18 C
Bhubaneswar
Tuesday, November 24, 2020

ଚୋର ଭାବି ପୋଲିସ କର୍ମୀକୁ ମାଡ଼

Must read

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

·ନ୍ଦବାଲି,୨୫ା୮(ନି.ପ୍ର.):ଏକ ଅପହରଣ ମାମଲାର ଅଭିଯୁକ୍ତକୁଧରିବା ପାଇଁ ସାଦା ପୋଷାକରେଯାଇଥିବା ପୁଲିସକୁ ଅଟକ ରଖି ନିସ୍ତୁକମାଡ଼ ମରାଯାଇଥିବାର ଖବର ·ଞ୍ଚଲ୍ୟସୃଷ୍ଟି କରିଛି । ସାଦା ପୋଷାକରେହାତରେ ବନ୍ଧୁକ ଥିବା ପୁଲିସକର୍ମ·ରୀମାନଙ୍କୁ ଚୋର ଭାବି ଏଭଳିକାଣ୍ଡ ଘଟିଥିବା କୁହାଯାଉଛି ।ମିଳିଥିବା ସୂଚନା ଅନୁଯାୟୀ,ଭଦ୍ରକ ଜିଲ୍ଲାର ·ନ୍ଦବାଲି ବ୍ଲକବାଂଶଡା ଥାନା ନଳଗୋହିରା ବଜାରନିକଟରେ ଏକ ଚିଙ୍ଗୁଡି ଘେରି ଥିବାଜଣେ ଯୁବକ ଅପହରଣ ମାମଲାରଅଭିଯୁକ୍ତ କଥାବାର୍ତ୍ତା ହେଉଥିବାଫୋନକୁ ଟ୍ରାକିଂରେ ପୁଲିସ ଠାବକରିଥିଲା । ଏହାପରେ ଉକ୍ତ ଯୁବକକୁଧରିବାକୁ ଗତକାଲି ରାତି ୧୨ଟାସମୟରେ ପୁଲିସ୍ ନଳଗୋହିରାସ୍ଥିତଚିଙ୍ଗୁଡି ଘେରିକୁ ଯାଇଥିଲେ । ସାଦାପୋଷକରେ ଯାଇଥିବା ଧାମରାଏଏସଅ ।ଇ ଏବଂ ଅନ୍ୟ ୪ଜଣପୁଲିସ କର୍ମ·ରୀଙ୍କ ହାତରେ ବନ୍ଧୁକଦେଖି ଘେରିରେ କାମ କରୁଥିବାଲୋକେ ଡକାୟତ ଭାବିଥିଲେ ।ସାଦା ପୋଷାକରେ ଯାଇଥିବାପୁଲିସ କର୍ମ·ରୀମାନେ ରଜୁ ତରେଇନାମକ ଯୁବକ ସମ୍ପର୍କରେ ଯୁବକକୁପଚରାଉଚରା କରିଥିଲେ । ମାତ୍ରହାତରେ ବନ୍ଧୁକ ଦେଖି ଭୟଭୀତହୋଇଯାଇଥିବା ବେଳେ ଡକାୟତଭାବି ଗାଁ ଲୋକଙ୍କୁ ଡାକ ପକାଇଥିଲେ ।ଏହାପରେ ଗ୍ରାମବାସୀ ପହଞ୍ଚି ପୁଲିସକର୍ମ·ରୀମାନଙ୍କୁ ନିସ୍ତୁକ ମାଡ଼ ମାରିଏକ ଘରେ ପୁରାଇଥିଲେ । ଏ ନେଇବାଂଶଡା ଥାନାକୁ ଖବର ଦେଇଥିବାବେଳେ ଥାନା ପୁଲିସ ପହଞ୍ଚି ଅଟକଥିବା ଧାମରା ଥାନା ପୁଲିସଙ୍କୁ ଉଦ୍ଧାରକରିଥିଲେ ।ପୁଲିସ କର୍ମ·ରୀମାନେ ୪ଗୋଟି ବାଇକରେ ଅ ।ସିଥିଲେ ତାଙ୍କକଥାବାର୍ତ୍ତା ତାଳମେଳ ରହୁ ନ ଥିବାରୁପୁଲିସକୁ ଚୋର ସନେ୍ଦହ କରିଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ନିସ୍ତୁକ ମାଡ଼ମାରିଥିଲେ ବୋଲି କୁହାଯାଉଛି । ପୁଲିସକର୍ମ·ରୀମାନେ ମଦ୍ୟପାନ କରିଥିଲେବୋଲି ସାଧାରଣରେ ଅଭିଯୋଗ ହୋଇଛି ।

- Advertisement -ଚୋର ଭାବି ପୋଲିସ କର୍ମୀକୁ ମାଡ଼

More articles

LEAVE A REPLY

Please enter your comment!
Please enter your name here

- Advertisement -ଚୋର ଭାବି ପୋଲିସ କର୍ମୀକୁ ମାଡ଼

Latest article

କ୍ରମାଗତ ୪ ର୍ଥ ଦିନ ପାଇଁ ପେଟ୍ରୋଲ ମୂଲ୍ୟ ବୃଦ୍ଧି |

ନୂଆଦିଲୀ,ତା,୨୩/୧୧;ସୋମବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭ ପଇସା ଏବଂ ଚତୁର୍ଥ ସିଧା ଦିନ ପାଇଁ ଡିଜେଲ ୧୮ ପଇସା ବୃଦ୍ଧି ହୋଇଥିବାରୁ...

ନାବାଳକର ମୃତ୍ୟୁ ଭୁବନେଶ୍ୱର ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି କରିଛି ।

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ହେତୁ ୧୫ ବର୍ଷର ବାଳକର ମୃତ୍ୟୁ ପରେ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।...

ମୁମ୍ବାଇ ପୋଲିସର ଏଫ୍ଆଇଆର୍ ବନ୍ଦ କରିବାକୁ କଙ୍ଗନା ଓ ରଙ୍ଗୋଲି ଚାନ୍ଦେଲ ।

ମୁମ୍ବାଇ,ତା୨୩/୧୧;ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋମବାର ଦିନ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରି ସୋସିଆଲ ମିଡିଆରେ...

ସମସ୍ତ ଭାରତୀୟଙ୍କୁ କେବେ ଟୀକାକରଣ କରାଯିବ ପ୍ରଧାନମନ୍ତ୍ରୀ କହିବେ ।

ନୂଆଦିଲୀ,ତା୨୩/୧୧ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଦେଶକୁ କହିବେ: ୧. ସମସ୍ତ କୋଭିଡ ଟିକା ପ୍ରାର୍ଥୀଙ୍କ ମଧ୍ୟରୁ ବାଛିବ ଏବଂ କାହିଁକି? ୨. ପ୍ରଥମେ ଟିକା କିଏ ପାଇବ ଏବଂ ବଣ୍ଟନ...

ଓଡିଶା ରାଜ୍ୟପାଳଙ୍କ ପତ୍ନୀ ସୁଶୀଲା ଦେବୀଙ୍କ ଦେହାନ୍ତ ।

ଭୁବନେଶ୍ୱର: ରାଜ୍ୟର ପ୍ରଥମ ମହିଳା ତଥା ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କ ପତ୍ନୀ ସୁଶୀଲା ଦେବୀ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ...