24 C
Bhubaneswar
Tuesday, November 24, 2020

ଦିଲ୍ଲୀ କ୍ୟାପିଟାଲ୍ସ ଦଳର ବୋଲିଂକୋଚ ନିଯୁକ୍ତ ହେଲେ ହାରିସ

Must read

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ୂଆଦିଲ୍ଲୀ,୨୫ା୮: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଅ ।ଇପିଏଲ୍) ର୨୦୨୦ ସଂସ୍କରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ର୍ୟାନ ହାରିସ୍ଙ୍କୁ ବୋଲିଂ କୋଚ୍ଭାବରେ ନିଯୁକ୍ତ କରିଛି ।୨୦୧୮ ଏବଂ ୨୦୧୯ ରେ ଦଳର ବୋଲିଙ୍ଗକୋଚ ଭାବେ କାର୍ଯ୍ୟ କରିଥିବା ଜେମ୍ସ ହୋପ୍ସ ବ୍ୟକ୍ତିଗତ କାରଣରୁ ଏହିସିଜିନରୁ ଓହରି ଯାଇଛନ୍ତି । ହ୍ୟାରିସ୍ ତାଙ୍କ ଅଷ୍ଟ୍ରେଲୀୟ ସାଥୀ ତଥା ଦିଲ୍ଲୀକ୍ୟାପିଟାଲ୍ସ ଦଳର ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଙ୍ଗଙ୍କସହ କାମ କରିବେ ।ପଣ୍ଟିଂ ଏବଂ ହାରିସଙ୍କ ବ୍ୟତୀତ ଦିଲ୍ଲୀରକୋଚିଂ ଷ୍ଟାଫରେ ମହମ୍ମଦ କୌଫ, ସାମୁଏଲବଦ୍ରି ଏବଂ ବିଜୟ ଡାହିଆ ମଧ୍ୟ ରହିବେ । ଏହିଅ ।ଇପିଏଲ ସେପ୍ଟେମ୍ବର ୧୯ ତାରିଖରୁଅ ।ରମ୍ଭ ହୋଇ ନଭେମ୍ବର ୧୦ ତାରିଖ ଯାଏ ୟୁଏଇରେ ଅନୁଷ୍ଠିତ ହେବ ।ମୁଁ ଅ ।ଇପିଏଲକୁ ଫେରି ଖୁସି ଅଟେ । ଦିଲ୍ଲୀ କ୍ୟାପିଟାଲ୍ସ ଦଳରେଏକ ପ୍ରଭାବଶାଳୀ ବୋଲିଂ ଲାଇନ ଅଛି, ଏବଂ ମୁଁ ସେମାନଙ୍କ ସହ କାମକରିବାକୁ ଉତ୍ସାହିତ ବୋଲି ଦଳର ଅଫିସିଅ ।ଲ ୱେବସାଇଟରେ ହ୍ୟାରିସକହିଛନ୍ତି ।ପୂର୍ବରୁ ଅ ।ଇପିଏଲ ଖେଳିବାରେ ହାରିସଙ୍କ ଅଭିଜ୍ଞତା ରହିଛି ।ସେ ୨୦୦୯ ମସିହାରେ ବେଫାଲୋ ପାର୍କରେ ଡେକାନ୍ ·ର୍ଜସ ଦଳପକ୍ଷରୁ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରେ ଡେବ୍ୟୁ କରିଥିଲେ । ହାରିସ୩୭ ଟି ଅ ।ଇପିଏଲ ମ୍ୟାଚ ଖେଳି ୪୫ ଟି ୱିକେଟ ନେଇଛନ୍ତି । ଶ୍ରେୟାସଅ ।ୟାରଙ୍କ ନେତୃତ୍ୱାଧୀନ ଏହି ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଅ ।ର.ଅଶ୍ୱିନ, ଅଜିଙ୍କ୍ୟରାହାଣେ, କାଗିସୋ ରାବାଡା, ଜେସନ ରୟ ଅ ।ଦି ଖେଳାଳି ରହିଛନ୍ତି ।

- Advertisement -ଦିଲ୍ଲୀ କ୍ୟାପିଟାଲ୍ସ ଦଳର ବୋଲିଂକୋଚ ନିଯୁକ୍ତ ହେଲେ ହାରିସ

More articles

LEAVE A REPLY

Please enter your comment!
Please enter your name here

- Advertisement -ଦିଲ୍ଲୀ କ୍ୟାପିଟାଲ୍ସ ଦଳର ବୋଲିଂକୋଚ ନିଯୁକ୍ତ ହେଲେ ହାରିସ

Latest article

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...