18 C
Bhubaneswar
Tuesday, January 19, 2021

ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ବୈଠକ

Must read

ଭାରତ କେବଳ ହାତଗଣତି ମିନିଟେରାଲ୍ସ ସହିତ ରହିଯାଇଛି ।

ଆମେରିକା : ଆମେରିକାର ବାରମ୍ବାର ଚେତାବନୀ ସ୍ଵତେ ଚୀନ୍ ସହିତ ନିବେଶ ଉପରେ ୟୁରୋପୀୟ ୟୁନିଅନର ସମ୍ପ୍ରତି ବିସ୍ତୃତ ଚୁକ୍ତିନାମା ସମଗ୍ର ବିଶ୍ୱରେ ଆଖିକୁ...

ସୋସିଆଲ ମିଡିଆରେ ମୋନୀ ରୟ ଜଣେ ଲୋକପ୍ରିୟ ସେଲିବ୍ରିଟି ଅଟନ୍ତି |

ନୂଆଦିଲ୍ଲୀ: ପୁଣି ଥରେ ଅଭିନେତ୍ରୀ ମୁନି ରୟ ନିଜର ସାଇଜଲିଂ ବିକିନି ଚିତ୍ର ସହିତ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି। ଷ୍ଟାନର୍ଙ୍କର ଏକ ...

ପବଜୀ ମୋବାଇଲ୍ ଇଣ୍ଡିଆ ପୁନ ଆରମ୍ଭ ତାରିଖ ।

ନୂଆଦିଲ୍ଲୀ: ଭାରତରେ ଖେଳର ପୁନ ପ୍ରବେଶ ପାଇଁ ଲକ୍ଷ ଲକ୍ଷ ମୋବାଇଲ୍ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଆଗାମୀ ଦିନରେ ଦେଶରେ ମୋବାଇଲ୍ ଇଣ୍ଡିଆ...

ଜୁନ୍ ମଧ୍ୟଭାଗରୁ ଭାରତ ସର୍ବନିମ୍ନ ସ୍ପାଇକ୍ ରେକର୍ଡ କରିଛି ।

ନୁଆଦିଲ୍ଲୀ: ଗତ ୨୪ଘଣ୍ଟା ମଧ୍ୟରେ ଭାରତ ୧୩,୭୮୮ ନୂତନ କୋଭିଡ -୧୯ ମାମଲା ରିପୋର୍ଟ କରିଛି | ଗତ ବର୍ଷ ଜୁନ୍ ମଧ୍ୟଭାଗରେ ଏହି...

ବାଲେଶ୍ୱର,୨୪ା୮(ନି.ପ୍ର): ବାଲେଶ୍ୱରମେଡିକାଲ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନକମିଟି କମିଟିର ଏକ ସ୍ୱତନ୍ତ୍ର ବୈଠକପ୍ରଫେସର ଅନନ୍ତ କୁମାର ପ୍ରଧାନଙ୍କଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱରରେ ପ୍ଲାଜ୍ମା ବ୍ୟାଙ୍କପ୍ରତିଷ୍ଠା ନିଷ୍ପତ୍ତିକୁ ସ୍ୱାଗତ ଜଣାଇ ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କଉଦେ୍ଦଶ୍ୟରେ କମିଟିର କର୍ମକର୍ତ୍ତାମାନେକୃତଜ୍ଞତା ଜଣଶଇଛନ୍ତି । ତେବେ ପ୍ଲାଜ୍ମାବ୍ୟାଙ୍କ ପ୍ରତିଷ୍ଟା ହୋଇଥିଲେ ବିବାଲେଶ୍ୱରରେ ରକ୍ତ ପୃଥକୀକରଣ କେନ୍ଦ୍ରଅଦ୍ୟାବଧି କାର୍ଯ୍ୟକ୍ଷମ ନହେବାକୁ ନେଇକମିଟି ପକ୍ଷରୁ ଉଦବେଗ ପ୍ରକାଶପାଇଥିଲା । ଆବଶ୍ୟକୀୟ ଯନ୍ତ୍ରପାତିମହଜୁଦ ଥିବା ବେଳେ ବିଶେଷଜ୍ଞ ଡାକ୍ତରଓ ଟେକ୍ନିସିଆନ୍ଙ୍କ ଅଭାବରୁ ଏହି କେନ୍ଦ୍ରକାର୍ଯ୍ୟକ୍ଷମ ହୋଇପାରିନାହିଁ ବୋଲିଉପସ୍ଥିତ ସଭ୍ୟମାନେ ମତ ପ୍ରକାଶକରିଛନ୍ତି । ପ୍ଲାଜ୍ମାଦାନ ପାଇଁ ଇଚ୍ଛୁକବ୍ୟକ୍ତିମାନେ କଟକ କିମ୍ବା ଭୁବନେଶ୍ୱରଯାଇ ରକ୍ତଦାନ କରିବା ପରେ ସେଠାରୁପୃଥକୀକରଣ ହୋଇ ପ୍ଲାଜ୍ମାବାଲେଶ୍ୱରକୁ ସଂରକ୍ଷଣ ପାଇଁ ଅଣାଯିବ ।କି୍ରୟାନୁଷ୍ଠାନ କମିଟି ସମେତ ଜିଲ୍ଲାରକ୍ତଦାତା ସଂଘ ଓ ବହୁ ସାମାଜିକସଂଗଠନ ଏହି ରକ୍ତ ପୃଥକୀକରଣ କେନ୍ଦ୍ରକାର୍ଯ୍ୟକ୍ଷମ ପାଇଁ ଦୀର୍ଘଦିନ ଧରି ଦାବିକରିଆସୁଛନ୍ତି । ତେଣୁ ବାଲେଶ୍ୱରରେତୁରନ୍ତ ରକ୍ତ ପୃଥକୀକରଣ କେନ୍ଦ୍ରକାର୍ଯ୍ୟକ୍ଷମ କରିବାକୁ ବୈଠକରେ ଦାବିକରାଯାଇଛି । ଏହି ଅବସରରେକି୍ରୟାନୁଷ୍ଠାନ କମିଟିର ପୃଷ୍ଠପୋଷକ ସଦସ୍ୟତଥା ପଦ୍ମଲୋଚନ ଦେ’ଙ୍କ ଦେହାନ୍ତରେଶୋକ ପ୍ରକାଶ ସହ ଶ୍ରଦ୍ଧାଞ୍ଜଳି ପ୍ରଦାନକରାଯାଇଥିଲା । କି୍ରୟାନୁଷ୍ଠାନ କମିଟିରସଦସ୍ୟମାନଙ୍କଠାରୁ ସଂଗୃହୀତ ଅର୍ଥସ୍ୱର୍ଗତଃ ଦେ’ଙ୍କ ଦିବ୍ୟାଙ୍ଗ ପୁତ୍ର ଓ କନ୍ୟାଙ୍କୁସହାୟତା ପ୍ରଦାନ ପାଇଁ ନିଷ୍ପତ୍ତିନିଆଯାଇଛି । ଏହି ବୈଠକରେ ସାଧାରଣସଂପାଦକ ନିରଞ୍ଜନ ପରିଡ଼ାଙ୍କ ସମେତନିରଞ୍ଜନ ରାଉତ, ପ୍ରଫୁଲ୍ଲ କୁମାର ଦାସ,ଡା. ତାରାକାନ୍ତ ନନ୍ଦ, ସରସ୍ୱତୀ ପଣ୍ଡା,ପ୍ରଭାକର ସାହୁ, ଇଂ. ବନମାଳୀ ନାୟକ,ପ୍ରସନ୍ନ ପାଢ଼ି, ନବକୃଷ୍ଣ ପୋଥାଳ ଓ ସ୍ୱର୍ଗତଦେ’ଙ୍କ ଭାଇ ସୁରେଶ ଦେ ପ୍ରମୁଖ ଉପସ୍ଥିତଥିଲେ । ଗୌରାଙ୍ଗ ପାଣିଗ୍ରାହୀ ଶେଷରେସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

- Advertisement -ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ବୈଠକ

More articles

LEAVE A REPLY

Please enter your comment!
Please enter your name here

- Advertisement -ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ବୈଠକ

Latest article

ଭାରତ କେବଳ ହାତଗଣତି ମିନିଟେରାଲ୍ସ ସହିତ ରହିଯାଇଛି ।

ଆମେରିକା : ଆମେରିକାର ବାରମ୍ବାର ଚେତାବନୀ ସ୍ଵତେ ଚୀନ୍ ସହିତ ନିବେଶ ଉପରେ ୟୁରୋପୀୟ ୟୁନିଅନର ସମ୍ପ୍ରତି ବିସ୍ତୃତ ଚୁକ୍ତିନାମା ସମଗ୍ର ବିଶ୍ୱରେ ଆଖିକୁ...

ସୋସିଆଲ ମିଡିଆରେ ମୋନୀ ରୟ ଜଣେ ଲୋକପ୍ରିୟ ସେଲିବ୍ରିଟି ଅଟନ୍ତି |

ନୂଆଦିଲ୍ଲୀ: ପୁଣି ଥରେ ଅଭିନେତ୍ରୀ ମୁନି ରୟ ନିଜର ସାଇଜଲିଂ ବିକିନି ଚିତ୍ର ସହିତ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି। ଷ୍ଟାନର୍ଙ୍କର ଏକ ...

ପବଜୀ ମୋବାଇଲ୍ ଇଣ୍ଡିଆ ପୁନ ଆରମ୍ଭ ତାରିଖ ।

ନୂଆଦିଲ୍ଲୀ: ଭାରତରେ ଖେଳର ପୁନ ପ୍ରବେଶ ପାଇଁ ଲକ୍ଷ ଲକ୍ଷ ମୋବାଇଲ୍ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଆଗାମୀ ଦିନରେ ଦେଶରେ ମୋବାଇଲ୍ ଇଣ୍ଡିଆ...

ଜୁନ୍ ମଧ୍ୟଭାଗରୁ ଭାରତ ସର୍ବନିମ୍ନ ସ୍ପାଇକ୍ ରେକର୍ଡ କରିଛି ।

ନୁଆଦିଲ୍ଲୀ: ଗତ ୨୪ଘଣ୍ଟା ମଧ୍ୟରେ ଭାରତ ୧୩,୭୮୮ ନୂତନ କୋଭିଡ -୧୯ ମାମଲା ରିପୋର୍ଟ କରିଛି | ଗତ ବର୍ଷ ଜୁନ୍ ମଧ୍ୟଭାଗରେ ଏହି...

ଆଜି ଷ୍ଟାର୍ଟଅପ୍ ଇଣ୍ଡିଆ ଆନ୍ତର୍ଜାତୀୟ ସମ୍ମିଳନୀ ।

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଷ୍ଟାର୍ଟଅପ୍ ସହ ଯୋଗାଯୋଗ କରିବେ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ...