20.1 C
Bhubaneswar
Sunday, November 29, 2020

ଭିଡିଓ ବାର୍ତ୍ତା ମାଧ୍ୟମରେ ଧର୍ମେନ୍ଦ୍ରପ୍ରଧାନଙ୍କ ନୂଆଁଖାଇ ଶୁଭେଚ୍ଛା

Must read

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ନୂଆଦିଲ୍ଲୀ/ଭୁବନେଶ୍ୱର,୨୪ ।୮(ନି.ପ୍ର):କୃଷିଭିତ୍ତିକ ଗଣପର୍ବ ନୂଆଁଖାଇଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଓଡ଼ିଶାର ଲୋକମାନଙ୍କୁ ଭିଡିଓ ବାର୍ତ୍ତାମାଧ୍ୟମରେ ଶୁଭେଚ୍ଛା ଜଣାଇବା ସହସାଂପ୍ରତିକ ବିଶ୍ୱ କରୋନା ମହାମାରୀସମୟରେ ସଚେତନ ରହିବାକୁ ପରାମର୍ଶଦେଇଛନ୍ତି । ଭିଡ଼ିଓ ବାର୍ତ୍ତାରେ ଶ୍ରୀ ପ୍ରଧାନକହିଛନ୍ତି ଚାଷର ସୁରକ୍ଷା ଏବଂ ମାଆମାଟିର ଉନ୍ନତି, ପରିବାରର ଆଦର ଏବଂସନ୍ତାନ ଓ ସମାଜରେ ଭାଇଚାରାକୁବ୍ୟାପକ କରିବା ନୂଆଁଖାଇର ମୁଖ୍ୟସନେ୍ଦଶ । ନୂଆଁଖାଇର ସନେ୍ଦଶ ପାଳନକଲେ ପରିବାର ଏବଂ ସମାଜରେ ସୁଖ,ଶାନ୍ତି ରହିବ । ସାରା ଦୁନିଆ ବିଶ୍ୱମହାମାରୀ ସହ ଲଢେଇ କରୁଛି । ଏହିସମୟରେ ସମସ୍ତଙ୍କୁ ମିଳିମିଶି ରହିବା ସହନିଜ ପରିବାରର ଯନô ନେବାର ଆବଶ୍ୟକତା ରହିଛି । ଏହା ଚଳିତବର୍ଷନୂଆଁଖାଇର ବିଶେଷବାର୍ତ୍ତା । ମାସ୍କ ପିନ୍ଧିବା,ସାମାଜିକ ଦୂରତା ବଜାୟ ରଖିବା ଏବଂନିୟମିତ ବ୍ୟବଧାନରେ ବାରମ୍ବାରସବୁନରେ ହାତ ଧୋଇବା ପାଇଁ ଶ୍ରୀ ପ୍ରଧାନଅନୁରୋଧ କରିଛନ୍ତି । ଏହି ଅବସରରେଶ୍ରୀ ପ୍ରଧାନ ମାଆ ସମଲେଇଙ୍କ ନିକଟରେସମସ୍ତଙ୍କ ସୁଖ, ଶାନ୍ତି ଓ ନିରାମୟ ଜୀବନକାମନା କରିଛନ୍ତି ।

- Advertisement -ଭିଡିଓ ବାର୍ତ୍ତା ମାଧ୍ୟମରେ ଧର୍ମେନ୍ଦ୍ରପ୍ରଧାନଙ୍କ ନୂଆଁଖାଇ ଶୁଭେଚ୍ଛା

More articles

LEAVE A REPLY

Please enter your comment!
Please enter your name here

- Advertisement -ଭିଡିଓ ବାର୍ତ୍ତା ମାଧ୍ୟମରେ ଧର୍ମେନ୍ଦ୍ରପ୍ରଧାନଙ୍କ ନୂଆଁଖାଇ ଶୁଭେଚ୍ଛା

Latest article

ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ଖୋଜନ୍ତି |

ଭୁବନେଶ୍ୱର:ତା ୨୮/୧୧ ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ...

ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି .

ଭୁବନେଶ୍ଵର,ତା୨୮/୧୧;ଇଣ୍ଡିଆ ପୋଷ୍ଟ ଓଡିଶା ସର୍କଲ ଫଳାଫଳ ଘୋଷିତ ହୋଇଛି; ଚେକ୍ ପୋଷ୍ଟ ନିଯୁକ୍ତି ପରୀକ୍ଷା ପାଇଁ ନଭେମ୍ବର ୨୭, ୨୦୨୦ ପାଇଁ ଓଡିଶା ସର୍କଲ୍ ଫଳାଫଳ...

ଓଡିଶାରେ ତିନିଜଣ କୃଷକ ଋଣ ଅନିୟମିତତା ହେତୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ।

ଭୁବନେଶ୍ଵର,ତା,୨୮/୧୧;ଶୁକ୍ରବାର ଅପରାହ୍ନରେ କଟକ ଜିଲ୍ଲାର ତିନିଜଣ କ୍ଷୁଦ୍ର ତଥା ମାର୍ଜିତ କୃଷକ ଓଡିଶା ବିଧାନସଭା ସମ୍ମୁଖରେ ନିଜକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଯେ ଅଭିଯୋଗ...

ସ୍ଲେନ୍ ମାଓବାଦୀ ଓଡିଶାରେ ୮ ଲକ୍ଷ ଟଙ୍କା ପୁରସ୍କାର ନେଇଥିଲେ ।

ବଳାଙ୍ଗିରି,ତା୨୮/୧୧; ଗୁରୁବାର ଦିନ ସ୍ଵାବିମାନ ଅଞ୍ଚାଲର ଜନ୍ତ୍ରି ପଞ୍ଚାୟତ ଅନ୍ତର୍ଗତ ଟୋଟାଗୁଡା ଜଙ୍ଗଲ ନିକଟରେ ସୁରକ୍ଷା ବାହିନୀ ସହ ବନ୍ଧୁକ ମୁକାବିଲାରେ ନିହତ ହୋଇଥିବା ମାଓବାଦୀ କିଶୋର ଛଦ୍ମନାମ ମାସା...

ଡିସେମ୍ବର ୧ ରୁ ଓଡିଶାର ମେଡିକାଲ କଲେଜଗୁଡ଼ିକ ଖୋଲିବ |

ଭୁବନେଶ୍ୱର: ଡିସେମ୍ବର ୧ ରୁ ମେଡିକାଲ କଲେଜ ଖୋଲିବା ଏବଂ ପରୀକ୍ଷା ପରିଚାଳନାରେ ସମାନତା ନିଶ୍ଚିତ କରିବାକୁ ଓଡିଶା ସରକାର ଶୁକ୍ରବାର ଦିନ ନିଷ୍ପତ୍ତି...