26 C
Bhubaneswar
Sunday, September 20, 2020

ସଦର ଥାନାରେ ମାମଲା ରୁଜୁ

Must read

ଦିନକରେ ଚିହ୍ନଟ ୧୩୩ପଜିଟିଭ୍

ବାଲେଶ୍ୱର, ୧୯/୯ (ନିପ୍ର): ଓଡ଼ିଶାରେବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କପାଇଁ ଉଦ୍ବେଗର ବିଷୟ ହୋଇଛି ।ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତାଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେପହଞ୍ଚିବା...

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

କେନ୍ଦ୍ରାପଡା, ୨୪/୮(ନି.ପ୍ର): ମହିଳାସରପଂଚଙ୍କ ପ୍ରତି ଅତ୍ୟନ୍ତ ଅଶ୍ଳିଳ ତଥାଆପତ୍ତିଜନକ ଭାଷା ପ୍ରୟୋଗ କରିଥିବାଓ ସେହି ଅଡିଓକୁ ସାମାଜିକଗଣମାଧ୍ୟମରେ ଭାଇରାଲ କରିବାଘଟଣାରେ ସଦର ଥାନା ପକ୍ଷରୁ ଆଜି ଏକମାମଲାରୁଜୁ କରାଯାଇଥିବା ସଦର ଥାନାରଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦକୁମ,ାର ମଲ୍ଲିକ ସୂଚନା ଦେଇଛନ୍ତି ।ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ଭରତପୁରଗ୍ରାମପଂଚାୟତର ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତ ସଦର ଥାନାରେଶୁକ୍ରବାର ଅଭିଯୋଗ କରିଥିଲେ ଯେସେହି ପଂଚାୟତର ହରିଡାଦଣ୍ଡା ଗ୍ରାମରବୈଷ୍ଣବ ଚରଣ ସାମଲଙ୍କ ପୁଅ ବିଶ୍ୱଜିତସାମଲ ଭାଗବତପୁର ପଂଚାୟତର ଜଣେପୂର୍ବତନ ସମିତିସଭ୍ୟଙ୍କ ସହ ଚଳିତମାସ୯ତାରିଖ ରାତିରେ ମୋବାଇଲରେ କଥାହେବା ସମୟରେ ସରପଂଚ ଶ୍ରୀମତୀରାଉତଙ୍କ ପ୍ରତି ଉଦେଶ୍ୟମୂଳକ ଭାବେଅତ୍ୟନ୍ତ ଆଶାଳିନ ତଥା ଆପତ୍ତିଜନକଭାଷା ପ୍ରୟୋଗ କରିଛନ୍ତି । ସେହିକଥାବାର୍ତ୍ତାର ଅଡିଓଟି “ବିଜେପି ସଦରକେନ୍ଦ୍ରାପଡା”ନାମକ ସାମାଜିକଗଣମାଧ୍ୟମରେ ସେହିଦିନ ରାତିରେବିଶ୍ୱଜିତଙ୍କ ଜଣେ ସମ୍ପର୍କୀୟଙ୍କ ଦ୍ୱାରାଭାଇରାଲ ହୋଇଥିବା ମଧ୍ୟ ଅଭିଯୋଗହୋଇଛି । ବିଶ୍ୱଜିତ ଭରତପୁରପଂଚାୟତର ବିଜେଡି ସଭାପତି ଥିବାଯୋଗୁଁ ଏହି ଘଟଣାରେ ପୋଲିସ ତ୍ୱରିତପଦକ୍ଷେପ ଗ୍ରହଣ ନକରି ବିଳମ୍ବକରିଥିବା ସରପଂଚ ଶ୍ରୀମତୀ ରାଉତଅଭିଯୋଗ କରିଛନ୍ତି । କରୋନାମହାମାରୀର ମୁକାବିଲା କରୁଥିବା ଜଣେକୋଭିଡ ଯୋଦ୍ଧା ମହିଳା ସରପଂଚଙ୍କୁଏଭଳି ଭାବରେ ସାଧାରଣରେ ଅପମାନିତଓ ନିନ୍ଦିତ କରିବା ଉଦେଶ୍ୟରେ ତାଙ୍କ ପ୍ରତିଅତ୍ୟନ୍ତ ଆଶାଳୀନ ଓ ଆପତ୍ତିଜନକ ଭାଷାପ୍ରୟୋଗ କରିଥିବା ଅଭିଯୁକ୍ତଙ୍କ ବିରୋଧରେଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂପୃକ୍ତସରପଂଚ ସଦର ଥାନା ଅଧିକାରୀଙ୍କୁ ଭେଟିଲିଖିତ ଅଭିଯୋଗ ପ୍ରଦାନ କରିଥିଲେ ମଧ୍ୟମୁଖ୍ୟ ଅଭିଯୁକ୍ତ ବିଶ୍ୱଜିତଙ୍କୁ ପୋଲିସ ଗିରଫକରିବାରେ ଟାଳଟୁଳ ନୀତି ଅବଲମ୍ବନକରିଥିବା ଅଭିଯୋଗ ହୋଇଛି । ସରକାରୀଦଳର ଜଣେ ବିଜେଡି ପଂଚାୟତସଭାପତଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେତୀବ୍ର ନିନ୍ଦା କରାଯିବା ସହ ପୋଲିସତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବିକରାଯାଇଛି । ଅନ୍ୟପଟରେ ସରପଂଚ ଏସମ୍ପର୍କରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣବେହେରା ଓ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁଲିଖିତ ଭାବେ ଅଭିଯୋଗ କରିଥିବା ସତ୍ୱେଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ୨ଦିନବିତିଥିଲେବି ପୋଲିସ କୈାଣସି ପଦକ୍ଷେପଗ୍ରହଣ କରାନଯିବା ସାଧାରଣରେଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟ ସରକାରକୋଭିଡ ଯୋଦ୍ଧା ଭାବେ ଘୋଷଣା କରିଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଥିବାଜଣେ ମହିଳା ସରପଂଚଙ୍କୁ ଉଚିତ ନ୍ୟାୟମିଳୁନଥିବା ବେଳେ ସାଧାରଣ ଲୋକଙ୍କୁକିପରି ନ୍ୟାୟ ମିଳୁଥିବ ତାହା ଏଥିରୁଅନୁମେୟ ହେଉଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଦିନକରେ ଚିହ୍ନଟ ୧୩୩ପଜିଟିଭ୍

ବାଲେଶ୍ୱର, ୧୯/୯ (ନିପ୍ର): ଓଡ଼ିଶାରେବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କପାଇଁ ଉଦ୍ବେଗର ବିଷୟ ହୋଇଛି ।ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତାଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେପହଞ୍ଚିବା...

ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ଜାତୀୟ ୱେବିନାର

ପ…ାମୁଣ୍ଡାଇ, ୧୯/୯ (ନିପ୍ର) :ପ…ାମୁଣ୍ଡାଇ କଲେଜ ଆକୁ୍ୟଏସି ପକ୍ଷରୁମ୍ୟାପିଂଙ୍ଗ ଦ ଇନୋଭେସନ ସିଷ୍ଟମ ଫରଆତ୍ମ ନିର୍ଭର ଭାରତ ଶୀର୍ଷକ ଜାତୀୟୱେବିନାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୁଜୁରାଟଅହମଦାବାଦବିଶ୍ୱବିଦ୍ୟାଳୟର ସ୍କୁଲଅଫଲ ଏବଂଏନଭରନମେଟଂ ଆଣ୍ଡ...

ଆଇସିଆଇସିଆଇ, ଏନ୍ଏସ୍ଡିଏଲ୍ପେମେଂଟସ୍ ବ୍ୟାଙ୍କ ସହବନ୍ଧିତ

ଭୁବନେଶ୍ୱର, ୧୯/୯ (ନିପ୍ର):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ଇନ୍ସୁ୍ୟରାନ୍ସ , ଭାରତର ସର୍ବବୃହତ୍ଜମାକାରୀ ସଂସ୍ଥା ଏନ୍ଏସ୍ଡିଏଲରସହାୟକ କମ୍ପାନୀ ଏନ୍ଏସ୍ଡିଏଲ୍ପେମେଂଟସ ବ୍ୟାଙ୍କ ସହିତ ଏକକର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ୱାକ୍ଷରକରିଛି । ଏହି ଚୁକ୍ତି ଅଧୀନରେଆଇସିଆଇସିଆଇ...

ଉକ୍ରଳ ଆଲୁମିନା ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର, ୧୯/୯ (ନିପ୍ର): ଗ୍ରାମାଚଂଳ ଓ ଖଣି ଓ ଶିଳ୍ପ ନିକଟବର୍ତିଅଂଚଳଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ଏକ ଉକ୍ରଟ ସମସ୍ୟା ହୋଇ ରହିଛି ।ଏହି...

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ...