19 C
Bhubaneswar
Wednesday, November 25, 2020

ପାଣି ନିଷ୍କାସନ ନହେବାରୁ ଜିଲ୍ଲାପାଳଙ୍କୁ ଅଭିଯୋଗ

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

କନ୍ଦ୍ରାପଡା,୨୪/୮(ନି.ପ୍ର): ବର୍ଷାଜଳନିଷ୍କାସନ ନହେବାରୁ ୧୨ଶହ ଏକରଚାଷଜମିର ଫସଲ ନଷ୍ଟ ହେବାକୁଯାଉଥିବା ଜିଲ୍ଲାପାଳଙ୍କ ନିକଟରେଅଭିଯୋଗ ହୋଇଛି । ଅଭିଯୋଗଅନୁଯାଇ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତପୁରୁଷୋତ୍ତମପୁର ଗ୍ରାମପଂଚାୟତରକୋରୁଆ ମୈାଜାର ପ୍ରାୟ ୧୨ଶହ ଏକରଚାଷଜମି ଉପରେ ପ୍ରାୟ ୨ଫୁଟ ଉଚ୍ଚତାରପାଣି ଭରି ରହିଥିବାରୁ ଫସଲ ନଷ୍ଟହେବାକୁ ଯାଉଥିବା ଚାଷୀମାନେଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ।ଲଘୁଚାପ ଜନିତ ବର୍ଷା ଓ ଗୋବରୀ ନଦୀରପାଣି ପଶି କୋରୁଆ ମୈାଜାର ଚାଷଜମିରଫସଲ ନଷ୍ଟ ହେବାକୁ ବସିଥିବା ବେଳେକୃଷି ବିଭାଗ କିମ୍ବା ପ୍ରଶାସନ କୈାଣସିପଦକ୍ଷେପ ଗ୍ରହଣ କରୁନାହିଁ । ଅନ୍ୟପକ୍ଷରେଚାଷୀମାନେ ବ୍ୟାଙ୍କରୁ ଋଣ ଆଣି ଓ ଧାରଉଦ୍ଧାରକରି ଚାଷରେ ସମସ୍ତ ଅର୍ଥଖଟାଇଥିବା ବେଳେ ଏବେ ପରିସ୍ଥିତିକୁଦେଖି ମୁଣ୍ଡରେ ହାତ ଦେଇ ବସିଛି ।ଏଣୁଗୋବରୀ ନଦୀ ରେ ଏକ ଘେରୀବନ୍ଧକରାଗଲେ କୋରୁଆ ଗ୍ରାମର ୧୨ଶହଏକର ଚାଷଜମି ରକ୍ଷାପାଇ ପାରିବ ବୋଲିଜିଲ୍ଲା ବିଜେଡି କୃଷକ ସଭାପତି ସୈାମେନ୍ଦ୍ରଦାସ, ନିରାକାର ସାହୁ, ଦୁଷ୍ମନ୍ତ ଦାସ,ଗନ୍ଧର୍ବ ସାହୁ, ଅନିଲ ଦାସ, ସଂଗ୍ରାମ ଦାସ,ଶ୍ରୀକାନ୍ତ ସାହୁ, ନିରଞ୍ଜନ ସାହୁ, ମଗାମଳିକ, ବାଉରୀ ମଳିକ, ଅଲେଖ ସାହୁ,ଫୁସି ମଳିକ, ଖଗେଶ୍ୱର ଦାସ, ଅନନ୍ତଲେଙ୍କା, ଗୈାରାଙ୍ଗ ଲେଙ୍କା ପ୍ରମୁଖଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିନିବେଦନ କରିଛନ୍ତି ।

- Advertisement -ପାଣି ନିଷ୍କାସନ ନହେବାରୁ ଜିଲ୍ଲାପାଳଙ୍କୁ ଅଭିଯୋଗ

More articles

LEAVE A REPLY

Please enter your comment!
Please enter your name here

- Advertisement -ପାଣି ନିଷ୍କାସନ ନହେବାରୁ ଜିଲ୍ଲାପାଳଙ୍କୁ ଅଭିଯୋଗ

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...