋଇଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ଉନ୍ନୟନ ବ୍ୟୟ ନୈରାଶ୍ୟ ଜନକ

ଭୁବନେଶ୍ୱର,୧୮ ।୯(ନି.ପ୍ର):ଉନ୍ନୟନ କାର୍ଯ୍ୟ ପାଇଁ ପାଣ୍ଠି ମହଜୁଦଥିବାବେଳେ ଅଧିକାଂଶ ବିଭାଗ କିନ୍ତୁ ଅର୍ଥଖର୍ଚ୍ଚ କରିପାରୁ ନାହାନ୍ତି । ଏଭଳିନୈରାଶ୍ୟଜନକ ବ୍ୟୟ ଏବେ ରାଜ୍ୟସରକାରଙ୍କୁ ଚିନ୍ତାରେ...