16 C
Bhubaneswar
Friday, January 22, 2021

ଜଳ ବନ୍ଦୀରେ କଙ୍କିଳି ଗ୍ରାମ: ୪୦ଟି ପରିବାର ହନ୍ତସନ୍ତ

Must read

୨୦୦୦ ଅଧିକ ଓଡିଶାରେ ନିଯୁକ୍ତି ପାଇବାକୁ ।

ଭୁବନେଶ୍ଵର: ଏକ ପ୍ରମୁଖ ନିଷ୍ପତ୍ତିରେ ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ଜାରି ରହିଥିବା ରଣନୀତିର ଏକ ଅଂଶ ଭାବରେ ଓଡିଶା ସରକାର ମଙ୍ଗଳବାର...

ମାଗଣାରେ ‘ପରୀକ୍ଷା ଦର୍ପଣ’ ପ୍ରଦାନ କରିବାକୁ ଓଡିଶା ସରକାର ।

ଭୁବନେଶ୍ଵର: ପ୍ରାୟ ୬.୨୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସମ୍ଭାବ୍ୟ ପରୀକ୍ଷା ପ୍ରଶ୍ନ ଏବଂ ଉତ୍ତର ସେଟ୍ ଧାରଣ କରିଥିବା ଏକ ପରୀକ୍ଷା ଗାଇଡ୍ ପୁସ୍ତକ ମାଗଣାରେ...

ଓଡିଶା ମନ୍ତ୍ରୀଙ୍କ ବୋହୂଙ୍କ ବିରୋଧରେ ଆଶ୍ଚର୍ଯ୍ୟଜନକ ଅଭିଯୋଗ

ଢେଙ୍କାନାଳ: କାମକ୍ଷାନଗରର ଓଡିଶା ଇସ୍ପାତ ଓ ଖଣି ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ଆରଟିଆଇ ପ୍ରଶ୍ନର ଉତ୍ତରରେ ପ୍ରକାଶ କରିଛନ୍ତି ଯେ...

ଏନଟିପିସି ଗୋଷ୍ଠୀ ଦୈନିକ ପିଢିର ୧ ବିଲିୟନ ୟୁନିଟ୍ ହାସଲ କରେ

ନୂଆଦିଲ୍ଲୀ: ୧୮ ଜାନୁୟାରୀ, ୨୦୨୧ରେ ଗ୍ରୁପ୍ ଏହାର ସର୍ବାଧିକ ଦିନିକିଆ ୧୦୦୯ ମିଲିୟନ୍ ୟୁନିଟ୍ ଉତ୍ପାଦନ କରିଛି। ସମ୍ପ୍ରତି, କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ...

ତାଳଚେର,୨୪ ।୮(ନି.ପ୍ର): ତାଳଚେରଅଂଚଳରେ ଗତ ୫ ଦିନ ହେଲା ପ୍ରବଳବର୍ଷା ହେବା ଯୋଗୁଁ ସ୍ଥାନୀୟ କଙ୍କିଳିଗ୍ରାମର ୪୦ଟି ପରିବାର ପାଣି ଘେରରେଅଛନ୍ତି । ଘର ଭିତରେ ଓ ବାହାରେସବୁଆଡେ ପାଣି ଜମି ରହିଛି । ଘରଭିତରେ ପାଣି ପଶିବା ଯୋଗୁଁଆସବାବପତ୍ର ଓ ବହୁ ଗୁରୁତ୍ୱପୂର୍ଣ୍ଣ ଜିନିଷପତ୍ର ଗୁଡିକ ଭାସୁଛି । ପରିବାର ଲୋକରୋଷେଇ ମଧ୍ୟ କରିପାରୁ ନାହାନ୍ତି । ବସିବାଓ ଶୋଇବା କଷ୍ଟ ଆହୁରି ବଢ଼ି ଯାଉଛି ।କିଛି ପରିବାର ଲୋକ ଘର ଭିତରୁ ପମ୍ପସାହାଯ୍ୟରେ ପାଣି ନିଷ୍କାସନ କରୁଥିଲେମଧ୍ୟ କିଛି ସମୟ ପରେ ପୁଣି ପାଣି ଘରଭିତରେ ପଶି ଆସୁଛି । ଗ୍ରାମବାସୀଙ୍କକହିବା ଅନୁସାରେ ପ୍ରତ୍ୟେକ ବର୍ଷ ଲଗାଣବର୍ଷା ହେଲେ ଏହି ଅଂଚଳରେ ବର୍ଷା ପାଣିଜମି ରହି ଏଭଳି ଅବସ୍ଥା ଭୋଗିବାକୁପଡୁଛି । ବର୍ଷା ଜଳ ନିଷ୍କାସନ ହୋଇପାରୁ ନଥିବାରୁ ପାଣି ଜମି ରହୁଛି । ବର୍ଷାଦିନ ଆସିଲେ ଏଠାରେ ଥିବା ଅଧିବାସୀଙ୍କଦୁଃଖ ବଢ଼ି ଯାଉଛି । ପରିବାରର ଛୋଟପିଲାମାନେ ପାଣି ଘର ଭିତରେ ପଶିବାରୁଘର ବାହାରକୁ ବାହାରି ପାରୁ ନାହାନ୍ତି ।ବାହାର ପାଣି ଘର ଭିତେର ପଶିବା ଯୋଗୁଁବିଭିନ୍ନ ପ୍ରକାର ସରିସୃପ ଗୁଡିକ ଘରଭିତରକୁ ପଶି ଆସୁଥିବା ପରିବାର ଲୋକକହୁଛନ୍ତି । ସୂଚନାଯୋଗ୍ୟ, ଏହି ୪୦ଟିପରିବାର ଏଠାରେ ଦୀର୍ଘ ବର୍ଷ ହେଲାରହିଆସୁଛନ୍ତି । ଉକ୍ତ ଅଂଚଳଟି ଅନ୍ୟ ସାହିଠାରୁ ସାମାନ୍ୟ ଟିକେ ତଳେ ଥିବାରୁ ଏପରିବର୍ଷା ପାଣି ଜମି ରହୁଛି ବୋଲି ଦେଖିବାକୁମିଳୁଛି । ପ୍ରଶାସନକୁ ଏହି ସମସ୍ୟାବିଷୟରେ ଗ୍ରାମବାସୀ ଅଭିଯୋଗ କଲେମଧ୍ୟ ସୁଫଳ ମିଳୁନି । ଦିନକୁ ଦିନ ଅବସ୍ଥାଗୁରୁତର ହେଉଛି । ଏ ପର୍ଯ୍ୟନ୍ତ ସରକାରଙ୍କସୁବିଧା ସୁଯୋଗ ନପହଚିଂବା ବଡ ଦୁଃଖରବିଷୟ । କିଭଳି ଭାବେ ଏହି ପରିବାରଲୋକମାନେ ଦିନ ଅତିବାହିତ କରୁଛନ୍ତିନଦେଖିଲେ ତାହା ବିଶ୍ୱାସ କରିହେବ ନାହିାଁ ଗୃହପାଳିତ ପଶୁ ପକ୍ଷୀଙ୍କ କଥା ନକହିବାଭଲ । ଯଥା ଶୀଘ୍ର ଏହି ପରିବାରମାନଙ୍କୁସରକାରୀ ସୁବିଧା ସୁଯୋଗ ଯୋଗାଇବାସହ ଜଳ ନିଷ୍କାସନ କରିବା ପାଇଁସାଧାରଣରେ ଦାବୀ ହେଉଛିାସୂଚନାଯୋଗ୍ୟ, ଗତକାଲି ତାଳଚେରରେ୫ ମିଲିମିଟର ବର୍ଷା ରେକର୍ଡକରାଯାଇଥିବାର ପାଣିପାଗ ବିଭାଗ ପକ୍ଷରୁସୂଚନା ଦିଆଯାଇଛି ।

- Advertisement -ଜଳ ବନ୍ଦୀରେ କଙ୍କିଳି ଗ୍ରାମ: ୪୦ଟି ପରିବାର ହନ୍ତସନ୍ତ

More articles

LEAVE A REPLY

Please enter your comment!
Please enter your name here

- Advertisement -ଜଳ ବନ୍ଦୀରେ କଙ୍କିଳି ଗ୍ରାମ: ୪୦ଟି ପରିବାର ହନ୍ତସନ୍ତ

Latest article

୨୦୦୦ ଅଧିକ ଓଡିଶାରେ ନିଯୁକ୍ତି ପାଇବାକୁ ।

ଭୁବନେଶ୍ଵର: ଏକ ପ୍ରମୁଖ ନିଷ୍ପତ୍ତିରେ ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ଜାରି ରହିଥିବା ରଣନୀତିର ଏକ ଅଂଶ ଭାବରେ ଓଡିଶା ସରକାର ମଙ୍ଗଳବାର...

ମାଗଣାରେ ‘ପରୀକ୍ଷା ଦର୍ପଣ’ ପ୍ରଦାନ କରିବାକୁ ଓଡିଶା ସରକାର ।

ଭୁବନେଶ୍ଵର: ପ୍ରାୟ ୬.୨୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସମ୍ଭାବ୍ୟ ପରୀକ୍ଷା ପ୍ରଶ୍ନ ଏବଂ ଉତ୍ତର ସେଟ୍ ଧାରଣ କରିଥିବା ଏକ ପରୀକ୍ଷା ଗାଇଡ୍ ପୁସ୍ତକ ମାଗଣାରେ...

ଓଡିଶା ମନ୍ତ୍ରୀଙ୍କ ବୋହୂଙ୍କ ବିରୋଧରେ ଆଶ୍ଚର୍ଯ୍ୟଜନକ ଅଭିଯୋଗ

ଢେଙ୍କାନାଳ: କାମକ୍ଷାନଗରର ଓଡିଶା ଇସ୍ପାତ ଓ ଖଣି ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ଆରଟିଆଇ ପ୍ରଶ୍ନର ଉତ୍ତରରେ ପ୍ରକାଶ କରିଛନ୍ତି ଯେ...

ଏନଟିପିସି ଗୋଷ୍ଠୀ ଦୈନିକ ପିଢିର ୧ ବିଲିୟନ ୟୁନିଟ୍ ହାସଲ କରେ

ନୂଆଦିଲ୍ଲୀ: ୧୮ ଜାନୁୟାରୀ, ୨୦୨୧ରେ ଗ୍ରୁପ୍ ଏହାର ସର୍ବାଧିକ ଦିନିକିଆ ୧୦୦୯ ମିଲିୟନ୍ ୟୁନିଟ୍ ଉତ୍ପାଦନ କରିଛି। ସମ୍ପ୍ରତି, କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ...

ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭିସି ଭାବରେ ନିଯୁକ୍ତ ।

ଭୁବନେଶ୍ଵର: ଓଡ଼ିଶା ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗଣେଶ ଲାଲ ବୁଧବାର ଦିନ ପ୍ରଫେସର ସଞ୍ଜୀବ ମିତ୍ତଲଙ୍କୁ ଚାରି ବର୍ଷ ପାଇଁ ସମ୍ବଲପୁର...