29 C
Bhubaneswar
Saturday, September 19, 2020

ସ୍ୱାମୀଜୀଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ନଦେଲେ ଜନଆନେ୍ଦାଳନ ମୁଣ୍ଡ ଟେକିବ

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭୁବନେଶ୍ୱର,୨୪/୮(ନି.ପ୍ର) : ଗତ୨୦୦୮ରେ କନ୍ଧମାଳରେ ଘଟିଥିବା ସନ୍ଥବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦସରସ୍ୱତୀଙ୍କ ହତ୍ୟା ଘଟଣାରେ ସଂପୃକ୍ତଅପରାଧୀଙ୍କ ବିରୋଧରେ ଉଚିତ ଦଣ୍ଡବିଧାନ କରାନଗଲେ ଜନ ଆନେ୍ଦାଳନମୁଣ୍ଡ ଟେକିବ ବୋଲି ରାଷ୍ଟ୍ରୀୟସ୍ୱୟଂସେବକ ସଂଘର ମିଡିଆ ସେଲ ବିଶ୍ୱସମ୍ବାଦ କେନ୍ଦ୍ର, ଓଡିଶା ପକ୍ଷରୁ ଆୟୋଜିତୱେବିନାରରେ ଯୋଗଦେଇ ବକ୍ତାମାନେମତ ପ୍ରକାଶ କରିଛନ୍ତି । ବିଶ୍ୱ ସମ୍ବାଦକେନ୍ଦ୍ର, ଓଡିଶା ପକ୍ଷରୁଆୟୋଜିତ‘୧୨ବର୍ଷ ପରେବିରହସ୍ୟାବୃତ ସ୍ୱାମୀଜୀଙ୍କ ହତ୍ୟା’ ଶୀର୍ଷକୱେବିନାରରେ ଯୋଗଦେଇ ବକ୍ତାମାନେନାଇଡୁ କମିଶନରଙ୍କ ରିପୋର୍ଟ ପ୍ରକାଶପାଇଁ ଦାବି କରିଛନ୍ତି । ଏହି ଆଲୋଚନାରେହତ୍ୟା ଘଟଣା ସହ ସଂପୃକ୍ତ ଥିବା ସମସ୍ତଅଭିଯୁକ୍ତଙ୍କୁ ବିଚାର ପରିସରକୁ ଅଣାଯାଇନଥିବା ଅଭିଯୋଗ ଉଠିିଥିଲା । ଏହିଘଟଣା ପଛରେ ରହିଥିବା ଅସଲଦୋଷୀମାନଙ୍କୁ ରକ୍ଷା କରିବା ପାଇଁ ରାଜ୍ୟସରକାର ଏକ ପ୍ରକାର ଅଭିସନ୍ଧି ମୂଳକଯୋଜନାରେ କାର୍ଯ୍ୟ କରୁଛନ୍ତି । ଯେଉଁନକ୍ସଲମାନେ ଏଥିରେ ସଂପୃକ୍ତ ବୋଲିସେତେବେଳେ କୁହାଯାଉଥିଲା ସେମାନଙ୍କୁବିଚାର ବିଭାଗୀୟ ତଦନ୍ତ ସରକୁଅଣାଯାଇନଥିଲା । ତେବେ କନ୍ଧମାଳରେଦୀର୍ଘଦିନ ଧରି ଚାଲି ଆସୁଥିବାଧର୍ମାନ୍ତରଣକୁ ଅତି ପ୍ରଚଣ୍ଡ ଭାବେବିରୋଧ କରୁଥିବା ସନ୍ଥ ବେଦାନ୍ତ କେଶରୀସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହଟାଇବାପାଇଁ ଅତୀତରେ ଦେଶ ବିରୋଧୀଶକ୍ତିମାନେ ଏକାଧିକବାର ତାଙ୍କ ଉପରେଆକ୍ରମଣ କରିଥିଲେ । ଏସବୁକୁ ନଜରଅନ୍ଦାଜ କରି ଯେପରି ୧୨ ବର୍ଷଧରିସରକାର ଏହି ମାମଲାକୁ ଗୋଳେଇଘାଂଟି ଜନସାଧାରଣଙ୍କ ଦୃଷ୍ଟି ଏଡାଇବାପାଇଁ କାର୍ଯ୍ୟ କରି ଆସୁଛନ୍ତି ତାହା ନିନ୍ଦନୀୟା ସ୍ୱାମୀଜୀଙ୍କ ହତ୍ୟା ଘଟଣାର ବିଚାରବିଭାଗୀୟ ତଦନ୍ତ କରିଥିବା ଜଷ୍ଟିସନାଇଡୁ କମିଶନଙ୍କ ପ୍ରଦତ ରିପୋର୍ଟକୁରାଜ୍ୟ ସରକାର ସର୍ବ ସାଧାରଣରେ ପ୍ରକାଶକରିବାକୁ ବକ୍ତାମାନେ ଦାବି କରିଛନ୍ତି ।ବରିଷ୍ଠ ସ୍ତମ୍ଭଲେଖକ ସୌମେନ୍ଦ୍ର ଜେନାଙ୍କସଂଯୋଜନାରେ ଅନୁଷ୍ଠିତ ଏହିୱେବିନାରରେ ଓଡିଶାର ପୂର୍ବତନ ପୋଲିସମହାନିଦେ୍ର୍ଦଶକ ଶ୍ରୀ ପ୍ରକାଶ ମିଶ୍ର, ରାଷ୍ଟ୍ରୀୟସ୍ୱୟଂସେବକ ସଂଘର ଓଡିଶା, ପଶ୍ଚିମବଙ୍ଗଓ ଆଣ୍ଡାମାନ ନିକୋବରକୁ ନେଇ ଗଠିତପୂର୍ବକ୍ଷେତ୍ରର କ୍ଷେତ୍ର କାର୍ଯ୍ୟବାହ ଅଧ୍ୟାପକଗୋପାଳ ପ୍ରସାଦ ମହାପାତ୍ର, ହିନ୍ଦୁଜାଗରଣସାମ୍ମୁଖ୍ୟ ପୂର୍ବ ଓଡିଶାର ଅଧ୍ୟକ୍ଷ ତଥା ବରିଷ୍ଠଆଇନ୍ଜୀବୀ ଅଜିତ କୁମାର ପ…ନାୟକଅଂଶଗ୍ରହଣ କରିଥିଲେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...