18 C
Bhubaneswar
Wednesday, November 25, 2020

ଜରୁରୀ ମରାମତି ପାଇଁ ରେଳ ସାଇକଲ ଆରମ୍ଭ

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ଭୁବନେଶ୍ୱର,୨୫ା୮(ନି.ପ୍ର.):ରେଲୱେ ଟ୍ରାକ କୁ ନିରୀକ୍ଷଣ, ଯାଞ୍ଚଓ ମରାମତି କରିବା ପାଇଁ ଭାରତୀୟରେଳପଥ ଦ୍ାରା ଅଭିନ ରେଳସାଇକଲ ର ପରିକଳ୍ପନା କରାଯାଇଛି,ଯାହା ଡିଉଟି ରେ ଥିବା ରେଳକର୍ମ·ରୀ ମାନଂକୁ ରେଳ ଟ୍ରାକଦୈନିକ ଯାଞ୍ଚ କାର୍ଯ୍ୟ ରେ ସହାୟକହେବ ।ଏହି ରେଳ ସାଇକଲ ଗୁଡିକସାଇକଲଗ୍ଧ ବାଲାନ୍ସିଂ ନିମନ୍ତେ ଥିବାଡୋଲୀ ହୁଇଲ ବ୍ୟବହାର କରାଯାଇଖୋର୍ଦ୍ଧା ରୋଡ ମଣ୍ଡଳ ରପରମାନେଣ୍ଟ ୱେ ୟୁନିଟ ଦ୍ୱାରାଇନହାଉସ ପ୍ରସ୍ତୁତି ଦ୍ୱାରା ସମ୍ପନ୍ନହୋଇଛି, ଯାହାର ବ୍ୟବହାରଭ୍ରାମ୍ୟମାଣ ପାଟ୍ରୋଲିଙ୍ଗରେକରାଯିବ । ଖୋର୍ଦ୍ଧା ରୋଡ଼ ମଣ୍ଡଳ ରଅନ୍ତର୍ଗତ ୧୮ ଟି ପି ୱେ ୟୁନିଟମଧ୍ୟରୁ ୮ ଟି ୟୁନିଟ ଯଥା ବ୍ରହ୍ମପୁର,ସୋମପେଟା, ଖୋର୍ଦ୍ଧା ରୋଡ଼,ଗୋରଖନାଥ, କଟକ, ଭଦ୍ରକ,ଯାଜପୁର କେଉଁଝର ରୋଡ଼ ଓଢେଙ୍କାନାଳ ୟୁନିଟ ଏହି ସାଇକଲଗୁଡିକୁ ପ୍ରସ୍ତୁତ କରିଛନ୍ତି ।ଏହି ସାଇକଲ ଗୁଡିକ ରେଳକର୍ମ·ରୀ ମାନଙ୍କୁ ସବୁ ଋତୁରେସହାୟକ ହେବ । ବର୍ଷା ଋତୁରେଅନିଚ୍ଛାକୃତ ଭାବେ ଟ୍ରେନ ସେବା ରେବିଳମ୍ବ ଘଟି ବେଳେ ବେଳେପରିସ୍ଥିତି ଅତ୍ୟନ୍ତ ଗମ୍ଭୀରହୋଇଯାଇଥାଏ । ଭୀଷଣ ବର୍ଷାପାତପରେ ପୋଲ ଅ ।ପ୍ରୋଚ ସ୍ଥାନ ଏବଂଅନ୍ୟାନ୍ୟ ଦୁର୍ବଳ ସ୍ଥାନ ମାନଙ୍କରେଏହି ସାଇକଲ ଦ୍ାରା ଅତି କମ ସମୟମଧ୍ୟରେ ସହଜ ରେ କର୍ମ·ରୀ ମାନେନିରୀକ୍ଷଣ ପାଇଁ ପହଂଚି ପାରିବେ ।ଅପାତକାଳୀନ ସ୍ଥିତିରେ, ଏହିସାଇକଲ ଗ୍ରୀଷ୍ମ ଋତୁ ସମୟରେମଧ୍ୟ ପାଟ୍ରୋଲିଙ୍ଗ । ରେ ସହାୟକହୋଇପାରିବ ।ଏହି ରେଳ ସାଇକଲ ଗୁଡିକ ରହାରାହାରି ବେଗ ଘଣ୍ଟା ପ୍ରତି ୧୦କିମିଏବଂ ଘଣ୍ଟା ପ୍ରତି ସର୍ବାଧିକ ୧୫ କିମିବେଗରେ ଗତି କରିପାରେ । ଏହାରଓଜନ ୩୦କେଜି ଓ ଏହା ଅତି ସହଜରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଉଠାଇହେବ , ଯୋଡ଼ା ଯାଇ ପାରିବ ଓଖଣ୍ଡ ଖଣ୍ଡ କରି ଅଲଗା କରାଯାଇପାରିବ । କୋଭିଡ ୧୯ ବିଶ୍ୱମହାମାରୀ ପ୍ରକୋପ ଜାରି ରହି ଥିବାକାରଣ ରୁ , ମଣ୍ଡଳ ର କେତେକସେକ୍ସନରେ ଯାତାୟତ ବନ୍ଦ ରହିଛି ।ଏହି ସେକ୍ସନ ଗୁଡିକ ରେ ରେଳସାଇକଲ ଗୁଡିକୁ ପାଟ୍ରୋଲିଙ୍ଗ,ସୁରକ୍ଷା ଓ ନିରାପତ୍ତା ଉଦେ୍ଦଶ୍ୟରେବ୍ୟବହାର କରାଯାଇପାରିବ ।

- Advertisement -ଜରୁରୀ ମରାମତି ପାଇଁ ରେଳ ସାଇକଲ ଆରମ୍ଭ

More articles

LEAVE A REPLY

Please enter your comment!
Please enter your name here

- Advertisement -ଜରୁରୀ ମରାମତି ପାଇଁ ରେଳ ସାଇକଲ ଆରମ୍ଭ

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...