27 C
Bhubaneswar
Sunday, September 20, 2020

ଅମୃତଧାରା ୱାଟର ଏଟିଏମ ଉଦ୍ଘାଟିତ

Must read

ଦିନକରେ ଚିହ୍ନଟ ୧୩୩ପଜିଟିଭ୍

ବାଲେଶ୍ୱର, ୧୯/୯ (ନିପ୍ର): ଓଡ଼ିଶାରେବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କପାଇଁ ଉଦ୍ବେଗର ବିଷୟ ହୋଇଛି ।ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତାଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେପହଞ୍ଚିବା...

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ବାଲେଶ୍ୱର,୨୪ା୮(ନି.ପ୍ର): ‘ରୋଟାରୀକ୍ଲବ ବାଲେଶ୍ୱର ଅନ୍ ସି’ଦ୍ୱାରା ନୀଳଗିରିହସପିଟାଲରେ ସ୍ଥାପିତ ନୂତନ ପାନୀୟଜଳବ୍ୟବସ୍ଥା ‘ଅମୃତଧାରା’(ୱାଟର ଏଟିଏମ)ଆଜି ଉଦ୍ଘାଟିତ ହୋଇଯାଇଛି । ଏହିପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେକେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହାକୁଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।ସମାଜର କଲ୍ୟାଣ କାର୍ଯ୍ୟ କରିବାସମସ୍ତଙ୍କର ନୈତିକ କର୍ତ୍ତବ୍ୟ ହୋଇଥିବାରୋଟାରୀ କ୍ଲବର ଏହି ସାଧୁ ଉଦ୍ୟମ ବେଶ୍ପ୍ରଶଂସନୀୟ ବୋଲି ମନ୍ତ୍ରୀ ମତ ପ୍ରକାଶକରିଥିଲେ । କେବଳ ରୋଟାରୀ କ୍ଲବନୁହେଁ ଏହିଭଳି ସମାଜସେବା ମୂଳକକାର୍ଯ୍ୟ ପାଇଁ ଅନ୍ୟମାନେ ମଧ୍ୟ ଆଗେଇଆସିବା ଉଚିତ ବୋଲି ସେ କହିଥିଲେ ।ଅନ୍ୟତମ ଅତିଥି ଭାବେ ଉପଖଣ୍ଡ ମୁଖ୍ୟଚିକିସôାଧିକାରୀ ଡାକ୍ତର ଅଜୟ ସାମଲଏଥିରେ ଯୋଗଦେଇ ରୋଟାରୀ କ୍ଲବରକାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିବାସହିତ ଏହି ପ୍ରକଳ୍ପ ନୀଳଗିରି ଡାକ୍ତରଖାନାରରୋଗୀଙ୍କ ପାଇଁ ବେଶ ସହାୟକହୋଇପାରିବ ବୋଲି ଆଶା ପ୍ରକାଶକରିଥିଲେ । ରୋଟାରୀ କ୍ଲବ,ବାଲେଶ୍ୱରଅନ ସି’ର ସଭାପତି ଆଶିଷ ଭ…ର ଏହିଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତାକରିଥିଲେ । ସମ୍ପାଦକ ଆଶିଷ ଅଗ୍ରୱା,କୋଷାଧ୍ୟକ୍ଷ ସଂଜୀବ ବଦୱାନିଆ,ଲୋକସମ୍ପର୍କ ବିଭାଗ ମୁଖ୍ୟ ମୋହିତପୋଦାର ପ୍ରମୁଖ ଏଥିରେ ଉପସ୍ଥିତ ରହିଜନକଲ୍ୟାଣ ଉଦେ୍ଦଶ୍ୟରେ କ୍ଲବ ପକ୍ଷରୁଜାରି ରହିଥିବା କାର୍ଯ୍ୟଧାରା ସମ୍ପର୍କରେସୂଚନା ଦେଇଥିଲେ । ଡାକ୍ତରଖାନାରରୋଗୀମାନଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ଗରମଓ ଥଣ୍ଡା ପାଣି ଯୋଗାଇ ଦେବାଉଦେ୍ଦଶ୍ୟରେ ଏହି କ୍ଲବ ପକ୍ଷରୁ ଏହି ପ୍ରକଳ୍ପସ୍ଥାପନ କରାଯାଇଛି । ଏହାର ପରିଚାଳନାଦାୟିତ୍ୱ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁଦିଆଯାଇଛି । ଆଗାମୀ ଦିନରେ ଜନବହୁଳଅଞ୍ଚଳରେ ବି ଏଭଳି ପ୍ରକଳ୍ପ ସ୍ଥାପନ ପାଇଁସଂଗଠନ ନିଷ୍ପତି ନେଇଥିବାକର୍ମକର୍ତ୍ତାମାନେ କହିଥିଲେ । ଅଢ଼େଇଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାରେ ଏହି ପ୍ରକଳ୍ପ ସ୍ଥାପନହୋଇଥିବା କ୍ଲବ ପକ୍ଷରୁ ସୂଚନାଦିଆଯାଇଛି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଦିନକରେ ଚିହ୍ନଟ ୧୩୩ପଜିଟିଭ୍

ବାଲେଶ୍ୱର, ୧୯/୯ (ନିପ୍ର): ଓଡ଼ିଶାରେବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କପାଇଁ ଉଦ୍ବେଗର ବିଷୟ ହୋଇଛି ।ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତାଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେପହଞ୍ଚିବା...

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...