27 C
Bhubaneswar
Wednesday, September 23, 2020

ରସାୟନିକ ଶିଳ୍ପସଂସ୍ଥା ପାଇଁ ଆକ୍ସନ ପ୍ଲାନ୍

Must read

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଭୁବନେଶ୍ୱର,୨୪ ।୮(ନି.ପ୍ର): ରାଜ୍ୟର·ରିଟି ଜିଲ୍ଲାରେ ଏକାଧିକ ବିପଦଜନକରସାୟନିକ ଶିଳ୍ପସଂସ୍ଥା ଥିବାବେଳେଭବିଷ୍ୟତରେ ଏଠାରେ କୌଣସିଅଘଟଣକୁ ମୁକାବିଲା ଲାଗି ଆକ୍ସନ ପ୍ଲାନପ୍ରସ୍ତୁତ ହେବ । ଜାତୀୟ ବିପର୍ଯ୍ୟୟପରି·ଳନା କର୍ତ୍ତୃପକ୍ଷ (ଏନ୍ଡିଏମ୍ଏ)ଦ୍ୱାରା ଏଭଳି ଦୁର୍ଘଟଣା ପ୍ରବଣ କାରଖାନାଥିବା ·ରି ଜିଲ୍ଲା ଯଥା ଅନୁଗୁଳ,ବାଲେଶ୍ୱର, ଝାରସୁଗୁଡା ଓ ଜଗତ୍ସିଂହପୁରକୁଚିହ୍ନଟ କରାଯାଇଛି । ଏଥିପାଇଁ ଏକବିପର୍ଯ୍ୟୟ ପ୍ରଶମନ ଯୋଜନା ପ୍ରସ୍ତୁତସପକ୍ଷରେ ବିଶେଷଜ୍ଞମାନେ ମତଦେଉଛନ୍ତି । ପ୍ରତ୍ୟେକ ଜିଲ୍ଲାପାଇଁଯୋଜନାବଦ୍ଧ ଭାବେ ଅ ।କ୍ସନ ପ୍ଲାନପ୍ରସ୍ତୁତ ସହିତ ଏହାକୁ କାର୍ଯ୍ୟକାରୀକରାଯିବ । ଏହି ଆକ୍ସନ ପ୍ଲାନରେରସାୟନିକ ଦୁର୍ଘଟଣା ସଂକ୍ରାନ୍ତରେକାରଖାନା ଆଖପାଖରେ ରହୁଥିବା ସ୍ଥାନୀୟଲୋକଙ୍କୁ ସଚେତନ କରାଯିବ ।ଏନ୍ଡିଏମ୍ଏ ପକ୍ଷରୁ ସମଗ୍ର ଦେଶରେଏଭଳି ୧୦୦ଟି ଜିଲ୍ଲାକୁ ଚିହ୍ନଟକରାଯାଇଥିବାବେଳେ ଓଡିଶାରେ ଏଥିମଧ୍ୟରୁ ୪ଟି ଜିଲ୍ଲା ରହିଛି । ନିକଟରେକେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରୀଙ୍କଅଧ୍ୟକ୍ଷତାରେ ଦେଶର ବିଭିନ୍ନ ସ୍ଥାନରେଘଟିଥିବା ରସାୟନିକ ଦୁର୍ଘଟଣା ସଂକ୍ରାନ୍ତରେଅ ।ଲୋଚନା ହୋଇଥିଲା । ବିପଜ୍ଜନକରସାୟନିକ କାରଖାନା ଆଖପାଖଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁବ୍ୟାପକ ଭାବେ ସଚେତନ କରିବାପାଇଁବୈଠକରେ ମତପ୍ରକାଶ ପାଇଥିଲା ।କରୋନା ମହାମାରୀ ସମୟରେ ଦେଶରବିଭିନ୍ନ ସ୍ଥାନ ଏପରିକି ବିଦେଶରେଘଟୁଥିବା ରସାୟନିକ ଦୁର୍ଘଟଣା ଏବେପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି ।ପଡୋଶୀ ରାଜ୍ୟ ବିଶେଷକରିଅ ।ନ୍ଧ୍ରପ୍ରଦେଶର ଭାଇଜାଗ ଏବଂଛତିଶଗଡରେ ରାଇଘର ଅଞ୍ଚଳରେକାରଖାନାରୁ ବିଷାକ୍ତ ଗ୍ୟାସ୍ ଲିକ୍ର ପ୍ରଭାବକାରଖାନାର ଶ୍ରମିକ ଓ ସ୍ଥାନୀୟ ଲୋକଙ୍କଉପରେ ପଡିଛି । ତେବେ ଦୁର୍ଭାଗ୍ୟବଶତଃଭାରତ ପୂର୍ବରୁ ଏଭଳି ରସାୟନିକଦୁର୍ଘଟଣାକୁ ସାମ୍ନା କରିଛି । ଭୋପାଳଗ୍ୟାସ ଦୁର୍ଘଟଣା ଭାରତ ଇତିହାସରେକଳାଦାଗ ହୋଇ ରହିଥିବାବେଳେକେବଳ ଗତ ଦଶନ୍ଧିରେ ଏନ୍ଡିଏମ୍ଏପକ୍ଷରୁ ୧୩୦ଟି ରସାୟନିକ ଦୁର୍ଘଟଣାସଂକ୍ରାନ୍ତରେ ରିପୋର୍ଟ ହୋଇଛି । ଏଭଳିଅଭିଜ୍ଞତାରୁ ରସାୟନିକ ଦୁର୍ଘଟଣାକୁମୁକାବିଲା କରିବାପାଇଁ କେନ୍ଦ୍ର ସରକାରଅଧିକ ଫୋକସ କରୁଛନ୍ତି । ତଦନୁଯାୟୀଏନ୍ଡିଏମ୍ଏ ପକ୍ଷରୁ ରସାୟନିକଦୁର୍ଘଟଣାର ମୁକାବିଲା ପାଇଁ ଶିଳ୍ପସଂସ୍ଥା ଓଜିଲ୍ଲା ପ୍ରଶାସନଗୁଡିକୁ ଶକ୍ତିଶାଳୀ କରିବାପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶଦିଅ ।ଯାଇଛି । ଅ ।କ୍ସନ ପ୍ଲାନ ପ୍ରସ୍ତୁତ ପାଇ୧୦୦ଟି ଜିଲ୍ଲାକୁ ଚିହ୍ନଟକରାଯାଇଥିବାବେଳେ ଜିଲ୍ଲା ବିପର୍ଯ୍ୟୟପରି·ଳନା କର୍ତ୍ତୃପକ୍ଷ ରସାୟନିକଦୁର୍ଘଟଣାକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତକରିବେ । ଇତି ମଧ୍ୟରେ ଅଗଷ୍ଟ୪ତାରିଖରେ ଘଟିଥିବା ବିରୁଟ୍ବିସ୍ଫୋରଣକୁ ଦୃଷ୍ଟିରେ ରଖି ଫାକ୍ଟରି ଏବଂବଏଲର୍ସ ନିଦେ୍ର୍ଦଶାଳୟ ପକ୍ଷରୁ ଶିଳ୍ପସଂସ୍ଥାଗୁଡିକୁ ଗଚ୍ଛିତ ରଖିଥିବା ଦହନଶୀଳରସାୟନିକ ସାମଗ୍ରୀ ସଂକ୍ରାନ୍ତରେ ସୂଚନାଦେବାକୁ କୁହାଯାଇଛି । ବିରୁଟ୍ ଭଳିବିସ୍ଫୋରଣକୁ ଏଡାଇବାପାଇଁ ଏଭଳିପଦକ୍ଷେପନିଅ ।ଯାଇଥିବା ଅଧିକାରୀମାନେକହିଛନ୍ତି । ଏଭଳି ବିସ୍ଫୋରକ ଦ୍ରବ୍ୟଗୋଦାମ କିମ୍ବା ବନ୍ଦର ଅ ।ଦି ନିକଟରେଗଚ୍ଛିତ ଥିଲେ ସେଠାରେ କିଭଳି ସୁରକ୍ଷାବ୍ୟବସ୍ଥା ଗ୍ରହଣ କରାଯାଇଛି ତାହାଜଣାଇବାକୁ ମଧ୍ୟ ନିଦେ୍ର୍ଦଶାଳୟ ପକ୍ଷରୁକୁହାଯାଇଛି । ସାର ଉତ୍ପାଦନ ଏବଂକୋଇଲା ଖଣି ବିସ୍ଫୋରଣ ପାଇଁ ବିରୁଟ୍ବିସ୍ଫୋରଣର କାରଣ ସାଜିଥିବାଅ ।ମୋନିୟମ ନାଇଟ୍ରେଟ ଭଳିରସାୟନିକ ସାମଗ୍ରୀ ବ୍ୟବହାର ହୋଇଥାଏ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ୨୦/୯ : କେନ୍ଦ୍ରାପଡାବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତରନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି ଯେ ନାଗପୁର ପାଟଗୋବରୀ ନଦୀ...

ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା

ଭୁବନେଶ୍ୱର, ୨୦/୯ : ଗତକାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ରମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇୱେବିନାର ଭିଡିଓ କନଫରେନ୍ସଜରିଆରେ ରାଜ୍ୟର ୨ଟି...

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର,୨୦।୯: ରାଜ୍ୟସରକାରଙ୍କ ଦ୍ୱାରା ପ୍ରଣିତ ଶିକ୍ଷାନୀତିକୁ ବନ୍ଦକରିବା ଏବଂ ଅଧିନିୟମ ୧୯୮୯ କୁପ୍ରତ୍ୟାହାର କରିବା ଦାବି କରି ଅଲଇଣ୍ଡିଆ ଡିଏସଓ ପକ୍ଷରୁ ସମଗ୍ର ରାଜ୍ୟରେଦାବୀ...

ଜିଲ୍ଲା ସ୍ତରୀୟ ଜାତୀୟ ଶିକ୍ଷ୍ୟା ନୀତି ଉପରେ ୱେବିନାର

ମାଲକାନଗିରି,୨୦/୯: ସ୍ଥାନୀୟ ନେହୁରୁ ଯୁବ ସଂଗଠନ ମାଲକାନଗିରି ଶାଖା ତରଫରୁ ଏକ ଦିବସ ଆଲୋଚନା ଚକ୍ର ୱେବିନାର ମାଧ୍ୟମରେଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି...

ଜମ୍ମୁ ଓ କାଶ୍ମୀର ରେ ଆତଙ୍କି ଆକ୍ରମଣ ।

ଶ୍ରୀନଗର: ସୋମବାର ସକାଳେ ଶ୍ରୀନଗରର ନୋଭଗାମରେ ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଦଳ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ସିଆରପିଏଫ ର ୧୧୦ ବାଟାଲିୟନର ଏକ ଅଂଶକୁ...