26 C
Bhubaneswar
Sunday, September 20, 2020

ଗରିବ ପରିବାର ପାଇଁ ଘର ଲକ୍ଷ୍ୟ : ଧର୍ମେନ୍ଦ୍ର

Must read

ଦିନକରେ ଚିହ୍ନଟ ୧୩୩ପଜିଟିଭ୍

ବାଲେଶ୍ୱର, ୧୯/୯ (ନିପ୍ର): ଓଡ଼ିଶାରେବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କପାଇଁ ଉଦ୍ବେଗର ବିଷୟ ହୋଇଛି ।ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତାଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେପହଞ୍ଚିବା...

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ନୂଆଦିଲ୍ଲୀ/ଭୁବନେଶ୍ୱର,୨୫ା୮(ନି.ପ୍ର.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମତରେ “ଘରକେବଳ ଚାରି କାନ୍ଥକୁ ନେଇ ନୁହେଁ । ଏହାଲୋକଙ୍କ ପାଇଁ ସୁଖ ସୁବିଧା ଓ ସମ୍ମାନରଉପଲବ୍ଧି । ଯେଉଁଠାରେ ସ୍ୱପ୍ନକୁ ନୂଆ ରୂପ ମିଳେଓ ଆକାଂକ୍ଷାକୁ ନୂଆ ଉନ୍ମାଦନା ମିଳେ” ।ପ୍ରଧାନମନ୍ତ୍ରୀଙ୍କ ଏହି ଦୂରଦୃଷ୍ଟିକୁ ମାଗଦର୍ଶକ ଭାବେଗ୍ରହଣ କରି ସମସ୍ତଙ୍କୁ ଘର ଯୋଗାଇବା ପାଇଁଭାରତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତିକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କଲୋକାଭିମୁଖୀ ଯୋଜନା ସମ୍ପର୍କରେ ଶ୍ରୀ ପ୍ରଧାନଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ନେତୃତ୍ୱରେ ଭାରତ ସରକାର୨୦୨୨ ସୁଦ୍ଧା ସମସ୍ତ ଗରିବ ପରିବାର ପାଇଁଘର ଯୋଗାଇଦେବାର ପ୍ରତିଶ୍ରୁତି ଦେଇଛନ୍ତି ।୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀଆବାସ ଯୋଜନାରେ ଓଡ଼ିଶାରେ ୨୬ ଲକ୍ଷରୁଉର୍ଦ୍ଧ୍ୱ ଘର ନିର୍ମାଣ ଗରିବଙ୍କ ଜୀବନରେପରିବର୍ତନ ଆଣିବା ସହ ସେମାନଙ୍କୁ ଖୁସିଦେଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାଲକ୍ଷାଧିକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ।ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଯୋଗୁଁ ଏହାସମ୍ଭବ ହୋଇଛି ଓ ଆଜି ଗରିବ ଲୋକମାନେପକ୍କା ଘରର କଳ୍ପନା କରିପାରୁଛନ୍ତି । ଦେଶରଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କେହି ବାସହୀନହୋଇ ନରୁହନ୍ତୁ ସେଥିପାଇଁ ଭାରତ ସରକାର ଦ୍ରୁତପଦକ୍ଷେପ ନେଉଛନ୍ତି । “ବିଶେଷ ଭାବରେରାଜ୍ୟର ଅସହାୟଙ୍କ ପାଇଁ ସୁଲଭ ଘର ନିର୍ମାଣବାସ୍ତବରେ ପରିଣତ ହୋଇଛି ଏବଂ ଓଡ଼ିଶାରଗ୍ରାମାଞ୍ଚଳରେ ବ୍ୟାପକ ପରିବର୍ତ୍ତନର ଛବି ହେଉଛିଏହାର ପ୍ରମାଣ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାଅଧୀନରେ ପକ୍କା ଘର କେବଳ ଲୋକଙ୍କ ସ୍ୱପ୍ନକୁପୂରଣ କରିନାହିଁ ବରଂ ଏହା ସରକାରଙ୍କପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ ଗ୍ୟାସସିଲିଣ୍ଡର, ଘରକୁ ବିଜୁଳି, ବିଶୁଦ୍ଧ ପାନୀୟ ଜଳ,ଶୌଚାଳୟ ଭଳି ଅନେକ ଜନକଲ୍ୟାଣପଦକ୍ଷେପକୁ ସୁନିଶ୍ଚିତ କରୁଛି । ସ୍ୱଚ୍ଛ ଭାରତଅଧୀନରେ ଓଡ଼ିଶାରେ ୭୭.୧୪ ଲକ୍ଷ ଘରପାଇଁ ଶୌଚାଳୟର ବ୍ୟବସ୍ଥା କରାଯାଇଛି । ସ୍ୱଚ୍ଛଭାରତ ମିଶନରେ ଓଡ଼ିଶାର ସମସ୍ତ ୧୧୪ପୌର ସଂସ୍ଥାକୁ ଖୋଲା ମଳତ୍ୟାଗ ମୁକ୍ତ ସହର(ଓଡ଼ିଏଫ) ରୂପେ ଘୋଷଣା କରାଯିବା ଆନନ୍ଦରବିଷୟ ।ସେହିପରି ୨୦୧୭ ପର ଠାରୁ ରାଜ୍ୟରେସୌଭାଗ୍ୟ ଯୋଜନାରେ ୨୪ ଲକ୍ଷ ଘରକୁ ବିଜୁଳିସଂଯୋଗ କରାଯିବା ଦ୍ୱାରା ରାଜ୍ୟରେ ଶତପ୍ରତିଶତବିଜୁଳି ସଂଯୋଗ ହୋଇପାରିଛି । ଅପରପକ୍ଷରେଓଡ଼ିଶାରେ ୫.୨୨ କୋଟିରୁ ଅଧିକ ଏଲଇଡ଼ି ବଲବ୍ବଣ୍ଟନ ଦ୍ୱାରା ବାର୍ଷିକ ୬.୭୮ ବିଲିୟନ କିଲୋୱାଟରଶକ୍ତି ସଞ୍ଚୟ କରାଯାଇପାରିଛି । ପ୍ରଧାନମନ୍ତ୍ରୀ ଉଜାଲାଯୋଜନା ଅଧୀନରେ ଇଇଏସ୍ଏଲ୍ ଇଣ୍ଡିଆ ଦ୍ୱାରାଓଡ଼ିଶାରେ ୧.୭୦ ଲକ୍ଷ ଏଇଡ଼ି ଟ୍ୟୁବ ଲାଇଟ୍ ଓ୩୭,୭୭୦ ପଙ୍ଖା ବଣ୍ଟନ ରାଜ୍ୟର ଲକ୍ଷାଧିକଜୀବନକୁ ଆଲୋକିତ କରିଛି ।ଶ୍ରୀ ପ୍ରଧାନ କହିଛନ୍ତି ବିଶେଷତଃ ଗରିବ ଏବଂଅସହାୟ ବ୍ୟକ୍ତିଙ୍କ ଜୀବନଶୈଳିରେ ଉନ୍ନତି ଆଣବାମୋଦି ସରକାରଙ୍କ ପ୍ରାଥମିକତାରେ ରହିଛି ।୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶାକୁ୩୪୨.୮୨ କୋଟିର କେନ୍ଦ୍ରୀୟ ସହାୟତା ମଞ୍ଜୁରକରାଯାଇ ନାଗରିକଙ୍କ ସୁବିଧାକୁ ସୁଦୃଢ଼ କରାଯିବାସହ ଅମୃତ ଯୋଜନା ଅଧୀନରେ ସହରାଞ୍ଚଳରପୁନଃଉଦ୍ଧାର କରିବା ପାଇଁ ପଦକ୍ଷେପ ନିଆଯାଇଛି ।୨୦୧୯-୨୦ ଆର୍ଥôକ ବର୍ଷରେ ୧ ଲକ୍ଷରୁ କମ୍ବାସ କରୁଥିବା ସହର ପାଇଁ ଅଗ୍ରୀମ ଆକାରରେପ୍ରଥମ କିସ୍ତିସ୍ୱରୂପ ୨୭୧.୭୫ କୋଟିର ଲାଭଓଡ଼ିଶା ପାଇଛି । ୨୦୧୯-୨୦ ଆର୍ଥôକ ବର୍ଷପାଇଁ ସ୍ମାର୍ଟ ସିଟି ମିଶନ ଅଧୀନରେ କେନ୍ଦ୍ର ଗୃହଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଓଡ଼ିଶାପାଇଁ ୨୦୩.୯୩ କୋଟି ମଞ୍ଜୁର କରିଛି ।ଭୁବନେଶ୍ୱର ଏବଂ ରାଉରକେଲାକୁ ସ୍ମାର୍ଟସହର ଭାବେ ବିକଶିତ କରାଯିବା ; ରାଜ୍ୟର ସମଗ୍ରଭିତ୍ତିଭୂମି ଏବଂ ସଂଯୋଗକୁ ତ୍ୱରାନ୍ୱିତ କରୁଛି ।ପାରାଦୀପକୁ ସ୍ମାର୍ଟ ବନ୍ଦର ସହର ଭାବରେବିକଶିତ କରାଯିବା ମୋଦି ସରକାରଙ୍କ ଓଡ଼ିଶାକୁଭବିଷ୍ୟତ ପାଇଁ ଉପଯୁକ୍ତ ଏବଂ ବିକଶିତ ରାଜ୍ୟଭାବେ ଗଢ଼ିବା ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲିସେ ଟ୍ୱିଟ୍ କରି କହିଛ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଦିନକରେ ଚିହ୍ନଟ ୧୩୩ପଜିଟିଭ୍

ବାଲେଶ୍ୱର, ୧୯/୯ (ନିପ୍ର): ଓଡ଼ିଶାରେବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କପାଇଁ ଉଦ୍ବେଗର ବିଷୟ ହୋଇଛି ।ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତାଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେପହଞ୍ଚିବା...

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...