24 C
Bhubaneswar
Wednesday, November 25, 2020

ଅକ୍ଟୋବର ୧ରୁ ବିଜୁ ପ…ନାୟକବିମାନବନ୍ଦର ରନୱେର କାର୍ପେଟିଙ୍ଗ

Must read

ଆର୍ଥିକ ନିରାପତ୍ତା ଦେଇଛି ମାଛଚାଷ ।

ଭୁବନେଶ୍ଵର,୨୫ ।୧୧;ମହିଳାସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ମାଛଚାଷ ଜରିଆରେ ନିଜର ଆର୍ଥିକ ନିରାପତ୍ତାକୁ ସୁଦୃଢ କରିପାରିଛନ୍ତି । ଏହାର ଏକ ଉଦାହରଣା ତ୍ସାହିତ କରିଆସୁଛି...

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫/୧୧:ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ ଫସିଥିବା...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଭୁବନେଶ୍ୱର: ଅକ୍ଟୋବର ୧ରୁ ବିଜୁ ପ…ନାୟକବିମାନବନ୍ଦର ରନୱେର କାର୍ପେଟିଙ୍ଗ କାମ ଅ ।ରମ୍ଭ ହେବ ।ଏଥିପାଇଁ ରାତି ୧୧ରୁ ସକାଳ ୭ଟା ପର୍ଯ୍ୟନ୍ତ ବିମାନଉଡାଣ ଓ ଅବତରଣ ବନ୍ଦ ରହିବ ।·ରି ମାସ ଧରି କାର୍ପେଟିଙ୍ଗ କାମ·ଲିବ ବୋଲି କୁହାଯାଉଛି । କରୋନାମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟରେଲକଡାଉନ ଜାରି କରାଯାଇଛି ।ଲକଡାଉନ୍ ସମୟରେ ବିମାନଚଳାଚଳ ବନ୍ଦ ରହିଥିଲା । ଏହିକାରଣରୁ ବିମାନବନ୍ଦରକୁ ୫୦ପ୍ରତିଶତରୁ ଅଧିକ କ୍ଷତି ସହିବାକୁପଡ଼ିଥିବା କୁହାଯାଉଛି ।ବିମାନ ଯାତ୍ରୀଙ୍କ ସଂଖ୍ୟା ପ୍ରାୟତଃ୭୫ ପ୍ରତିଶତ କମିଯାଇଛି । ଚଳିତ ମେ ଓ ଜୁନ ମାସରେଅଧିକ ଯାତ୍ରୀ ଅ ।ସୁଥିବା ବେଳେ କମ ଯାତ୍ରୀ ଯାଉଥିଲେ ।ସେହିପରି ବର୍ତ୍ତମାନ ସମୟରେ ଯେତିକି ଯାତ୍ରୀ ବିମାନରେଅ ।ସୁଛନ୍ତି ତା’ଠାରୁ ବହୁତ କମ୍ ଯାତ୍ରୀ ବିମାନରେଯାଉଛନ୍ତି । କରୋନା କଟକଣା ଯୋଗୁ ବର୍ତ୍ତମାନ ପ୍ରାୟଦୈନିକ ୧୭ଟି ବିମାନ ଭୁବନେଶ୍ୱର ବିମାନବନ୍ଦରରୁଯାତ୍ରା ଅ ।ରମ୍ଭ କରୁଥିବା ବେଳେ ୩ ହଜାର ପାଖାପାଖିଯାତ୍ରୀ ଯିବା ଅ ।ସିବା କରୁଥିବା ବିମାନ ବନ୍ଦର ନିଦେ୍ର୍ଦଶକକହିଛନ୍ତି ।

- Advertisement -ଅକ୍ଟୋବର ୧ରୁ ବିଜୁ ପ...ନାୟକବିମାନବନ୍ଦର ରନୱେର କାର୍ପେଟିଙ୍ଗ

More articles

LEAVE A REPLY

Please enter your comment!
Please enter your name here

- Advertisement -ଅକ୍ଟୋବର ୧ରୁ ବିଜୁ ପ...ନାୟକବିମାନବନ୍ଦର ରନୱେର କାର୍ପେଟିଙ୍ଗ

Latest article

ଆର୍ଥିକ ନିରାପତ୍ତା ଦେଇଛି ମାଛଚାଷ ।

ଭୁବନେଶ୍ଵର,୨୫ ।୧୧;ମହିଳାସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ମାଛଚାଷ ଜରିଆରେ ନିଜର ଆର୍ଥିକ ନିରାପତ୍ତାକୁ ସୁଦୃଢ କରିପାରିଛନ୍ତି । ଏହାର ଏକ ଉଦାହରଣା ତ୍ସାହିତ କରିଆସୁଛି...

କେବଳ ଖୁଚୁରା ଦୋକାନରେ ପଲିଥିନ୍ ଚଢ଼ଉ ।

କଟକ,୨୫।୧୧ ସହରର ପ୍ରତିଦୋକାନରେ ଏବେ ମିଳୁଛି ପଲିଥିନ୍ ।ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭକରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠିଯାହାକୁ ଯେତେ ପଲିଥିନ୍ ମିଳୁଛି ।ଚଳିତବର୍ଷ...

ବଳାକ୍ରାରୀ ପ୍ରେମିକର ଜାମିନ ଖାରଜ ହୋଇଛି ।

ଭୁବନେଶ୍ୱର,୨୫/୧୧:ପ୍ରେମିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ବଳାକ୍ରାର କରିବା ସହ ସେ ସମୟର ଭିଡ଼ିଓରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଆଇନ୍ ଅଦାଲତର ଜାଲରେ ଫସିଥିବା...

ବେଧଡ଼କ ଚାଲିଛି ବେଆଇନ ଇଟାଭାଟି ।

କାକଟପୁର,୨୫/୧୧; ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ବେଧଡକ ବେଆଇନ ଭାବରେ ଇଟାମାଫିଆଙ୍କ ଚାଲିଛି ଇଟା ଭାଟି । ସାର ବିଶ୍ୱରେ କରୋନ ମହାମାରୀ କାୟା...

ଚାଷୀଙ୍କ ବିକାଶ ପାଇଁ ଦିଆଯାଇଥିବା ଟିପ୍ପଣୀ ବାସ୍ତବଠୁୁ ସମ୍ପୂର୍ଣ୍ଣ ଭିନ୍ନ .

ଭୁବନେଶ୍ବର,୨୫/୧୧; କେନ୍ଦ୍ର ବିଜେପିସରକାର କୃଷି କୃଷକର ବିକାଶ ପାଇଁ ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାସୀନ ହେବା ପରେ...